ଜାଣନ୍ତୁ କାହିଁକି ଓଡ଼ିଶାର ଜଣେ ଚା ଦୋକାନୀକୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ କରିଲେ ସମ୍ମାନିତ? ପିଏମ ମଧ୍ୟ କରିଲେ ପ୍ରଶଂସା

ପ୍ରଧାନମନ୍ତ୍ରୀ ମୋଦି ଙ୍କ ର ମନ କି ବାତ ରେ ସେହି ବ୍ୟକ୍ତି ଙ୍କ ର ଉଲେଖ ରହିଛି ଆଜି ଆମେ ଯାହା ଙ୍କ ବିଷୟ ରେ ଆଲୋଚନା କରିବାକୁ ଯାଉଛୁ I

16 ମାର୍ଚ୍ଚ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସମାରୋହ ରେ ପଦ୍ମ ଶ୍ରୀ ପୁରସ୍କାର ବିଜେତା ଙ୍କୁ ସନମାନିତ କରିଛନ୍ତି I ଏହି କାର୍ଯ୍ୟକ୍ରମ ରେ ଏଠାରେ ଅନେକ ଲୋକ ଙ୍କୁ ସନମାନିତ ମଧ୍ୟ କରାଯାଇଛି I ଏହି ପଦ୍ମଶ୍ରୀ ସଂମାନ ପ୍ରାପ୍ତି କରିଥିବା ଡ ପ୍ରକାଶ ରାଓ ମଧ୍ୟ ଅଛନ୍ତି ଯିଏ କି ଓଡିଶା ର ଅଟନ୍ତି I ଡ ପ୍ରକାଶ ରାଓ ଙ୍କୁ କେଉଁ କାର୍ଯ୍ୟ କୁ ନେଇ ଏହି ସଂନମାନ ମିଳିଛି ଆଜି ଏହି ବିଷୟ ରେ ଆଲୋଚନା କରିବା I

ପିଲା ଙ୍କୁ ପଢ଼ୁଛନ୍ତି ପ୍ରକାଶ ରାଓ
ପ୍ରକାଶ ରାଓ ଓଡିଶା ର କଟକ ସହର ର ଅଟନ୍ତି I ତାଙ୍କ ର ସେଠାରେ ଏକ ଚା ଦୋକାନ ରହିଛି I ସେଠାରେ ସେ ଏକ ଗରିବ ପିଲା ଙ୍କ ପାଁଇ ସ୍କୁଲ ଚଳାଉଛନ୍ତି I ସେଠାରେ ପ୍ରାୟ 70 ରୁ ଉର୍ଧ୍ଵ ପିଲା ମାନେ ପାଠ ପଢୁଛନ୍ତି I ପ୍ରକାଶ ରାଓ ତାଙ୍କ ପିଲାଦିନ ଖୁବ ଦୁଃଖ କଷ୍ଟ ରେ ବିତାଇଛନ୍ତି I ସେ ପାଠପଢା ରେ ଆରମ୍ଭ ରୁ ବହୁତ ଭଲ ଥିଲେ I କିନ୍ତୁ ଦାରିଦ୍ରତା କାରଣ ରୁ ତାଙ୍କୁ 5 ବର୍ଷ ବୟସ ରେ ହିଁ ପାଠ ପଢା ଛାଡିବାକୁ ପଡିଥିଲା I 6 ବର୍ଷ ବୟସ ରୁ ସେ ଚା ବିକ୍ରୟ କାମ କରୁଛନ୍ତି I

ତାଙ୍କ ମନ ରେ ସର୍ବଦା ପାଠ ନ ପଢ଼ିପାରିବା ର ଦୁଃଖ ରହିଥିଲା I କିନ୍ତୁ ତାଙ୍କ ସହ ଯାହା ହେଇଚି ଅନ୍ୟ କୌଣସି ପିଲା ଙ୍କ ସହ ଏପରି ନ ହେଉ ବୋଲି ସେ ନିଷ୍ପତି ନେଇଥିଲେ I ତେଣୁ ନିଜ ଅଂଚଳ ର ଗରିବ ପିଲା ଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ I ତେଣୁ ସେ ଚା ଦୋକାନ ସହିତ ସ୍କୁଲ ମଧ୍ୟ ଚଳାଉଛନ୍ତି I ସେ କେବଳ ପିଲା ଙ୍କୁ ପାଠ ପଢା ରେ ନୁହେଁ ହସ୍ପିଟାଲ ରେ ମଧ୍ୟ ରୋଗୀ ଙ୍କ ର ଚି଼କ୍ସିସ ପାଁଇ ସହାୟତା କରୁଛନ୍ତି

ପିଲା ଙ୍କ ର ଭବିଷ୍ୟତ ସୁଧାରିବାକୁ ସ୍କୁଲ ଖୋଲିଛନ୍ତି
ପ୍ରକାଶ ରାଓ କହିଛନ୍ତି କି ତାଙ୍କ ସ୍କୁଲ ରେ 70 ରୁ ଉର୍ଧ୍ଵ ପିଲାମାନେ ପାଠ ପଢୁଛନ୍ତି I ସବୁଠାରୁ ବଡ଼ କଥା ଏହା କୁ ପିଲା ଙ୍କୁ ବେକାର ବୁଲିବାକୁ ଭଲ ଲାଗୁନାହିଁ , ତେଣୁ ସେମାନେ ଏହି ସ୍କୁଲ ଆସି ପାଠ ପଢୁଛନ୍ତି I ପୂର୍ବ ରୁ ଏଠାକୁ ପିଲାମାନେ ଆସିବାକୁ ପସନ୍ଦ କରୁ ନ ଥିଲେ କିନ୍ତୁ ବର୍ତମାନ ସେଠାକୁ 70 ଜଣ ପିଲା ଆସୁଛନ୍ତି ସେଠାରେ ଗୀତ , ନାଚ ଆଦି ମଧ୍ୟ ଶିଖା ଯାଉଛି I

ସ୍କୁଲ ଚଳାଇବା କୁ ଟଙ୍କା ର ଆବଶ୍ୟକତା ମଧ୍ୟ ହେଇଥାଏ I ପ୍ରକାଶ ରାଓ 600 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି କେବେ କେବେ ତ ତାଙ୍କ ର ଦିନ କୁ 700-800 ଟଙ୍କା ହେଇଯାଇଥାଏ I ତେଣୁ ସେ ସେହି ଟଙ୍କା ରେ ପିଲା ଙ୍କ ପାଁଇ ଖର୍ଚ୍ଚ କରିଥାନ୍ତି I

ପ୍ରକାଶ ରାଓ ଙ୍କ ର ଏହି କାର୍ଯ୍ୟ ରେ ପ୍ରଧାନମନ୍ତ୍ରୀ ମୋଦି ବେଶ ଖୁସି ହେଇଥିଲେ ଓ ତାଙ୍କ ମନ କି ବାତ କାର୍ଯ୍ୟକ୍ରମ ରେ ପ୍ରକାଶ ରାଓ ଙ୍କ ବିଷୟ ରେ ଆଲୋଚନା କରିଥିଲେ I ସେଠାରେ ମୋଦି କହିଥିଲେ ଯେତେବେଳେ ସେ ଓଡିଶା ଆସିଥିଲେ ତ ପ୍ରକାଶ ରାଓ ଙ୍କୁ ସାକ୍ଷ୍ୟାତ କରିବାକୁ ଯାଇଥିଲେ I ଏବଂ ପ୍ରକାଶ ରାଓ କହିଥିଲେ ମୁ ଆପଣ ଙ୍କୁ ସାକ୍ଷ୍ୟାତ କରିବାକୁ ଆସିଛି I ଏବଂ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଆଗାମୀ ଥର ମୁ ଓଡିଶା ଆସିଲେ ପ୍ରକାଶ ରାଓ ଙ୍କ ସ୍କୁଲ ରେ ରୋଷେଇ ହେଇଥିବା ଖାଇବା ଖାଇବି I