ଜାଣନ୍ତୁ ମହିଳାଙ୍କ ଶରୀରର କେଉଁ ଅଙ୍ଗରେ କଳାଯାଇ ରହିଲେ କଣ ହେଇଥାଏ ଲକ୍ଷ୍ୟ , ଦେଖିକି ଆପଣ ଜାଣିପାରିବେ ସ୍ଵଭାଵ …

ପ୍ରତୋକ ବ୍ୟକ୍ତି ଙ୍କ ର ଶରୀର ରେ କେଉଁଠାରେ ନା କେଉଁଠାରେ କଳାଯାଇ ରହିଥାଏ I କେଉଁ ବ୍ୟକ୍ତି ଙ୍କ ର ହାତ ରେ କେଉଁ ବ୍ୟକ୍ତି ଙ୍କ ର ପାଦ ରେ କେଉଁ ବ୍ୟକ୍ତି ଙ୍କ ର ପେଟ ରେ ଏହିପରି ବିଭିର୍ନ ଅଙ୍ଗ ରେ କଳାଯାଇ ରହିଥାଏ I କିଛି ପିଲା ଙ୍କ ର ଜନ୍ମ ରୁ ହିଁ କଳାଯାଇ ରହିଥାଏ I କିଛି ଲୋକେ ଏପରି ମଧ୍ୟ ରହିଥାନ୍ତି ଯାହାଙ୍କ ଶରୀର ରେ 10 ରୁ ଅଧିକ କଳାଯାଇ ରହିଥାଏ I କିନ୍ତୁ ମହିଳା ଓ ପୁରୁଷ ଙ୍କ ଶରୀର ରେ କେଉଁ ଅଙ୍ଗ ରେ କାଳଜୟୀ ରହିଲେ କେଉଁ ଲକ୍ଷ୍ୟଣ ଏହା ଭିର୍ନ ଭିର୍ନ ହେଇଥାଏ I ତେବେ ଆଜି ଆମେ ଆଲୋଚନା କରିବେ କେଉଁ ଅଙ୍ଗ ରେ ମହିଳା ଙ୍କ ର କଳାଯାଇ ରହିଲେ କେଉଁ ଲକ୍ଷଣ ରହିଥାଏ I

ଓଠ ଉପରେ କଳାଯାଇ

ଅନେକ ମହିଳା ଙ୍କ ର ଓଠ ରେ କଳାଯାଇ ରହିଥାଏ , ସେମାନେ ଖୁବ ଶୁଭ ହେଇଥାନ୍ତି ଏବଂ ଏହି ମହିଳାମାନେ ଖୁବ ସୁନ୍ଦର ମଧ୍ୟ ହେଇଥାନ୍ତି I ଏହି ମହିଳାମାନେ ତାଙ୍କ ଜୀବନ ରେ ଯାହା ପାଇବାକୁ ଚାହିଁଥାନ୍ତି ତାହା ପାଇଥାନ୍ତି I

ପିଠି ରେ କଳାଯାଇ

ମହିଳା ଙ୍କ ର ପିଠି ରେ କଳାଯାଇ ରହିବ ର ଅର୍ଥ ହେଲା ସେମାନେ ପ୍ରଚୁର ଟଙ୍କା ରୋଜଗାର କରିଥାନ୍ତି ଏବଂ ସେହି ଅନୁପାତ ରେ ସେମାନେ ଟଙ୍କା କୁ ଖର୍ଚ୍ଚ ମଧ୍ୟ କରିଦେଇଥାନ୍ତି I ଯେଉଁ ମହିଳା ଙ୍କ ର ପିଠି ରେ କଳାଯାଇ ରହିଥାଏ ସେମାନେ ବହୁତ ରାଗି ହେଇଥାନ୍ତି ଏବଂ ସବୁଆଡେ ବୁଲାବୁଲି କରିବାକୁ ପସନ୍ଦ କରିଥାନ୍ତି I

ମଥା ରେ କଳାଯାଇ
କୌଣସି ମହିଳା ଙ୍କ ର ମଥା ରେ ଯଦି କଳାଯାଇ ରହିଥାଏ ତେବେ ପ୍ରତୋକ କାର୍ଯ୍ୟ କୁ ଖୁବ ଶୀଘ୍ର କରିଥାନ୍ତି ଏବଂ ଏହି ମହିଳାମାନେ ଖୁବ ଜ୍ଞାନୀ ମଧ୍ୟ ହେଇଥାନ୍ତି I ସେହି ମହିଳା ଙ୍କ ପାଖ ରେ ଟଙ୍କା ର କୌଣସି ଅଭାବ ରହି ନ ଥାଏ I ଏବଂ ସେହି ମହିଳା ଙ୍କ ଉପରେ ସର୍ବଦା ଭଗବାନ ଙ୍କ ର କୃପା ଲାଗି ରହିଥାଏ I

ତର୍ଜନୀ ଆଙ୍ଗୁଳି ରେ କଳାଯାଇ

ଯେଉଁ ମହିଳା ଙ୍କ ର ତର୍ଜନୀ ଆଙ୍ଗୁଳି ରେ କଳାଯାଇ ରହିଥାଏ ସେହି ମହିଳା ଖୁବ ଧନଵାନ ହେଇଥାନ୍ତି I ଏବଂ ଏହି ମହିଳା ଙ୍କ ପାଖ ରେ ଧନ ର କୌଣସି ଅଭାବ ରହି ନ ଥାଏ I କିନ୍ତୁ ତର୍ଜନୀ ଆଙ୍ଗୁଳି ଛଡ଼ା ଅନ୍ୟ କେଉଁ ଆଙ୍ଗୁଳି ରେ କଳାଯାଇ ଥିଲେ ତାଙ୍କ ଜୀବନ ରେ ନାନା ସମସ୍ୟା ଲାଗି ରହିଥାଏ I

ବେକ ରେ କଳାଯାଇ

ଯେଉଁ ମହିଳା ଙ୍କ ର ବେକ ରେ କଳାଯାଇ ରହିଥାଏ ସେମାନେ ସର୍ବଦା ଚିନ୍ତିତ ରହିଥାନ୍ତି ଏବଂ ଏହି ମହିଳାମାନେ ନିଜ ଅପେକ୍ଷ୍ୟା ପ୍ରଥମେ ଅନ୍ୟ ର ସୁଖ ଦୁଃଖ ବୁଝିବାକୁ ଚେଷ୍ଟା କରିଥାନ୍ତି I ନିଜ ଇଚ୍ଛା କୁ ଜଳାଞ୍ଜଳି ଦେଇ ଅନ୍ୟ ର ଇଚ୍ଛା କୁ ପୁରା କରିବାକୁ ଚେଷ୍ଟା କରିଥାନ୍ତି I

ନାଭି ପାଖ ରେ କଳାଯାଇ

ଯେଉଁ ମହିଳା ଙ୍କ ର ନାଭି ପାଖ ରେ କଳାଯାଇ ରହିଥାଏ ସେମାନେ ଖାଦ୍ୟପେୟ ର ଖୁବ ସଉକିନ ହେଇଥାନ୍ତି ଏବଂ ଏହି ମହିଳା ଙ୍କ ପାଖ ରେ ଧନ ର କୌଣସି ଅଭାବ ରହି ନ ଥାଏ I