ଯେଉଁ ପୁରୁଷ ଙ୍କର ଏହି ଅଙ୍ଗ ହୋଇଥାଏ ବଡ଼ ସେମାନଙ୍କୁ ସ୍ତ୍ରୀ ସୁଖ ନିଷ୍ଛିନ୍ତ ପ୍ରାପ୍ତ ହୋଇଥାଏ…

ସାମୁଦ୍ରିକଶାସ୍ତ୍ର ଅନୁସାରେ ପୁରୁଷ ଙ୍କ ର ଅଙ୍ଗ ବିଷୟ ରେ ଅନେକ କିଛି ବିଶେଷ ଗୁଣ ରହିଛି I ଏହି ସବୁ ଅଙ୍ଗ କୁ ନେଇ ପୁରୁଷ ମାନେ ଏହା ଧନୀ ହେବାର ସଙ୍କେତ ହେଇଥାଏ I ତେବେ ଆଜି ଆମେ ପୁରୁଷ ଙ୍କ ର ଏପରି ବ୍ୟକ୍ତିତ୍ୱ ବିଷୟ ରେ କହିବାକୁ ଯାଉଛୁ I

କୁହାଯାଇଥାଏ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ଙ୍କ ର ବେକ ଛୋଟ ଓ ସାମାନ୍ୟ ହେଇଥାଏ ସେମାନେ ବହୁତ ଶୁଭ ହେଇଥାନ୍ତି I ଯେଉଁ ବ୍ୟକ୍ତି ଙ୍କ ର ବେଳ ଛୋଟ ହେଇଥାଏ ସେମାନେ ତାଙ୍କ ଜୀବନ ରେ ବିଶେଷ ସଫଳତା ପ୍ରାପ୍ତି କରିଥାନ୍ତି I ଯେଉଁ ପୁରୁଷ ଙ୍କ ର କାନ୍ଧ ମଜବୁତ ହେଇଥାଏ ଓ ଚୌଡା ହେଇଥାଏ ସେହି ପୁରୁଷ ମାନେ ଧନୀ ହେଇଥାନ୍ତି I ଏପରି ବ୍ୟକ୍ତି ଖୁବ ଭାଗ୍ୟଶାଲୀ ହେଇଥାନ୍ତି I

ଯେଉଁ ପୁରୁଷ ଙ୍କ ର ହାତ ର ମଝି ଅଂଶ ଉଠି ରହିଥାଏ ସେମାନେ ଜୀବନ ରେ ଅପାର ସୁଖ ସମୃଦ୍ଧି ପ୍ରାପ୍ତି କରିଥାନ୍ତି I ଏପରି ବ୍ୟକ୍ତି ଙ୍କ ର ଧନ ସମ୍ପତି ରେ କୌଣସି ଅଭାବ ରହି ନ ଥାଏ I

କୁହାଯାଇଥାଏ କୌଣସି ପୁରୁଷ ଙ୍କ ର ବୁଢା ଆଙ୍ଗୁଳି ର ପାଖ ଆଙ୍ଗୁଳି ବଡ଼ ହେଇଥାଏ ତେବେ ସେହି ପୁରୁଷ ସ୍ତ୍ରୀ ସୁଖ ପ୍ରାପ୍ତି କରିଥାନ୍ତି I ତାଙ୍କ ପତ୍ନୀ ତାଙ୍କ ର ଖୁବ ଅଧିକ କେୟାର ରଖିଥାନ୍ତି I