ଯେତେବଳେ ଏପରି ପରିସ୍ଥିତିରେ ନିଜ ଡ୍ରେସକୁ ସମ୍ଭାଳି ପାରିଲେନି ପରିଣୀତି ଚୋପଡା, ହେଇଗଲେ ଲଜ୍ୟାକର ମୁହୂର୍ତ୍ତର ଶିକାର

ଯେତେବେଳେ ବି ଆପଣ ବଲିଉଡ ର ଟପ କ୍ଲାସ କଳାକାର ଙ୍କ ବିଷୟ ରେ ଆଲୋଚନା କରିଥାଉ ସର୍ବଦା ପରିଣୀତି ଓ ପ୍ରିୟଙ୍କା ଙ୍କ ଆଲୋଚନା ପ୍ରଥମେ ହେଇଥାଏ I ଦେଖିବା କୁ ଗଲେ ପରିଣୀତି ମଧ୍ୟ ପ୍ରିୟଙ୍କା ଙ୍କ ପରି ଅଧିକ ସୁନ୍ଦର ଅଟନ୍ତି I କିନ୍ତୁ ଲୋକପ୍ରିୟତା ମାମଲା ରେ ପ୍ରିୟଙ୍କା ଟିକେ ଅଧିକ ଲୋକପ୍ରିୟ ହେଇପାରିଛନ୍ତି I

ତେବେ ଆଜି ଆମେ ସେହି ଲଜ୍ୟାକର ମୁହୂର୍ତ୍ତ ବିଷୟ ରେ ଆଲୋଚନା କରିବା ଯାହା ଅନେକ ଅଭିନେତ୍ରୀମାନେ ଏହି ସମସ୍ୟା ର ସମୁଖୀନ ହେଇଛନ୍ତି I ଏପରି ଅନେକ ସମାରୋହ ରେ ନିଜ ର ଖରାପ ପୋଷାକ ଶୈଳୀ ଆଦି କୁ ନେଇ ଅଭିନେତ୍ରୀମାନେ ଲଜ୍ୟାକର ମୁହୂର୍ତ୍ତ ର ଶିକାର ହେଇଥାନ୍ତି I ଇଭେଣ୍ଟ ଆଦି କୁ କିଛି ଅଭିନେତ୍ରୀ ଅଧିକ ଛୋଟ ଓ ଅଧିକ ଟାଇଟ ପୋଷାକ ପିଂଧିକି ଯାଇଥାନ୍ତି I ଯାହା ଦ୍ୱାରା କି ଅନେକ ସମୟ ରେ ଲଜ୍ୟାକର ମୁହୂର୍ତ୍ତ ର ସମୁଖୀନ ହେବାକୁ ପଡିଥାଏ I

ଏପରି ସେମାନ ଜାଣିକି କରି ନ ଥାନ୍ତି କିନ୍ତୁ ଏହି ଅଭିନେତ୍ରୀ ମାନେ ନିଜ ର ଅଧିକ ଷ୍ଟାଇଲିସ ପୋଷାକ କୁ ନେଇ ଏପରି ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ I ତେବେ ଅଭିନେତ୍ରୀ ପରିଣୀତି ଚୋପଦା ଙ୍କ କଥା ଦେଖିଲେ ସେ ମଧ୍ୟ ଅନେକ କ୍ଷେତ୍ର ରେ ଏପରି ସମସ୍ୟା ର ସମୁଖୀନ ହେଇଛନ୍ତି I

କିନ୍ତୁ ଏହି ଅଭିନେତ୍ରୀମାନେ ଏପରି ଘଟଣା କୁ ଅଣଦେଖା କରିଥାନ୍ତି I ତେବେ ଏହା ତାଙ୍କ ପାଁଇ ଏକ ସାଧାରଣ କଥା ଅଟେ I ତେବେ ଜନ ସାଧାରଣ ଏହା ଜାଣିସାରିଛନ୍ତି କି ଏହା ଅଭିନେତ୍ରୀ ଏପରି କରିବା ଭୁଲ ଅଟେ I କିନ୍ତୁ ଏପରି କେହି ନାହାନ୍ତି ଯାହା ଙ୍କୁ ଏପରି ଅପ୍ରୀତିକର ସମସ୍ୟା ର ସମୁଖୀନ ହେବାକୁ ନ ପଡିଛି I

ପରିଣୀତି ପର୍ତମାନ ସମୟ ରେ ବଲିଉଡ ରେ ଫାଷ୍ଟଏସ ଗ୍ରୋଇଂ ଅଭିନେତ୍ରୀ ଅଟନ୍ତି I ତାଙ୍କ ର ଫିଗର ଓ ତାଙ୍କ ସୁନ୍ଦରତା କୁ ନେଇ ସେ ଅଧିକ ଲୋକପ୍ରିୟତା ମଧ୍ୟ ହାସିଲ କରିଛନ୍ତି I