ଯେତେବେଳେ କୌଣସି ଝିଅ କୌଣସି ପୁଅକୁ ଭଲ ପାଏ, ସେତେବେଳେ ସେ ଏହି ସାତୋଟି ସଙ୍କେତ ଦେଇଥାଏ

ପ୍ରେମ ମଧ୍ୟ ଏକ ଅଜବ ଜିନିଷ | ଯେତେବେଳେ ଏହା ଘଟେ, ମଣିଷ ସମଗ୍ର ବିଶ୍ୱରେ ଥିବା ଚିନ୍ତା କୁ ଭୁଲିଯାଏ ଏବଂ କେବଳ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରେ | କୁହାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ପ୍ରେମର ପଡିଥାଏ ତ , ସେତେବେଳେ ତା ରାତିର ନିଦ ହଜିଯାଏ I ସେ ନିଜ ପ୍ରେମକୁ ପ୍ରତ୍ୟେକ ମୁହଁରେ ଦେଖନ୍ତି, ଏପରିକି ନୀତିଦିଆ ଜୀବନ ରେ ମଧ୍ୟ ସେହି ବ୍ୟକ୍ତି ଅଧିକ ରୋମାଣ୍ଟିକ ମୁଡ଼ ରେ ରହିଥାନ୍ତି I

ଯେତେବେଳେ ଏକ ପୁଅ ପ୍ରେମରେ ପଡ଼େ, ସେ ପ୍ରେମ ରେ ବିଳମ୍ବ ନକରି ନିଜର ପ୍ରେମ ର ପରିପ୍ରକାଶ କରନ୍ତି | କିନ୍ତୁ ଝିଅ ଙ୍କ କ୍ଷେତ୍ରରେ ଏହା ନୁହେଁ | ଯେତେବେଳେ ଗୋଟିଏ ଝିଅ ପୁଅକୁ ଭଲ ପାଇବା ଆରମ୍ଭ କରେ, ସେତେବେଳେ ସେ ନିଜ ପ୍ରେମକୁ ଏତେ ସହଜରେ ପ୍ରକାଶ କରେ ନାହିଁ | ଏପରି ପରିସ୍ଥିତିରେ, ଅନେକ ଥର ପୁଅ ଜାଣି ନଥାଏ ଯେ କିଛି ଝିଅ ତାଙ୍କୁ ପ୍ରେମ କରୁଛନ୍ତି I

ଏପରି କ୍ଷେତ୍ର ରେ ଝିଅ ମାନେ କିଛି ସଂକେତ ଦେଇଥାନ୍ତି ଯାହା ଦ୍ୱାରା ଆପଣ ଜାଣିପାରିବେ କି ଯୁବତୀ ଉକ୍ତ ଯୁବକ ଙ୍କୁ ପ୍ରେମ କରୁଛନ୍ତି I

ଝିଅ ଙ୍କ ର ଏହି ଚାଲି ଚଳଣି ରୁ ଜଣାଯାଇଥାଏ କି ସେମାନେ ପ୍ରେମ କରନ୍ତି I

1. ତୁମର ସବୁ କଥା ମାନନ୍ତି
ଯେତେବେଳେ ଜଣେ ଝିଅ ତୁମେ ଯାହା କହୁଛ ତାହା ମାନିଥାଏ ଓ ବିଶ୍ୱାସ କରେ ତ ଆପଣ ଜାଣିପାରିବେ କି ସେହି ଝିଅ ଆପଣ ଙ୍କୁ ପ୍ରେମ କରୁଛନ୍ତି I

2.ଝଗଡା ପରେ ମଧ୍ୟ ପାଖ ରେ ରହିଥାଏ
ଯେତେବେଳେ କୌଣସି ଝିଅ ଆପଣ ଙ୍କ ସହ ଝଗଡା କରିବା ପରେ ମଧ୍ୟ ଆପଣ ଙ୍କ ପାଖ ଛାଡି ନ ଥାଏ ତ ଆପଣ ଜାଣିପାରିବେ ସେହି ଝିଅ ଆପଣ ଙ୍କୁ ପ୍ରେମ କରୁଛନ୍ତି I

3.ପ୍ରତୋକ କଥା ରେ ହସିବା
ଯେତେବେଳେ କୌଣସି ଝିଅ ଆପଣ ଙ୍କୁ ପ୍ରେମ କରୁଛନ୍ତି ତେବେ ସେ ଆପଣ ଙ୍କ ପ୍ରତିଟି କଥା ରେ ହସିଥାନ୍ତି I ଏହା ଦ୍ୱାରା ଆପଣ ଜାଣିପାରିବେ କି ସେହି ଝିଅ ଙ୍କୁ ପ୍ରେମ କରୁଛନ୍ତି I

4.ମୁଣ୍ଡ ରେ ହାତ ମାରିବା ଓ ବାଳ ସାଇଜ କରିବା
ଯେତେବେଳେ କୌଣସି ଝିଅ ଆପଣ ଙ୍କୁ ପ୍ରେମ କରିଥାନ୍ତି ତ ଆପଣ ଙ୍କ ର ସମୁଖ ରେ ବସିଲେ ନିଜ ମୁଣ୍ଡ ରେ ବାରମ୍ବାର ହାତ ମାରିଥାନ୍ତି ଓ ବାଳ କୁ ସାଇଜ କରିଥାନ୍ତି I ଆଇନ ରେ ମଧ୍ୟ ନିଜ ଚେହେରା କୁ ବାରମ୍ବାର ଦେଖିଥାନ୍ତି I

5.ଆପଣ ଙ୍କ ପାଖ ପାଖ ରେ ରହିବେ
ଯଦି କୌଣସି ଝିଅ ଆପଣ ଙ୍କୁ ପସନ୍ଦ କରନ୍ତି ତେବେ ସେ ଅଧିକ ସମୟ ଆପଣ ଙ୍କ ର ପାଖ ରେ ରହିବା କୁ ପସନ୍ଦ କରିଥାନ୍ତି I ଆପଣ ଯୁଆଡେ ଗଲେ ମଧ୍ୟ ଏ ଆପଣ ଙ୍କ ସାଙ୍ଗ ରେ ଯିବାକୁ ଇଚ୍ଛା କରନ୍ତି I

6.ଆପଣ ଙ୍କ ର ପ୍ରତିଟି କଥା କୁ ଧ୍ୟାନ ଦେଇଥାନ୍ତି
ଯେତେବେଳେ କୌଣସି ଝିଅ ଆପଣ ଙ୍କୁ ପ୍ରେମ କରିଥାନ୍ତି ତ ସେ ଆପଣ ଙ୍କ ର ପ୍ରତିଟି କଥା କୁ ଗୁରୁତ୍ୱ ଦେଇଥାନ୍ତି I ଏବଂ ଆପଣ ଙ୍କୁ ସଂମାନ ଜଣାଇଥାନ୍ତି I

7.ଲାଜ କରନ୍ତି
ଯେତେବେଳେ କୌଣସି ଝିଅ ଆପଣ ଙ୍କୁ ପ୍ରେମ କରନ୍ତି ତେବେ ସେ ଆପଣ ଙ୍କୁ ଦେଖିଲେ ଲାଜ କରନ୍ତି ଓ ମୁଣ୍ଡ ତଳକୁ କରି କଥା ହେଇଥାନ୍ତି I ଆଖି ରେ ଆଖି ମିଶାଇବା କୁ ତାଙ୍କ ର ସାହସ ନ ଥାଏ I ଏହିପରି ସଂକେତ ଦ୍ୱାରା ଆପଣ ଜାଣିପାରିବେ କି ସେହି ଝିଅ ଆପଣ ଙ୍କୁ ପ୍ରେମ କରୁଛନ୍ତି I