ଯେଉଁ ଲୋକ ଙ୍କର ଶରୀର ରେ ରହିଥାଏ ଏହି 3 ଗୋଟି ଚିହ୍ନ ସେମାନେ ଜନ୍ମ ହିଁ ହେଇଥାନ୍ତି ଧନୀ ହେବା ପାଇଁ, ଆପଣଙ୍କ ଶରୀରରେ ନାହିଁ ତ ଏ ଚିହ୍ନ

ଏହା ତ ଆପଣ ଜାଣିଥିବେ ସୃଷ୍ଟି ର ଏପରି କିଛି ସଂକେତ ରହିଥାଏ ଯାହା କି ଆମ ଶରୀର ର କିଛି ଅଙ୍ଗ ର ଚିହ୍ନ ଉପରେ ନିର୍ଭର କରିଥାଏ ଏହି ଚିହ୍ନ ଦ୍ୱାରା ଆମେ ଜଣେ ବ୍ୟକ୍ତି ଙ୍କ ର ଆଗାମୀ ଭବିଷ୍ୟତ ବିଷୟ ରେ ବି ଜାଣିପାରିବ I ଆଜି ଆମେ ଯେଉଁ ଚିହ୍ନ ବିଷୟ ରେ କହିବାକୁ ଯାଉଛୁ ଏହା ଏହି ଚିହ୍ନ ଯେଉଁ ବ୍ୟକ୍ତି ଙ୍କ ର ଦେଶ ରେ ରହିଥାଏ ସେମାନେ ଜନ୍ମ ରୁ ଧନୀ ହେଇଥାନ୍ତି I

ଆମ ଶରୀର ରେ ଏପରି ଅନେକ ଚିହ୍ନ ରହିଛି ଯାହା ବିଷୟ ରେ ଓ ଏହା ପଛ ର ରହସ୍ୟ ବିଷୟ ରେ ଆପଣ ଜାଣି ନ ଥିବେ I ଜୋତିଶ ଶାସ୍ତ୍ର ଅନୁସାରେ ଶରୀର ରେ ଅଲଗା ଲାଗ ସ୍ଥାନ ରେ ଅନେକ ଚିହ୍ନ ଦେଖିବାକୁ ମିଳିଥାଏ I ଶରୀର ର ଏହି ଚିହ୍ନ ଶାସ୍ତ୍ର ରେ ସେହି ବ୍ୟକ୍ତି ଙ୍କ ର ରାଜ ଯୋଗ ର ସଂକେତ ଦେଇଥାଏ I

ଯେଉଁ ବ୍ୟକ୍ତି ଙ୍କ ର ହାତ ରେ ତୋମାର , ରଥ , ଚକ୍ର , ବାଣ , ଧ୍ୱଜ ର ଚିହ୍ନ ରହିଥାଏ ସେମାନେ ଲୋକ ଙ୍କ ର ଶାସକ ହେଇଥାନ୍ତି I

ଏପରି ଲୋକେ ଯେଉଁ ଲୋକ ଙ୍କ ର ହାତ ରେ କଳାଯାଇ ଚିହ୍ନ ରହିଥାଏ ସେମାନେ ସମାଜ ରୁ ଅନେକ ମାନ ସଂମାନ ପ୍ରାପ୍ତି କରିଥାନ୍ତି I ଏପରି ଲୋକେ ଜୀବନ ରେ ଅନେକ ଉର୍ନତି କରିଥାନ୍ତି I

ଏପରି କିଛି ଲୋକ ଯାହାଙ୍କ ର ପାଦ ରେ ଚକ୍ର କିମ୍ବା ପଦ୍ମ ଚିହ୍ନ ରହିଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ରହିଥାଏ I ଏହି ଲୋକେ କୋଟି କୋଟି ଟଙ୍କା ର ମାଲିକ ହେଇଥାନ୍ତି I