ଯାତ୍ରା ଅଭିନତ୍ରୀ Rani Pandaଙ୍କ ଗାଡିରେ ପିଟି ହେଇ ଚାଲିଗଲା ଯୁବକଙ୍କ ଜୀବନ, ଅଟକାଇ ଦେଲେ ଗାଁ ଲୋକ, ରାତି ସାରା ତାଙ୍କୁ…

ନମସ୍କାର ବନ୍ଧୁଗଣ ରାନୀ ପଣ୍ଡାଙ୍କ କାର ଧକ୍କାରେ ଯୁବକ ମୃତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର ଧକ୍କାରେ ଚାଲିଗଲେ ଜଣେ ଯୁବକ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବସିଥିବା କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି ଏକ ବାଇକ୍ ସହିତ ତାଙ୍କ କାର ଧକ୍କା ହୋଇଥିଲା ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।

ଓଲିଉଡର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଓଲିଉଡର ଅନେକ ସିନେମା ଧାରାବାହିକ ଆଲବମ୍ ସଂରେ ମଧ୍ୟ ଅଭିନୟ କରି ସାରିଛନ୍ତି ଏବଂ ସେ ଗତ ଦିନମାନଙ୍କରେ ଯାତ୍ରା ମଞ୍ଚରେ ମଧ୍ୟ ନଜର ଆସିଥିଲେ ଆଉ ଯାତ୍ରାରେ ତାଙ୍କର ଜବରଦସ୍ତ ଅଭିନୟକୁ ଦର୍ଶକମାନେ ବୋହୁତ ଭଲ ପାଇବା ଦେଇଥିଲେ |

ଯାହା ଫଳରେ ସେ ଓଡ଼ିଶାର ଲୋକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଛନ୍ତି ତେବେ ସୂଚନା ଅନୁସାରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଜାଲଖାଇ ରାସ୍ତା ନିକଟରେ ଏକ ବାଇକ୍ ସହିତ ରାନୀ ପଣ୍ଡାଙ୍କ କାର ଧକ୍କା ହୋଇଥିଲା ମୃତକ ଜଣକ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା ବୟସ ୨୮ ଖବର |

ଅନିଶାର ବାହାଘର ଭୋଜି ଖାଇ ରାନୀ ପଣ୍ଡା କାରରେ ଫେରୁଥିବା ବେଳେ ଡାଲଖାଇ ଛକ ନିକଟ ରାସ୍ତାରେ ବାଇକ୍ ସହିତ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା |

ଆଉ ଦୁର୍ଘଟଣାରେ ରାନୀ ପଣ୍ଡାଙ୍କ କାରର ସାମ୍ନା ପଟ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି ଅନ୍ୟପଟେ ଘଟଣାକୁ ନେଇ ଆଠଗଡ଼ ଥାନାରେ ରାନୀ ପଣ୍ଡାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ଏଥିସହିତ ଘଟଣାର ତଦନ୍ତ ମଧ୍ୟ ଚାଲିଛି।