ଝିଅ ନାଁ ରେ ପୋଷ୍ଟ ଅଫିସରେ ଆଜି ହିଁ ଖୋଲନ୍ତୁ ଏହି ଆକାଉଣ୍ଟ , ବାହାଘର ସମୟରେ ମିଳିବ ଏତେ କୋଟି ଟଙ୍କା …

ଆପଣ ଙ୍କ ର ଝିଅ ବିବାହ ପୂର୍ବ ରୁ କୋଟିପତି ହେଇପାରେ I ଏହି କଥା ର ଗ୍ୟାରେଣ୍ଟି ଭାରତ ସରକାର ଦେଇଛନ୍ତି I ନିଜ ଝିଅ ନାମ ରେ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲି ଆପଣ ପୋଷ୍ଟ ଅଫିସ ରୁ ଏହି ଲାଭ ଉଠାଇପାରିବେ I

ଏହି ସ୍କିମ ରେ ନିବେଶ କରି ଆପଣ ଟ୍ୟାକ୍ସ ମୁକ୍ତ ବି ହେଇପାରିବେ I କେତେ କରିବେ ପୁଞ୍ଜି ନିବେଶ – ଆପଣ ନିଜ ଝିଅ ନାମ ରେ 14 ବର୍ଷ ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରିପାରିବେ I ଝିଅ ର ବୟସ 21 ବର୍ଷ ହେଲେ ଆପଣ ଙ୍କ ଆକାଉଣ୍ଟ ରୁ ଆପଣ ଟଙ୍କା ଉଠାଇ ପାରିବେ I ଏହି ଆକାଉଣ୍ଟ ରେ ଝିଅ ବିବାହ ପର୍ଯ୍ୟନ୍ତ ଆପଣ ଙ୍କୁ ସୁଦ୍ଧା ମିଳିଥାଏ I ଆପଣ ନିଜ ର 1 ବର୍ଷ ର ଝିଅ ନାମ ରେ ଆଜି ଠାରୁ ହିଁ ଆକାଉଣ୍ଟ ଖୋଲି ଦିଅନ୍ତୁ I ଏବଂ 14 ବର୍ଷ ପର୍ଯ୍ୟନ୍ତ ପ୍ରତୋକ ମାସ ରେ 12500 ଟଙ୍କା ର ପୁଞ୍ଜି ନିବେଶ କରନ୍ତୁ I ଯେତେବେଳେ ଆପଣ ଙ୍କ ର ଝିଅ ର ବୟସ 21 ବର୍ଷ ହେଇଯିବ ସେତେବେଳେ ଆପଣ ଙ୍କ ଆକାଉଣ୍ଟ ରେ 77,99,280 ଟଙ୍କା ଥିବ I

ଝିଅ 25 ବର୍ଷ ବୟସ ରେ ହେଇଥିବ କୋଟିପତି – ଯଦି ଆପଣ ଙ୍କ ର ଝିଅ ର ବୟସ 25 ବର୍ଷ ହେବା ପରେ ବି ବିବାହ ଡେରି ହେଇଥାଏ ତେବେ ସେ ପର୍ଯ୍ୟନ୍ତ ଆପଣ ସୁଧ ପାଉଥିବେ I ଅର୍ଥାତ ଆପଣ ସୁକନ୍ୟା ଯୋଜନା ରେ ଆପଣ 14 ବର୍ଷ ପର୍ଯ୍ୟନ୍ତ ମୋଟ 21 ଲକ୍ଷ୍ୟ ଟଙ୍କା ଜମା କରିବେ I ଏବଂ ଆପଣ ଙ୍କ ର ଝିଅ କୁ ମିଳିବ 1 କୋଟି ଟଙ୍କା I

ବର୍ତମାନ ସମୟ ରେ ସୁକନ୍ୟା ସମୃଦ୍ଧି ଯୋଜନା 8.5 ପ୍ରତିସଦ ଋଣ ଦେଉଛି I କେନ୍ଦ୍ର ସରକାର ପ୍ରତି ତିନି ମାସ ହିସାବ ରେ ଏହି ସୁଧ ହିସାବ କରିଥାନ୍ତି I ଆପଣ ଚାହିଁଲେ ଏହି ସ୍କିମ ରେ ବର୍ଷ କୁ 1.5 ଲକ୍ଷ୍ୟ ଟଙ୍କା ବି ଜମା କରିପାରିବେ I ଏବଂ 1 ରୁ 10 ବର୍ଷ ବୟସ ମଧ୍ୟ ରେ ହିଁ ଝିଅ ଙ୍କ ର ଏହି ଆକାଉଂଟ ଖୋଲାଯାଇଥାଏ I