ଭିଡିଓ : He Bhagban ଯେତେବେଳେ ଦେଖୁ ଦେଖି କିଛି ସମୟ ଭିତରେ ଜୀବିତ ବ୍ୟକ୍ତିଙ୍କୁ ଗିଳିଦେଲା ଅଜଗର, ତାପରେ ଯାହା ହେଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ…

ଆପଣ ବି ଏହା ଜାଣିଥିବେ ଆଜିକାଲି ଅନେକ କିଛି ଘଟଣା ସମ୍ପର୍କ ରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଖବର ପାଇଥାଉ | ତେବେ ଏହି ଘଟଣା ଏପରି କି ବାସ୍ତବ ରେ ଏହା ଆଶ୍ଚଯ୍ୟକର ଅଟେ | ଏବଂ ଆଜି ଆମେ ଯେଉଁ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି | ଏକ ଏପରି ଘଟଣା ଯାହା ଆପଣ ଶୁଣିବି ବିଶ୍ୱାସ କରିପାରିବେନାହିଁ | ତେବେ ଆମେ କୌଣସି ଛୋଟ ସାପ ଦେଖି ଡରିଯାଇଥାଉ କିନ୍ତୁ ଆମେ ଆଜି ଯେଉଁ ସାପ ସମ୍ପର୍କ ରେ କହିବାକୁ ଯାଉଛୁ ଏହା ଦେଖି ଆପଣ ବି ଡରିଯିବେ |

ଏକ ଏପରି ସାପ ଯାହା ମଣିଷ କୁ ବି ଗିଳିଦେଇଥାଏ ଏବଂ ଏହା ର ଆକାର ଦେଖି ଆମେ ବି ଡରିଯିବା | ଏକ ବିରାଟ ଅଜଗର ଚାହୁଁ ଚାହୁଁ ଜଣେ ବ୍ୟକ୍ତି ଙ୍କୁ ଗୁଳିଦେଇଥିଲା | ତେବେ ଏହି ଅଜଗର ପାଇଥାନ ପ୍ରଜାତିର ଦେଖିବାକୁ ଆକାର ରେ ଖୁବ ବଡ଼ ଅଟେ |

ବିଜ୍ଞାନ ଅନୁସାରେ ଏହି ସାପ ବୋଡ଼ିଡ଼ି ବଂଶ ର ଅଟେ ଏବଂ ଏହି ସାପ ର ଚୌଡା 3 ଫୁଟ ରୁ ବି ଅଧିକ ହେଇଥାଏ ଏବଂ ଅଧିକାଂଶ ଅଜଗର ଗଛ ଉପରେ ହିଁ ରହିଥାନ୍ତି |

ତେବେ ଆଜିକାଲି ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗିଛି | ଯେଉଁଥିରେ ଜଣେ ବ୍ୟକ୍ତି ଙ୍କ ସହ ଯାହା ଘଟଣା ଘଟୁଛି ଏହା ଦେଖି ଆପଣ ଙ୍କ ର ହୋସ ଉଡିଯିବ | ଏହି ଭିଡିଓ ରେ ଜଣେ ବ୍ୟକ୍ତି ଜଙ୍ଗଲ ରେ ବୁଲୁଥିଲା ଏବଂ ଅଚାନକ କିଛି ସେ ଅନୁଭବ କରିଥିଲା ଏବଂ ଅଚାନକ ହିଁ ଏକ ବିଶାଳ ଅଜଗର ତାଙ୍କ ଉପରେ ଆକ୍ରମଣ କରିଥିଲା |

ତେବେ ସେହିଠାରେ ହିଁ ଏହି ଅଜଗର ଟି ଉକ୍ତ ବ୍ୟକ୍ତି ଙ୍କୁ ଗିଳିଦେଇଥିଲା ଏବଂ ଜଣା ହିଁ ପଡ଼ିଲାଣି କି ସେ ଲୋକଟି ଗଲା କୁଆଡେ | ତେବେ ଏହି ଘଟଣା କୁ ଦେଖି ପାଖରେ ଥିବା ଲୋକେ ସହାୟତା ମାଗିଥିଲେ ଏବଂ ଲୋକେ ଆସି ଅଜଗର ଟିକୁ ଧରି ତାର ପେଟ ଚିରି ଉକ୍ତ ବ୍ୟକ୍ତି ଙ୍କୁ ଅଜଗର ପେଟ ରୁ ବାହାର କରିଥାନ୍ତି |

ତେବେ ଆଶ୍ଚଯ୍ୟ କର କଥା କି ଅଜଗର ଖାଇବା ପରେ ବି ସେହି ବ୍ୟକ୍ତି ଜୀବିତ ଥିଲେ ଏବଂ ଏହା ଆପଣ ଏହି ଫୋଟୋ ରେ ବି ଦେଖିପାରୁଥିବେ କିପରି ଏହି ବ୍ୟକ୍ତି ଙ୍କୁ ଅଜଗର ଗିଳି ଦେଇଥିଲା | ଏଠାରେ ଉପସ୍ଥିତ ଜଣେ ବ୍ୟକ୍ତି ସମସ୍ତ ଘଟଣା ର ଭିଡ଼ିଓ ବି ବଣାଇଥିଲେ | ଏବଂ ସେହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି |