ଯେତେବେଳେ ଏହି ବ୍ୟକ୍ତି ଭାଙ୍ଗିଦେଲା SibaLinga ତାପରେ ଯାହା ହେଲା ଦେଖିକି ଗାଁ ଲୋକମାନେ ସବୁ ଯୋଡ଼ିଦେଲେ ହାତ, ଡାକିଲେ ହର ହର ମହାଦେବ

ସତିଶଗଡ ପାଖରେ ଏକ ଜଙ୍ଘଲରେ ଗୋଟେ ଶିବଲିଙ୍ଗ ଥିଲା କାହାକୁ ଭି ଜଣ ନଥିଲା ଏ ସେହି ଶିବଲିଙ୍ଗ ସେଠାକୁ କିପରି ଆସିଲା ଗାଁ ର ବୃଦ୍ଧା ମାନେ କୁହନ୍ତି କି ବହୁତ ବର୍ଷ ପୂର୍ବେ ମାଟି ଫାଟି ଏହି ଶିବଲିଙ୍ଗ ବାହାରକୁ ଆସିଥିଲା ଆଉ ସେବେଠାରୁ ଏହା ଏଠାରେ ଅଛି ଲୋକଙ୍କ ବିଶ୍ୱାସ ଓ ଆସ୍ତା ଏପରି ଥିଲା କି ଶିବ ଲିଙ୍ଗ ରେ ସାକ୍ଷାତ ଭଗବାନ ଶିବ ରୁହନ୍ତି ବୋଲି ସେ ଭାବନ୍ତି ପ୍ରତିବର୍ଷ ସେଠାରେ ଶିବ ପୂଜା ର ଭିଡ଼ ଲାଗେ ଆଉ ମେଳା ପଡେ ଲୋକ କୁହନ୍ତି କି ଯେଉଁ ବ୍ୟକ୍ତି ମନର ଭକ୍ତି ରୁ ଯାହା ମାଗେ ତାର ମନସ୍କାମନା ପୂର୍ଣ୍ଣ ହୋଇଥାଏ |

ସେଠାକାର ସବୁ ଚାଷୀ ପ୍ରଥମେ ଅମଳ କରିଥିବା ଶୀର୍ଷ ପ୍ରଥମେ ମହାଦେବ ଙ୍କ ଉପରେ ଚଢାନ୍ତି ସେ ଗାଁରେ ଯେକୌଣସି ଶୁଭ କାମ ହେଉ ପ୍ରଥମେ ସେହି ଶିବ ମନ୍ଦିର ଓ ହିଁ ଆରମ୍ଭ ହୋଇଥାଏ ପୁରା ଗାଁ ଖୁସି ରେ ଝୁମି ଉଠୁଥିଲା କୀଟୁ ତାପରେ ଯାହା ହେଲା ତାହା ସମସ୍ତ ଙ୍କୁ ହଇରାଣ କରିଦେଲା | କିଛିଦିନ ପରେ ସେଇ ଗାଁ ରେ ଇମ୍ରାନ ନାଁ ର ଏକ ମୁସଲିମ ବ୍ୟକ୍ତି ରହିବାକୁ ଆସିଲା ସେ ସେଇ ଗାଁ ର ଲୋକଙ୍କ ଠୁ ଶିବ ଙ୍କର ଅନେକ ଚମତ୍କାରୀ କାହାଣୀ ଶୁଣିଲା କିନ୍ତୁ ସେ କାହା ଉପରେ ବିଶ୍ୱାସ କଲା ନାହିଁ |

ଇମ୍ରାନ ସେ ଗାଁ ଲୋକଙ୍କୁ ଅନ୍ଧବିଶ୍ୱାସ ବୋଲି କହିଲା ତାପରେ ଇମ୍ରାନ ଭାବିଲା ଯେତେବେଳେ ପୁରା ଗାଁ ସୋଇଯିବା ସେତେବେଳେ ମୁଁ ଏହି ଶିବଲିଙ୍ଗ କୁ ଭାଙ୍ଗିଦେବି | ଯେତେବେଳେ ପୁରା ଗଁ ଶୋଇପଡ଼ିଲା ସେତେବେଳେ ଇମ୍ରାନ ଶିବଲିଙ୍ଗ ପାଖରେ ଏକ ବଡ଼ ରଡ଼ ନେଇ ପହଁଚିଲା ଆଉ ଚିଲେଇକି କହିଲା ମୁ ଆଜି ଏହି ଶିବଲିଙ୍ଗ ଓ ଉପାଡି ଦେବି ଦେଖିବି କେଉଁ ଚମତ୍କାରୀ ଓ ମହାଦେବ ଆସି ଏହାକୁ ରକ୍ଷା କରିପାରିବ |

ଇମ୍ରାନ ପୁରା ବଳ ଲଗାଇ ଯେତେବେଳେ ସେ ଶିବଲିଙ୍ଗ ଉପରକୁ ପ୍ରହାର କଲା କିନ୍ତୁ କିଛି ହେଲା ନାହିଁ ଯେତେବେଳେ ସେ ଆଉ ଥରେ ପ୍ରହାର କଲା ସେତେବେଳେ ଆକାଶ ରୁ ବିଜୁଳି ଖସିବାକୁ ଲାଗିଲା ଆଉ ଶିବଲିଙ୍ଗ ପାଖକୁ ଗୋଟେ ସାପ ଆସିଲା ଦେଖୁଦେଖୁ ସେଠାରେ ଅନେକ ସାରା ସାପ ଆସି ପହଁଚିଲେ | ଇମ୍ରାନ ଦେଖିଲା ସବୁ ସାପ ତା ଆଡକୁ ଆସୁଛନ୍ତି ଏହା ଦେଖିକି ତା ହାତରୁ ସେ ରଡ଼ ଟି ଖସିପଡିଲା |

ଆକାଶରୁ ବିଜୁଳି ଆସି ସେ ରଡ଼ ଉପରେ ପଡିଲା ଆଉ ରଡ଼ ଦୁଇଫାଳ ହୋଇଗଲା ଏସବୁ ଦେଖି ଇମ୍ରାନ ଡରିଗଲା ଆଉ ସେଠାରୁ ଦୌଡ଼ି ପଳାଇଲା ଆଇ ଆଖ ପାଖ ରେ ଦେଖାଦେଲାନାହିଁ ତାପର ଦିନ ଯେତେବେଳେ ଗାଁ ଲୋକ ମାନେ ଯାଇ ସେଠାରେ ଏସବୁ ଦେଖିଲେ ସେମାନେ ବୁଝିଗଲେ କି ମହାଦେବ ନିଜର ରକ୍ଷା ନିଜେ କରୁଛନ୍ତି ଆଉ ଏହାପରେ ଲୋକଙ୍କ ବିଶ୍ୱାସ ଭଗବାନ ଙ୍କ ଉପରେ ଆହୁରି ବଢିଗଲା |