ଜୟଙ୍କ ସହ ସମ୍ପର୍କକୁ ନେଇ ଶେଷରେ ମୁଁହ ଖୋଲିଲେ ଭୂମି (Debasmita), କହିଲେ ଏମିତି କଥା

ନମସ୍କାର ବନ୍ଧୁଗଣ ଆକ୍ଟର ରିଶି ଆଉ ଦେବସ୍ମିତାଙ୍କୁ କିଏ ବା ନଜାଣେ। ଆପଣମାନଙ୍କ ପ୍ରିୟ ଜୟ ଓ ଭୂମି ଭାବେ ଆପଣ ତାଙ୍କୁ ବୋହୁତ ଭଲ ପାଇବା ଦେଉଛନ୍ତି ତୋ ପାଇଁ ମୁଁ ଧାରାବାହିକରେ।
ତେବେ ଆପଣ କଣ ଜୟଙ୍କ ସହ ସମ୍ପର୍କକୁ ନେଇ କଣ କହିଛନ୍ତି ଭୂମି। ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।


ଜୟଙ୍କ ସହ ପ୍ରଥମଥର ପାଇଁ ଭୂମି ନଜର ଆସିଥିଲେ ତୋ ପାଇଁ ମୁଁ ଧାରାବାହିକରେ। ଜି ସାର୍ଥକ ଟିଭିରେ ପ୍ରସାରିତ ଏହି ଧାରାବାହିକ ଟି ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହି ଯୋଡି ମଧ୍ୟ ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଜୟଙ୍କର ପ୍ରକୃତ ନାମ ହେଉଛି ରିଶି ଏବଂ ଭୂମୀଙ୍କର ପ୍ରକୃତ ନାମ ହେଉଛି ଦେବସ୍ମିତା।


ଦେବସ୍ମିତା ଏକ ରିୟାଲିଟି ସୋରୁ ଆସିଥିଲେ ଏବଂ ତାପରେ ଫିଲ୍ମ ବି କରିଥିଲେ ଏବଂ ଫିଲ୍ମ ପରେ ପରେ ସିରିୟଲ କରିଥିଲେ। ଗୋଟେ ଇଣ୍ଟର୍ଭ୍ୟୁରେ ଦେବସ୍ମିତାଙ୍କୁ ପଚରା ଯାଇଛି ଜୟ ଆଉ ତମ ଭିତରେ ଥିବା ରିଲେସନସିପ୍ କଣ। ଦେବସ୍ମିତା ସିଧାସଳଖ ଭାବେ କହିନଥିଲେ ମଧ୍ୟ ସେ କହିଛନ୍ତି ଜୟ ଆଉ ମୁଁ ହେଉଛୁ ବୋହୁତ ଭଲ ବନ୍ଧୁ। ଏବଂ ଜୟ ମତେ ବୋହୁତ ଭଲ ଲାଗନ୍ତି ସତ କିନ୍ତୁ ସେ ବୟେଫ୍ରେଣ୍ଡ୍ ଭଳି ନୁହେଁ। ଦେବସ୍ମିତା ଆଉ ଜୟ ତାଙ୍କ ଯୋଡିକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଭୂମଙ୍କର କଥାରୁ ଜାଣି ହେଉଥିଲା ସେ ଜୟଙ୍କୁ ବୋହୁତ ପସନ୍ଦ କରନ୍ତି।

କିନ୍ତୁ ଜୟଙ୍କ ସହିତ ଆଗକୁ ବିବାହ କରିବେ କି ନାହିଁ ଏକଥା ଭୂମି କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଭୂମିଙ୍କ କଥାରୁ ଯେତିକି ଜଣା ପଡିଥିଲା ସେ ଜୟଙ୍କୁ ବୋହୁତ ପସନ୍ଦ କରନ୍ତି। ଜୟ ଆଉ ଭୂମିଙ୍କୁ ଆପଣମାନେ ନିକଟରେ ଏକ ଭିଡିଓରେ ଦେଖିବାକୁ ପାଇଥିଲେ।