ଯେତେବେଳେ ଫସି ଯାଇଥିବା ଯବାନଙ୍କୁ ପର୍ବତ ଉପରେ ବଞ୍ଚାଇଲେ ନିଜେ ଆସିଲେ ଭଗବାନ, He Prabhu ତାପରେ ଯାହା ହେଲା

ବନ୍ଧୁଗଣ ଏହା ଏକ ସତ ଘଟଣା ଅଟେ ଇଣ୍ଡିଆନ ଆର୍ମି ର 15 ଜଣ ଯବାନ ନିଜ ମେଜର ର ନେତୃତ୍ୱରେ ହିମାଳୟର ଉଚରେ ଥିବା ଆରମ୍ୱ ପୋଷ୍ଟ କୁ ଯାଉଥଲେ ଏବେ ଠୁ 3 ମାସ ପର୍ଯ୍ୟନ୍ତ ସେମାନଙ୍କୁ ସେ ପୋଷ୍ଟ ରେ ରହିବାର ଅଛି ସିତ ଦିନ ର ମୌସମ ଥିଲା ଓ ମଝିରେ ମଝିରେ ବରଫ ପଡିବାରୁ ଥଣ୍ଡାର ତାପମାନ ଅଧିକ ବଢ଼ୁଥିଲା ଏଥିପାଇଁ ଏ ବରଫ ରାସ୍ତାରେ ଯାତ୍ରା କରିବାଟା ଆହୁରି ମୁସ୍କିଲ ହୋଇଗଲା ଯାତ୍ରା ସମୟରେ ମେଜର ଙ୍କ ମନରେ ଗୋଟେ ଭାବନା ଆସିଲା କାସ ଗୋଟେ କପ ଚା ଯାଆନ୍ତା ତାହେଲେ ଏତେ ଥଣ୍ଡାରେ ଶରୀରକୁ ଟିକେ ଶାନ୍ତି ଲାଗିଥାନ୍ତା ହେଲେ ତାଙ୍କର ଏଇ ଆଶା ଆଶାରେ ରହିଗଲା କାହିଁକି ନା ରାତି 2:30 ବାଜିଥିଲା ଏବଂ ଏତେ ଅଧରାତିରେ କିଏ ଦୋକାନ ଖୋଲିଥିବ କିଛିବାଟ ଚାଲି ଚାଲି ଯିବାପରେ ଏଇ ଯାତ୍ରା ଶୂନ ସାନ ରେ ଥିବା | ଏକ ଛୋଟ ଦୋକାନ ପାଖରେ ରହିଲା ସେ ଗୋଟେ ଚା ଦୋକାନ ଭଳି ଦେଖାଯାଉଥିଲା ସେ ଦୋକାନରେ ତାଲା ପଡିଥିବାର ଦେଖି ମେଜର ତାଙ୍କ ଯବାନ କୁ କହିଲେ ଆଜି ଚା ପିଇବା ତ ଭାଗ୍ୟରେ ନାହିଁ ହେଲେ ଏଠି ସମସ୍ତେ ଟିକେ ବିଶ୍ରାମ କରିନିଅ|

ସେନାର ଏଇ ପଲଟନ ପ୍ରାୟ 3 ଘଣ୍ଟା ଆଗରୁ ଯାତ୍ରା ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଯବାନ କହିଲା ସାର ଏଟା ଗୋଟେ ଚା ଦୋକାନ ଆମେ ଚା ନିଜେ ବଣାଇ ପାରିବା ହେଲେ କେବଳ ଏଇ ତାଲାକୁ ଭାଙ୍ଗିବାକୁ ପଡିବ ମେଜର ଭାବିଲେ ଏଇ ଉପାୟ ଟା ତ ଭୁଲ ଅଟେ କିନ୍ତୁ ଏତେ ଥଣ୍ଡାରେ ଗୋଟେ କପ ଚା ଯବାନ ମାନଙ୍କ ବହୁତ ସହାୟତାରେ ଆସିବ ଏହା ଭାବି ସେ ହଁ କହିଦେଲେ ଭାଗ୍ୟ ତାଙ୍କ ସାଥିରେ ଥିଲା ସେହି ଦୋକାନ ରେ ଚା କରିବାପାଇଁ ସବୁ ସାମାନ ଥିଲା ଏବଂ କିଛି ବିସ୍କୁଟ ର ପ୍ୟାକେଟ ମଧ୍ୟ ଥିଲା ସେମାନେ ଚା ବନାଇଲେ ଓ ଚା ବିସ୍କୁଟ ଖାଇ ଶରୀରକୁ ଶାନ୍ତି କରି ଆଗକୁ ଯିବାପାଇଁ ପ୍ରସ୍ତୁତ ହୋଇଗଲେ ମେଜର ଭାବିଲେ ଆମେ ତାଲା ଭାଙ୍ଗିଲୁ ଓ ବୀଜ ଅନୁମତି ରେ ଆମେ ଚା ଓ ବିସ୍କୁଟ ଖାଇଲୁ ହଳେ ଆମେ କୋଉ ଚୋର ମଣ୍ଡଳୀ ନୁହଁ ଆମେ ଇଣ୍ଡିଆନ ଆର୍ମି ର ସଲଜର ଅଟୁ ମେଜର ନିଜ ପାକେଟ ରୁ 2000 ଟଙ୍କା ର ଗୋଟେ ନୋଟ କାଢ଼ିଲେ ଓ ଦୋକାନ ରେ ଥିବା ଗୋଟେ ଡବା ତଳେ ରଖିଦେଲେ ଯାହାଦ୍ୱାରା ସଖାଳେ ଯେତେବେଳେ ଦୋକାନୀ ମାଲିକ ଆସିବ ତାକୁ ସହଜରେ ମିଳିଯିବ ମେଜର ଏବେ ଗୋଟେ ଦୁଖଃରୁ ଆଜାଦ ହେଇଗଲେ ଯେ ସେମାନେ ଗୋଟେ ଭୁଲ କରିଲେ |

ଦୋକାନ ର କବାଟ କୁ ବନ୍ଦ କରି ଆଗକୁ ବଢିବାକୁ ମେଜର ତାଙ୍କ ଯବାନ ମାନଙ୍କୁ ଆଦେଶ ଦେଲେ 3 ମାସ ର ସମୟ ବିତିଗଲା ଆର୍ମି ର ସେ ପଲଟନ ଦାୟିତ୍ୱର ସହ ସେ ପୋଷ୍ଟ ରେ ନିଜ ର ଡ଼ିଉଟି କୁ ଶେଷ କରିଲେ ସବୁଠୁ ଖୁସିର କଥା ଏହାଯେ 3 ମାସର ସମୟରେ ସେଠି ବହୁତ ଝଡ ତୋଫାନ ଆସିବା ପରେ ବି ସମସ୍ତେ ସୁରକ୍ଷିତ ଥିଲେ ଏବେ ସମୟ ଆସିଗଲାଯେ ଆଉ ଗୋଟେ ଟିମ ସେମାନଙ୍କର ଦାୟିତ୍ୱ ନେବ ସେହିଦିନ ଭି ଶୀଘ୍ର ଆସିଲା ନୂଆ ଟିମ କୁ ସବୁ ଦାୟିତ୍ୱ ଦେଇ ପୁରୁଣା ଟିମ ଫେରିବାକୁ ବାହାରିଲେ ସମୟର ସଂଯୋଗ ରୁ ସେମାନେ ପୁଣି ସେଇ ଚା ଦୋକାନ ରେ ଆସି ପହଁଚିଲେ ହେଲେ ଏଥର ଦିନ ର ସମୟ ଥିଲା ଦୋକାନ ଖୋଲାଥିଲା ଏବଂ ଦୋକାନ ର ମାଲିକ ମଧ୍ୟ ଥିଲା ସେହି ଚା ଵାଲା ଜଣେ ବୁଢା ବ୍ୟକ୍ତି ଥିଲା ଏକାଥରେ ଏତେ ଗ୍ରାହକକୁ ଦେଖି ସେ ଚା ଵାଲା ବହୁତ ଖୁସି ହେଲା ଓ ସମସ୍ତଙ୍କୁ ସେ ଚା ତିଆରି କରି ଦେଲା ଏବଂ ସାଥିରେ ଜଳଖିଆ ମଧ୍ୟ ଦେଲା ମେଜର ଚା ଵାଲା ସହ କଥା ହେବାକୁ ଲାଗିଲେ ଓ ପଚାରିଲେ କେବେଠୁ ଆପଣ ଏହି ଶୂନ ସାନ ଜାଗାରେ ଦୋକାନ କରିଛନ୍ତି |

ବୁଢା ଲୋକ ତାର ଅନୁଭବ ରେ ଜୀବନର ସବୁ କାହାଣୀ କହିବାକୁଲାଗିଲା ଏବଂ ବୁଢା ଲୋକଟି ତାର ପ୍ରତ୍ୟେକ କଥା ରେ ଭଗବାନ ଙ୍କୁ କୃତଜ୍ଞନ୍ତା ଜଣାଉଥିଲା ଏବଂ ଗୋଟେ ଯବାନ କହିବାକୁ ଲାଗିଲା ଯଦି ଭଗବାନ ସବୁ ଜାଗାରେ ଅଛନ୍ତି ତେବେ ସେ ତୁମକୁ ଏତେ ଗରିବରେ କାହିଁକି ରଖିଛନ୍ତି ଏଇ କଥା କୁ ଶୁଣି ବୁଢା଼ଲୋକଟି କହିଲା ଏମିତି କୁହନ୍ତିନି ବାବୁ ଭଗବାନ ସତରେ ସବୁ ଜାଗାରେ ଅଛନ୍ତି ଏବଂ ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି | ଚା ଵାଲା କହିଲା ମାତ୍ର 3 ମାସ ତଳର କଥା ମୋର ବହୁତ ଖରାପ ସମୟ ଚାଲୁଥିଲା ମୋର ଗୋଟେବୋଲି ପୁଅକୁ ଆତଙ୍କବାଦୀ ମାନେ ଖବର ଜାଣିବାପାଇଁ ବହୁତ ମାରିଥିଲେ ଯାହାର ଖବର ତାକୁ ନିଜେ ଜଣା ନଥିଲା ଦୋକାନ କୁ ବନ୍ଦ କରି ପୁଅକୁ ହସ୍ପିଟାଲ ନବାକୁ ପଡିଲା ଦୋକାନ ବହୁତ ଦିନ ହେଲା ବନ୍ଦ ରହିଲା ଏବଂ ସେପଟେ ହସ୍ପିଟାଲ ର ଔଷଧ ପାଇଁ ମଧ୍ୟ ମୋ ପାଖରେ ଆଉ ଟଙ୍କା ନଥିଲା ଆତଙ୍କବାଦୀ ମାନଙ୍କ ଡ଼ରରେ ଲୋକମାନେ ମତେ ଉଦ୍ଧାର ଦେବାପାଇଁ ମଧ୍ୟ ମନାକରିଦେଲେ ମୁ ସେଦିନ ବହୁତ ଚିନ୍ତା ରେ ପଡ଼ିଗଲି ଏବଂ ମତେ କିଛିଭି ବାଟ ଦେଖାଗଲା ନାହିଁ ଶେଷରେ ମୁ ସେଦିନ ଭଗବାନ ଙ୍କୁ ସାହାଯ୍ୟ ପାଇଁ ପ୍ରାଥନା କରିଲି ଏବଂ ଏଦିନ ପ୍ରକୁତରେ ଭଗବାନ ମୋ ଦୋକାନ କୁ ଆସିଥିଲେ |

ସେଦିନ ସଖାଳେ ଯେତେବେଳେ ମୁ ଦୋକାନ କୁ ଆସିଲି ଦୋକାନ ର ତାଲା ଭାଙ୍ଗିବାର ଦେଖି ମୋର ତ ଶ୍ୱାସ ଅଟକି ଗଲା ମନରେ ଏହା ଭାବନା ଆସିଲାକି ମୋ ପାଖରେ ଯାହାଭୀ ଥିଲା ସେତିକି ଭି ଚାଲିଗଲା ଓ ଠିକ ସେତିକି ବେଳେ ମୋ ନଜର କାଉଣ୍ଟର ପାଖରେ ଥିବା ଡବା ତଳେ ଥିବା 2000 ଟଙ୍କିଆ ନୋଟ ଉପରେ ପଡିଲା ଆପଣ ଭାବି ପାରିବେନି ସେଦିନ ସେଇ ଟଙ୍କାର ମୂଲ୍ୟ ମୋପାଇଁ କେତେ ଅଧିକ ଥିଲା ଭଗବାନ ସତରେ ଅଛନ୍ତି ବାବୁ ନିଶ୍ଚିତ ଅଟନ୍ତି ଚା ବଳର ଆଖିରେ ଦୃଢ ବିଶ୍ୱାସ ର ଚମକ ଦେଖା ଯାଉଥିଲା ସବୁ ଯବାନ ଙ୍କ ଆଖି ମେଜର ଙ୍କ ଆଖି ଆଦାକୁପଡିଲା ମେଜର ସବୁ ବୁଝିଗଲେ ଓ ଇସାରାରେ ଯବାନ ମାନଙ୍କୁ କହିଲେ କେହିଭି କିଛି କହିବ ନାହିଁ ମେଜର ଉଠିଲେ ଚା ବାଳକୁ ଟଙ୍କା ଦେଲେ ଏବଂ ହାତ ମିଶାଇ କହିଲେ ସତରେ ବାବା ଭଗବାନ ଅଛନ୍ତି ଆଉ ହଁ ଚା ପାଇଁ ଧନ୍ୟବାଦ ଚା ବହୁତ ସ୍ୱାଧିଷ୍ଠ ଥିଲା ସବୁ ଯବାନ ଙ୍କ ଆଖି ମେଜର ଙ୍କ ଆଖି ଉପରେ ପଡିଲା ଯାହା ଲୁହରେ ଭରିଥିଲା ଯବାନ ମାନେ ପ୍ରଥମଥର ପାଇଁ ତାଙ୍କ ମେଜର ଙ୍କ ଆଖିରେ ଲୁହ ଦେଖିଲେ ଯବାନ ମାନଙ୍କ ପାଇଁ ସେ ରାତିରେ ଏଇ ଦୋକାନ ଭଗବାନ ଙ୍କର କୃପା ଥିଲା ଏବଂ ତା ପରଦିନ ସଖାଳେ ସେ ବୁଢା ଲୋକପାଇଁ ମେଜର ନିଜ ଭଗବାନ ଙ୍କର ଗୋଟେ ମାଧ୍ୟମ ପାଲଟି ଗଲେ |