ଜାଣନ୍ତୁ କେଉଁ କାରଣ ପାଇଁ ସମସ୍ତେ ଘରେ ଓ ଅଫିସରେ ଘୋଡା ଦୌଡୁଥିବା ଫୋଟୋ ଲଗାଇଥାନ୍ତି, ଜାଣିଲା ପରେ ଆଜିହିଁ ଘରେ ଲଗାଇଦେବେ ଏପରି ଫୋଟୋ

ଏଥିରେ କୌଣସି ସନ୍ଦେହ ନାହିକି ଜଣେ ବ୍ୟକ୍ତି ନିଜ ଜୀବନ ରେ ଅନେକ କିଛି ପାଇବା ର ଇଚ୍ଛା ରଖିଥାଏ I କିନ୍ତୁ ମନୁଷ୍ୟ ନିଜ ଇଚ୍ଛା କୁ ପୁରା କରିବା ପାଁଇ ଯଥେଷ୍ଟ ଧନ ର ମଧ୍ୟ ଆବଶ୍ୟକ ରହିଥାଏ I ସିଧା ଅର୍ଥ ରେ କହିବା କୁ ଗଲେ ପ୍ରତୋକ ବ୍ୟକ୍ତି ଜୀବନ ରେ ଧନ ପ୍ରାପ୍ତି କରିବା ର ହିଁ ଆଶା ରଖିଥାନ୍ତି I ପ୍ରତୋକ ବ୍ୟକ୍ତି ନିଜ ର ଇଚ୍ଛା ପୂରଣ କରିବା କୁ ଯଥେଷ୍ଟ ପରିଶ୍ରମ ମଧ୍ୟ କରିଥାନ୍ତି I ବାସ୍ତୁ ଅନୁସାରେ ଏପରି କିଛି ଉପାୟ ମଧ୍ୟ ରହିଛି ଯାହା ଦ୍ୱାରା ଅର୍ଥ ର ଆଗମନ ହେଇଥାଏ I

ଜଣେ ବ୍ୟକ୍ତି ଙ୍କ ର ପରିଶ୍ରମ ଅନୁସାରେ ସେହି ବ୍ୟକ୍ତି ଙ୍କ ର ଭାଗ୍ୟ ର ମଧ୍ୟ ମହତ୍ବପୂର୍ଣ ଅବଦାନ ରହିଥାଏ I ଆଜି ଆମେ ଆପଣ ଙ୍କୁ ଘୋଡା ଦୌଡୁଥିବା ଫୋଟୋ ବିଷୟ ରେ କହିବା କୁ ଯାଉଛୁ ଏହି ଫୋଟୋ କୁ ଅଧିକାଂଶ ଲୋକେ ନିଜ ଅଫିସ ଓ ଘରେ ମଧ୍ୟ ଲଗାଇଥାନ୍ତି I ବାସ୍ତୁ ଶାସ୍ତ୍ର ଅନୁସାରେ ଘୋଡା ଦୌଡୁଥିବା ଫୋଟୋ ଆପଣ ନିଜ ଅଫିସ କିମ୍ବା ଘରେ ଲଗାଇଲେ ଆପଣ ଙ୍କ ର ଜୀବନ ରେ ମଧ୍ୟ ଆପଣ ଘୋଡା ପରି ବେଗ ରେ ପ୍ରଗତି କରିଥାନ୍ତି I ଏହା ବାସ୍ତୁ ଦୃଷ୍ଟି ରୁ ସକାରାତ୍ମକ ଉର୍ଜା ସଂଚାର କରିଥାଏ I ଘୋଡା ର ଫୋଟୋ ପ୍ରଗତି ର ସୂଚକ ଅଟେ I

ଶାସ୍ତ୍ର ଅନୁସାରେ ସାତ ଅଙ୍କ ଶୁଭତ୍ୱ ର ପ୍ରତୀକ ଅଟେ I ଏହା ଛଡା ଇନ୍ଦ୍ରଧନୁ ର ମଧ୍ୟ 7 ଗୋଟି ରଙ୍ଗ ରହିଛି I ସପ୍ତ ରୁଷି ଓ ବିବାହ ପରେ ମଧ୍ୟ ବର କନ୍ୟା ଅଗ୍ନି ଚାରି ପରେ ସାତ ଫେରେ ନେଇଥାନ୍ତି I ଏହି କାରଣ ରୁ କୌଣସି ଫୋଟୋ ରେ ସାତ ଗୋଟି ଘୋଡା ଥିବା ର ଫୋଟୋ ଅତ୍ୟନ୍ତ ଶୁଭ ହେଇଥାଏ I ଏହିପରି ଫୋଟୋ କୁ ଘର ର ଦକ୍ଷିଣ ଦିଗ ରେ ହିଁ ଲଗାଇବା ଉଚିତ I

ସାତ ଗୋଟି ଘୋଡା ଦୌଡୁ ଥିବା ର ଫୋଟୋ ଘରେ ରଖିଲେ ଆପଣ ଙ୍କ ର ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେଇଥାଏ I ଘରେ ମାତା ଲକ୍ଷ୍ମୀ ବିରାଜମାନ ରହିଥାନ୍ତି I ଘୋଡା ର ଫୋଟୋ ରେ ଯେପରି କ୍ରୋଧିତ ସ୍ଵଭାଵ ର ଘୋଡା ନ ହେଇଥିବ ଏହା କୁ ବିଶେଷ ଧ୍ୟାନ ଦେବା ଉଚିତ I

ଏହି ଘୋଡା ର ଫୋଟୋ କୁ ଘରେ ଲଗାଇବା ଦ୍ୱାରା ଘରେ ଘରୁ ନକାରାତ୍ମକ ଉର୍ଜା ଦୂର ହେଇଥାଏ I ଏହି ଘୋଡା ର ଫୋଟୋ ଆପଣ କୌଣସି ବି ଗିଫ୍ଟ ଦୋକାନ ରେ ପାଇପାରିବେ I କୌଣସି ଫଟା ଫୋଟୋ କିନ୍ତୁ ଘରେ ନ ଲଗାଇବା ଭଲ ଅଟେ I ଏବଂ ଏହି ଫୋଟୋ ରେ ଥିବା 7 ଗୋଟି ଘୋଡା ଅଲଗା ଅଲଗା ଦିଗ ରେ ଯେପରି ନ ଦୌଡୁଥିବେ ଏହା କୁ ମଧ୍ୟ ଧ୍ୟାନ ଦେବାକୁ ହେବ I