ଯେତେବଳେ ଜୁହି ଚାୱଲା ୪ ବର୍ଷର ପିଲା ସହ କରିଦେଇଥିଲେ ନିର୍ବନ୍ଧ… ସୁଟିଂ ସମୟରେ ଦୁଇ ଥର ହେଇଥିଲେ ଗର୍ଭବତୀ

ଆଜି କୁ ପ୍ରାୟ 51 ବର୍ଷ ର ହେଇସାରିଛନ୍ତି ଜୁହି ଚାୱଲା I ଜୁହି ଚାୱଲା ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I 13 ନଭେମ୍ବର 1967 ରେ ଆମ୍ବଲା ହରିୟାଣା ରେ ଜନ୍ମ ହେଇଥିଲେ ଜୁହି ଚାୱଲା ଏବଂ ଫିଲ୍ମ ସଲତନତ ରେ 1986 ରେ ଫିଲ୍ମ ରେ ଡେବ୍ୟୁ କରିଥିଲେ I ଏହାପରେ ଅମୀର ଖାଁ ଙ୍କ ସହ ତାଙ୍କ ର ପରିଚୟ ହେଇଥିଲା I

ମିସ ଇଣ୍ଡିଆ ବିଜେତା ମଧ୍ୟ ଅଟନ୍ତି ଜୁହି ଚାୱଲା I ଜୁହି ନିଜ କାମ କୁ ଖୁବ ଈମାନଦାରୀ ସହ କରିଥାନ୍ତି I ତେଣୁ ସେ ଗର୍ଭବତୀ ସମୟ ରେ ବି ସୁଟିଂ ବନ୍ଦ କରି ନ ଥିଲେ I ଏପରି ଦୁଇଟି ଫିଲ୍ମ ଯାହା ସେ ପ୍ରେଗନେଟ ସମୟ ବି ସୁଟିଂ କରିଥିଲେ I ଜୁହି ଚାୱଲା 1995 ରେ 7 ବର୍ଷ ବଡ଼ ବିଜ୍ନେସମ୍ୟାନ ମେହେତା ଙ୍କୁ ବିବାହ କରିଥିଲେ I ଜୁହି ଜୟ ଙ୍କ ର ଦ୍ୱିତୀୟ ପତ୍ନୀ ଅଟନ୍ତି I ଜୁହି ଯେତେବେଳେ ଜୟ ଙ୍କୁ ସାକ୍ଷ୍ୟାତ କରିଥିଲେ ସେତେବେଳ କୁ ଜୟ ଙ୍କ ର ପ୍ରଥମ ପତ୍ନୀ ଙ୍କ ର ମୃତ୍ୟୁ ହେଇସାରିଥିଲା I ଏହା ପରେ ଉଭୟ ଙ୍କ ର ନିକଟତା ବଢିଥିଲା ଏବଂ ଦୁହେଁ ବିବାହ କରିଦେଇଥିଲେ I ତାଙ୍କ ର ଝିଅ ଜାହ୍ନବୀ ଓ ପୁଅ ଅର୍ଜୁନ ଅଛି I ଫିଲ୍ମ ଆମଦାନୀ ଆଠଣି ଖର୍ଚା ରିପେୟା (2001) ରେ ଫିଲ୍ମ ସୁଟିଂ ସମୟ ରେ ଜୁହି ଚାୱଲା ଗର୍ଭବତୀ ହେଇଥିଲେ I

ସେ ସମୟ ରେ ସେ ଏକ ଝିଅ କୁ ଜନ୍ମ ଦେଇଥିଲେ I ଏବଂ ଏହା ର 10 ମାସ ପରେ ଫିଲ୍ମ ରିଲିଜ ହେଇଥିଲା I 2003 ରେ ରିଲିଜ ହେଇଥିବା ଫିଲ୍ମ ଝଙ୍କାର ରେ ଜୁହି ଜଣେ ଗର୍ଭବତୀ ମହିଳା ଙ୍କ ର ଅଭିନୟ କରିଥିଲେ ଏବଂ ବାସ୍ତବନ ରେ ବି ସେ 7 ମାସ ର ଗର୍ଭବତୀ ଥିଲେ I ଏଥର ସେ ଦ୍ୱିତୀୟ ଥର ଗର୍ଭବତୀ ହେଇଥିଲେ I ଏବଂ 2003 ରେ ତାଙ୍କ ର ପୁଅ ଅର୍ଜୁନ ଏହି ସମୟ ରେ ଜନ୍ମ ହେଇଥିଲେ I ତେବେ ଦିନେ ସେ ଅମୀର ଖାଁ ଙ୍କ ଭଣଜା ଙ୍କ ସହ ନିର୍ବନ୍ଧ କରିଦେଇଥିଲେ I ସୂଚନା ମୁତାବିକ ଦିନେ ସୁଟିଂ ସେଟ ରେ ଅମୀର ଙ୍କ ର 4 ବର୍ଷ ର ଭଣଜା ଇମ୍ରାନ ଥିଲେ ଏବଂ ଜୁହି ଙ୍କୁ ଏକ ମୁଦି ଦେଇ ପ୍ରପୋଜ କରିଥିଲେ ଏବଂ ଜୁହି ଏହା କୁ ସ୍ୱୀକାର କରିବା ସହ ବିବାହ ବି କରିଥିଲେ I