ଜାଣନ୍ତୁ ସଲମାନ ନିଜ ବଡିଗାର୍ଡ ସେରାଙ୍କୁ କେତେ ଟଙ୍କା ଦରମା ଦେଉଛନ୍ତି, ଶୁଣିଲେ ଆପଣ କହିବେ ମୋତେବି ଚାକିରୀ ଦିଅ ସଲମାନ ଭାଇ …

ଆଜିକା ସମୟ ରେ ବଲିଉଡ ଫିଲ୍ମ ର ଲୋକପ୍ରିୟତା ଅଧିକ ଦେଖିବାକୁ ମିଳିଛି I ବଲିଉଡ ଫିଲ୍ମ କୁ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟା ରେ ଲୋକେ ବି ପସନ୍ଦ କରିବା ସହ ଏଠାରେ ଅନେକ କଳାକାର ବି କାମ କରିବାକୁ ପସନ୍ଦ କରିଥାନ୍ତି I ଜଣେ ବଲିଉଡ ର କଳାକାର ଯେତେବେଳେ କୌଣସି ବି ସମାରୋହ ରେ ଯୋଗ ଦେଇଥାନ୍ତି ସେତେବେଳେ ହଜାର ହଜାର ସଂଖ୍ୟା ରେ ଦର୍ଶକେ ତାଙ୍କୁ ଦେଖା କରିବାକୁ ଅପେକ୍ଷା ରେ ରହିଥାନ୍ତି I ଏବଂ ଏତେ ଗହଳି ରେ ନିଜ କୁ ସୁରକ୍ଷିତ ରଖିବାକୁ ବଲିଉଡ ର କଳାକାର ମାନେ ନିଜ ସହ ବଡିଗାର୍ଡ ବି ନେଇଥାନ୍ତି I ଏବଂ ବଡିଗାର୍ଡ ମାନେ ତାଙ୍କୁ ସୁରକ୍ଷ୍ୟା ପ୍ରଦାନ କରିଥାନ୍ତି I ତେବେ ଆଜି ଆମେ ସଲ୍ମାନ ଙ୍କ ର ବଡିଗାର୍ଡ ସେରା ଙ୍କ ବିଷୟ ରେ ଆଲୋଚନା କରିବା I

ଅଭିନେତା ସଲ୍ମାନ ଙ୍କ ପାଖ ରେ ଛାଇ ପରି ରହିଥାନ୍ତି ସର୍ବଦା ସେରା ଏବଂ ଦୀର୍ଘ 20 ବର୍ଷ ହେବ ସଲ୍ମାନ ଙ୍କ ର ପାଖେ ପାଖେ ରହିଥାନ୍ତି ଓ ତାଙ୍କୁ ସୁରକ୍ଷ୍ୟା ପ୍ରଦାନ କରିଥାନ୍ତି ସେରା I ଏବଂ ଏକ ଇଣ୍ଟରଭିୟୁ ରେ ସେରା କହିଛନ୍ତି ସଲ୍ମାନ ଙ୍କ ପାଖ ରେ ସେ ନିଜ ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବେ I

ତେବେ 24 ଘଣ୍ଟା ସଲ୍ମାନ ଙ୍କ ର ସୁରକ୍ଷ୍ୟା ରେ ରହିଥାନ୍ତି ସେରା I ଦିନେ ଏହି ବିଷୟ ରେ ସଲ୍ମାନ ଙ୍କ ର ଭାଇ ଅରବାଜ ତାଙ୍କୁ ପଚାରିଥିଲେ ତ ସେ ଉତ୍ତର ଦେଇଥିଲେ ମୁ ସର୍ବଦା ଭାଇ ଙ୍କ ର ସୁରକ୍ଷ୍ୟା କରିବି ବି ମୋର ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରିବି I ଆପଣ ଆପଣ ସେରା ନାମ ରେ ଜାଣିଥିବା ଏହି ବ୍ୟକ୍ତି ଙ୍କ ର ଅସଲି ନାମ ହେଉଛି ଗୁରମିତ ସିଂ I

ଗୁରମିତ ସିଂ ଏକ ଶିକ୍ଷ ପରିବାର ର ଅଟନ୍ତି I ଗୁରମିତ ସିଂ ପିଲାଦିନ ରେ ପାଠ ପଢା ରେ ମନ ଦେଉ ନ ଥିଲେ ଏବଂ ସେ ଯେପରି ବି ନିଜ ସ୍କୁଲ ପାଠ ପଢା ଶେଷ କରିଥିଲେ ଏବଂ ନିଜ ର ବଡି ବନାଇବା ରେ ଅଧିକ ଧ୍ୟାନ ଦେଇଥିଲେ I ତେବେ ବର୍ତମାନ ସେରା ସଲ୍ମାନ ଙ୍କ ର ବଡିଗାର୍ଡ ହିସାବ ରେ ପ୍ରତି ମାସ ରେ 15 ଲକ୍ଷ୍ୟ ଟଙ୍କା ଦରମା ନେଉଛନ୍ତି I