ଝିଅଙ୍କ ସହ କେମିତି Samaya ବିତାଉଥିଲେ ଅନୁଭବ ଓ ବର୍ଷା… ସାମ୍ନାକୁ ଆସିଲା ଏମିତି ଭିଡ଼ିଓ, ଦେଖିକି ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ କୁନି ଝିଅ ସହିତ ପୁର୍ବରୁ ସମୟ ବିତାଉଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ବର୍ତ୍ତମାନ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଛି ଆଉ ଏହି କାରଣରୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଦୁହେଁ ଓଲିଉଡ ଇଣ୍ଡଷ୍ଟ୍ରିରେ ବୋହୁତ ସାରା ସିନେମାରେ ଅଭିନୟ କରିଛନ୍ତି ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲ ପାଇଥିଲେ ଆଉ ଭଲପାଇ ୨୦୧୪ ମସିହାରେ ପରସ୍ପରକୁ ବିବାହ କରିଥିଲେ ଆଉ ବାହାଘର ପରେ ସେମାନେ ବୋହୁତ ଖୁସିରେ ଥିଲେ |

କିନ୍ତୁ ୨୦୨୦ ମସିହାରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡ଼ପତ୍ର ପାଇଁ ପିଟିସନ ଦାଖଲ କରିଥିଲେ ଆଉ ଏହାପରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହିତ ରହିବେ ବୋଲି କହିଥିଲେ ଆଉ ଏଭଳି କେସଟି ଆଗେଇ ଚାଲିଛି ହେଲେ ଏହି କେସର ଏପର୍ଯ୍ୟନ୍ତ ବି ହେଲେ କୌଣସି ଶୁଣାଣି ହୋଇନାହିଁ।

ତାହେଲେ ଅନୁଭବ ଏବଂ ବର୍ଷାଙ୍କ ଯୋଡିକୁ ସାରା ଓଡ଼ିଶାର ଲୋକମାନେ ବୋହୁତ ଭଲ ପାଉଥିଲା ବେଳେ ଦୁଇଜଣ କିନ୍ତୁ ଅଲଗା ହେବା ପାଇଁ ଯାଉଛନ୍ତି ତେବେ ଗତ ଦିନମାନଙ୍କରେ ଅନୁଭବ ଓ ବର୍ଷାଙ୍କ ସହିତ ଗୋଟିଏ କୁନି ଝିଅଙ୍କୁ ଦେଖିବା ପାଇଁ ମିଳିଥିଲା ତ ଏହି କୁନି ଝିଅ ଜଣଙ୍କ ହେଉଛନ୍ତି ଅନୁଭବ ମହାନ୍ତିଙ୍କ ଝିଆରୀ ଚିକିଲିମା ଯେତେବେଳେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଏକାଠି ଗୋଟିଏ ଘରେ ରହୁଥିଲେ ସେତେବେଳେ ସମୟରେ ଅନୁଭବ ମହାନ୍ତିଙ୍କ ଝିଆରୀ ଜନ୍ମ ନେଇଥିଲେ |

ଆଉ ଏହି ସମୟରେ ଦୁହେଁ ତାଙ୍କ କୁନି ଝିଅଙ୍କୁ ଧରି ଫଟୋ ଓ ଭିଡିଓ ଗୁଡ଼ିକ ନିଜ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସିଥିଲେ ଯାହାକି ଓଡ଼ିଶାର ଲୋକମାନେ ଭାବିଥିଲେ ଇଏ ଝିଅଟି ହେଉଛି ଅନୁଭବ ଏବଂ ବର୍ଷାଙ୍କ ଝିଅ | ତେବେ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ମାଆ ହୋଇ ନାହାଁନ୍ତି ଆଉ ଏହି କାରଣରୁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତି।