ନମସ୍କାର ବନ୍ଧୁଗଣ ବିଜ୍ଞାନ ଯେତେ ଉପରକୁ ଗଲେ ମଧ୍ୟ ଭଗଵାନଙ୍କୁ ସମସ୍ତେ ମାନନ୍ତି। ଭଗଵାନଙ୍କର ଆକାର ଓ ପ୍ରକାର କେହି ଜାଣି ନାହାଁନ୍ତି। ତଥାପି ଆମେ ସେହି ମହାନ ଶକ୍ତିର ଉପସ୍ଥିତିକୁ ଅନୁଭବ କରିଥାଉ। ଆଜି ଆସନ୍ତୁ ଏମିତି ଏକ ଘଟଣା ବିଷୟରେ ଜାଣିବା ପ୍ରଭୁ ହନୁମାନ ନିଜେ ହେବାକୁ ଥିବା ଟ୍ରେନ ଦୁର୍ଘଟଣା ଅଟକାଇ ବଞ୍ଚାଇ ଥିଲେ ଲକ୍ଷ ଲକ୍ଷ ଜୀବନ। ଆସନ୍ତୁ ଜାଣିବା ଏଭଳି ଅଲୌକିକ ଘଟଣା କେଉଁଠି ଘଟିଥିଲା। ପ୍ରଭୁ ଶ୍ରୀ ମହାବୀର ଆଜି ବି ଜୀବିତ ଅଛନ୍ତି ଏବଂ କିଛି ନା କିଛି ଚାମତ୍କର ଦେଖାଇ ନିଜ ଭକ୍ତଙ୍କର ରକ୍ଷା କରନ୍ତି।
ଈଶ୍ୱରଙ୍କର ଆକାର ଓ ପ୍ରକାର ଆଦି ଆମେ ଜାଣି ନାହାଁନ୍ତି। ତଥାପି ଆମେ ସେହି ମହାନ ଶକ୍ତିର ଉପସ୍ଥିତିକୁ ଅନୁଭବ କରିପାରୁ। ସେଥିପାଇଁ ଦୁନିଆସାରା ଲୋକ ଭଗଵାନଙ୍କୁ ମାନନ୍ତି ଓ ଧନ୍ୟବାଦ ଜଣେଇବା ପାଇଁ ଭୋଗ,ଦ୍ଵୀପ ଆଦି ଉପହାର କରିଥାନ୍ତି। କୁହାଯାଏ କି କୌଣସି ମନୁଷ୍ୟ ନିଜର ନିଷ୍ଠା ଓ ଶ୍ରଦ୍ଧାର ସହ ପୂଜା କରିଥାଏ ତେବେ ତାର ସମସ୍ତ ମନକାମନା ପୂର୍ଣ୍ଣ ହୋଇଥାଏ।
ତେବେ ଏହି ମନ୍ଦିର ନବିଷୟରେ କିଛି ଏହିଭଳି ଶୁଣିବାକୁ ମିଳିଥିଲା। ଏହି ରାସ୍ତା ଦେଇ ଯାଉଥିବା ଟ୍ରେନ ଟ୍ରାକରେ ଏକ ବଡ଼ ଧରଣର ଦୁର୍ଘଟଣା ହେବାକୁ ଯାଉଥିବାବେଳେ ଭଗଵାନ ସେହି ଡ୍ରାଇଭରଙ୍କୁ ପୂର୍ବରୁ ସୂଚାଇ ଦେଇଥିଲେ ଓ ସେହି ଟ୍ରେନର ଗତି ମଧ୍ୟ ଆପେ ଆପେ ଧିର ହେବାକୁ ଲାଗିଥିଲା। ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶର ସାସ ପୁରରେ ଗୋଳାଇ ନାମକ ଏକ ହନୁମାନ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା। ଏଠାକାର ଲୋକମାନେ ମାନନ୍ତି କି ଏହି ଚମତ୍କାରି ମନ୍ଦିର ଆଗରୁ ଘଟିବକୁ ଥିବା ଘଟଣା ବିଷୟରେ ଆମକୁ ସୂଚାଇ ଦେଇଥାଏ।
ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ମନ୍ଦିରକୁ ଆସିଥାନ୍ତି। ଲୋକମାନଙ୍କ କହିବା ଅନୁସାରେ ଏହା ସେହି ପ୍ରଭୁ ହନୁମାନଙ୍କ ଚମତ୍କାର ଅଟେ। ଯେଉଁଥିପାଇଁ କୌଣସି ବ୍ୟକ୍ତିର ଜୀବନ ଯାଇନଥିଲା। ସେହି ମନ୍ଦିରର ସବୁଠୁ ବଡ ରହସ୍ୟ ହେଲା ଏହି ମନ୍ଦିର ଦେଇ ଯାଉଥିବା ପ୍ରତ୍ୟେକ ଟ୍ରେନ ମନକୁ ମନ ଧିର ହୋଇଯାଏ। ପ୍ରତ୍ୟେକ ଡ଼୍ରାଇଭରଙ୍କୁ ଏହା ଅନୁଭବ ହୋଇ ସରିଛି। ଏଥିପାଇଁ ସେମାନେ ମଧ୍ୟ ମାନନ୍ତି ଯେ ଭଗଵାନ ଏଠାରେ ସାକ୍ଷାତ ଉପସ୍ଥିତ ଅଛନ୍ତି।
ଯେତେବେଳେ ନିଜ ଭକ୍ତ ମାନଙ୍କୁ ବଞ୍ଚାଇବା ପାଇଁ ପ୍ରଭୁ Hanuman ଟ୍ରେନ ଅଟକାଇଲେ, ତାପରେ ଯାହା ହେଲା ତାହା ଥିଲା ଚମତ୍କାର
