ବଲିଉଡ କଥା ଦେଖିଲେ ଏଠାରେ ଅନେକ କଳାକାର ଅଛନ୍ତି ଏବଂ ବଲିଉଡ ଏକ ଏପରି ସ୍ଥାନ ଯେଉଁଠାରେ ଖୁବ କମ ସମୟ ରେ ହିଁ ଆପଣ ସଫଳତା ପାଇପାରିବେ I ଏପରି କିଛି ବରିଷ୍ଠ କଳାକାର ମାନେ ମଧ୍ୟ ଆଉ ଆମ ଗହଣ ରେ ନାହାନ୍ତି I ଆଜି ଆମେ ଆପଣ ଙ୍କୁ ଜଣେ ଏହିପରି କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହେଉଛନ୍ତି ଫିଲ୍ମ ରେ ସଲ୍ମାନ ଖାଁ ଙ୍କ ର ମା ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ରିମା ଲାଗୁ I
ବିଗତ ବର୍ଷ ହିଁ ରିମା ଙ୍କ ର ଦେହାନ୍ତ ହେଇଥିଲା I କିନ୍ତୁ ଆଜି ମଧ୍ୟ ତାଙ୍କ ପ୍ରତି ଲୋକ ଙ୍କ ର ସ୍ନେହ ଭାବ ରହିଛି I 59 ବର୍ଷ ବୟସ ରେ ହୃତଘାତ ରେ ହିଁ ତାଙ୍କ ର ଦେହାନ୍ତ ହେଇଥିଲା I ଫିଲ୍ମ ରେ ନୁହେ ବାସ୍ତବ ଜୀବନ ରେ ମଧ୍ୟ ରିମା ଜଣେ ଭଲ ମା ହେଇପାରିଛନ୍ତି I
ସେ ଯାହା କିଛି ବି କରିଛନ୍ତି ନିଜ ର ସାମର୍ଥ୍ୟ ରେ କରିଛନ୍ତି I ଏବଂ ତାଙ୍କ ସଫଳତା ପଛ ରେ ସଂଘର୍ଷ ପୁର୍ଣ କାହାଣୀ ରହିଛି I ରିମା ଙ୍କ ର ପିଲା ଦିନ ରୁ ହିଁ ଅଭିନୟ କରିବା ର ସଉକ ଥିଲା I ତେଣୁ ସେ ଖୁବ କମ ସମୟ ରେ ହିଁ ଫିଲ୍ମ ଜଗତ କୁ ଏଣ୍ଟ୍ରି କରିଥିଲେ I ସେ ବାଲ୍ୟ କଳାକାର ରୂପେ 9 ଗୋଟି ଫିଲ୍ମ କରିଥିଲେ I ମରାଠୀ ଟିଭି ୱେବସାଇଟ ରିପୋର୍ଟ ଅନୁସାରେ ରିମା ଙ୍କ ମୁଣ୍ଡ ରେ ଅଭିନୟ ର କଳା ଭରପୁର ଥିଲା I ସେ ନିଜ ର ହାଇସ୍କୁଲ ର ପାଠ ପୁରା କରୁ କରୁ ହିଁ ଅଭିନୟ ଜଗତ ରେ ପାଦ ଦେଇଥିଲେ I
ଆଜି ଆମେ କହିବାକୁ ଯାଉଛୁ ରିମା ଙ୍କ ଝିଅ ବିଷୟ ରେ I ରିମା ଙ୍କ ଝିଅ ଙ୍କ ନାମ ମୃଣ୍ମୟୀ ଅଟେ I ସେ ଜଣେ ସାଉଥ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଅଟନ୍ତି I ସେ ହିନ୍ଦୀ ଫିଲ୍ମ ରେ ବେଶୀ ଆକ୍ଟିଭ ନାହାନ୍ତି I ସେ ଅଧିକାଂଶ ମରାଠୀ ଫିଲ୍ମ ରେ ହିଁ ଅଭିନୟ କରିଥାନ୍ତି I ବିଗତ ଦିନ ରେ ଅମୀର ଖାଁ ଙ୍କ ର ଫିଲ୍ମ 3 ଇଡିଏଟ ରେ ସେ ଆଶିଷ୍ଟ କରିଥିଲେ I ଏବଂ ସେ ଖୁବ ଶୀଘ୍ର ବଲିଉଡ ରେ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି I
ମୃଣ୍ମୟୀ ବଲିଉଡ ରେ ଆକ୍ଟିଭ ନାହାନ୍ତି କିନ୍ତୁ ମରାଠୀ ଫିଲ୍ମ ରେ ସେ ଖୁବ ଅଧିକ ଆକ୍ଟିଭ ଅଛନ୍ତି I ସେ ନିଜ ମା ଙ୍କ ପସନ୍ଦ କୁ ଦେଖି ଟିଭି ସୋ ରେ ମଧ୍ୟ କାମ କରିଛନ୍ତି I ମୃଣ୍ମୟୀ ସୋସିଆଲ ମିଡ଼ିଆ ରେ ଖୁବ ଅଧିକ ସକ୍ରିୟ ରହିଥାନ୍ତି I ଏବଂ ବିଗତ ଦିନ ରେ ସେ କୌଣସି ନା କୌଣସି କାରଣ କୁ ନେଇ ଚର୍ଚା କୁ ଆସିଥାନ୍ତି I ତେଣୁ ଦର୍ଶକ ଙ୍କ ର ଏହି ଆଶା ଓ ଅଭିଳାଷ ରହିଛି ମୃଣ୍ମୟୀ ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ରେ ଦେଖିବେ I