ଜଣେ ବ୍ୟକ୍ତି ଙ୍କ ର ଶୋଇବା ର ଶୈଳୀ ରୁ ହିଁ ସେହି ବ୍ୟକ୍ତି ଙ୍କ ର ଗୁଣବତ୍ତା ବିଷୟ ରେ ଜଣାପଡ଼ିଥାଏ I ଜଣେ ବ୍ୟକ୍ତି ସିଧା ଶୋଉଚନ୍ତି କି କଡେଇ ହେଇ ଶୋଉଚନ୍ତି ଏହା ତାଙ୍କ ବ୍ୟକ୍ତିତ୍ୱ ର ପରିଚୟ ଦେଇଥାଏ ତେବେ ଆଜି ଆମେ ଯୁବତୀ ଙ୍କ ର ଶୋଇବା ର ଶୈଳୀ ଓ ତାଙ୍କ ବ୍ୟକ୍ତିତ୍ୱ ବିଷୟ ରେ ଆଲୋଚନା କରିବା I
ସିଧା ଶୋଇବା
ଯେଉଁ ଯୁବତୀମାନେ ଗୋଡ଼ କୁ ମୋଦି ହାତ କୁ ସିଧା ରଖି ସୋଇଥାନ୍ତି ତାଙ୍କ ର ସ୍ଵଭାଵ ସନ୍ତୁଳିତ ରହିଥାଏ I ଏପରି ଯୁବତୀମାନେ କିଛି ପାଇବା ଆଶା ରେ ରହିଥାନ୍ତି I ଜୀବନ ରେ ଅନେକ ବଡ଼ ସ୍ବପ୍ନ ଦେଖିଥାନ୍ତି I
ତକିଆ ଧରି ଶୋଇବା
ଏପରି ଯୁବତୀ ଙ୍କ ର ଶୋଇବା ଦ୍ୱାରା ତାଙ୍କ ର ସ୍ଵଭାଵ ଖୁବ ଚଂଚକ ଓ ସୁଖୀ ହେଇଥାନ୍ତି I ଏହି ଯୁବତୀମାନେ ସ୍ବପ୍ନ ରେ ହିଁ ବଂଚିବାକୁ ଚେଷ୍ଟା କରିଥାନ୍ତି I
ବିଛଣା ରେ ଓଲଟା ଶୋଇବା
ଏପରି ସୋଉଥିବା ଯୁବତୀମାନେ ବହୁତ ଅବହେଳିତ ହେଇଥାନ୍ତି I ଏପରି ସୋଉଥିବା ଯୁବତୀମାନେ ସର୍ବଦା କିଛି ନା କିଛି ଦାବି ରଖିଥାନ୍ତି ଏବଂ ସରପ୍ରାଇଜ ଦେଉଥିବା ଯୁବକ ଙ୍କୁ ହିଁ ସେମାନେ ପସନ୍ଦ କରିଥାନ୍ତି I ଏପରି ଯୁବତୀ ଙ୍କ ର କାର୍ଯ୍ୟକଳାପ ରେ ଯୁବକମାନେ ବୋରିଂ ହେଇଯାଇଥାନ୍ତି I
ବାମ ପଟ କୁ ଶୋଇବା
ବାମ ପଟ କୁ ଶୋଇବା ସବୁଠାରୁ ଉତ୍ତମ ଶୈଳୀ ଅଟେ I ଏପରି ଶୈଳୀ ରେ ଶୋଇବା ଦ୍ୱାରା ସ୍ବପ୍ନ ମଧ୍ୟ ଠିକ ଆସିଥାଏ I ଜୀବନ ରେ ଅନେକ ବଡ଼ ପରିବର୍ତନ ଆସିଥାଏ I ଏପରି ଯୁବତୀ ଙ୍କ ର କଥା କହିବା ରେ ମଧ୍ୟ କୁଶଳ ହେଇଥାନ୍ତି I ଏବଂ ଯେଉଁ ଯୁବକ ଙ୍କ ର ଲିଡରସିପ କ୍ୱାଲିଟି ରହିଥାଏ ସେପରି ଯୁବକ ଙ୍କୁ ହିଁ ପସନ୍ଦ କରିଥାନ୍ତି I
ତକିଆ ରେ ହାତ ରଖି ଶୋଇବା
ବାମ କିମ୍ବା ଡାହାଣ ପଟ କୁ କଡ଼ ଲେଉଟାଇ ଶୋଇବା ଓ ତକିଆ ଉପରେ ହାତ ରଖି ସୋଉଥିବା ଯୁବତୀମାନେ ଗମ୍ଭୀର ସ୍ଵଭାଵ ର ହେଇଥାନ୍ତି I ଏପରି ଯୁବତୀ ସହଜ ରେ କାହାରି କୁ ବିଶ୍ୱାସ କରିଯାଇଥାନ୍ତି I ତେଣୁ କେବେ କେବେ ଧୋକା ମଧ୍ୟ ଖାଇଥାନ୍ତି I
ଘୋଡେଇ ହେଇ ଶୋଇବା
ଯେଉଁ ଯୁବତୀମାନେ ଚାଦର ଘୋଡେଇ ହେଇ ସୋଇଥାନ୍ତି ସେପରି ଯୁବତୀ ପରିବାର ର ନିୟମ କୁ ପାଳନ କରିଥାନ୍ତି I ଏପରି ଯୁବତୀ ଙ୍କୁ ଆପଣ ଘରୋଇ ଝିଅ ବୋଲି କହିପାରିବେ I ସ୍ଵଭାଵ ଖୁବ ସାଧାସିଧା ହେଇଥାଏ I
ହାତକୁ ମୁଣ୍ଡ ତଳେ ରଖି ଶୋଇବା
ଯେଉଁ ଯୁବତୀମାନେ ହାତ କୁ ମୁଣ୍ଡ ତଳେ ରଖି ସୋଇଥାନ୍ତି ସେମାନେ ପରିବାର ର ସୁଖ ସୁବିଧା କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି I ଏବଂ ଏପରି ଯୁବତୀ ପରିବାର ପ୍ରତି ବିଶେଷ ବିଶ୍ୱସ୍ତ ହେଇଥାନ୍ତି I
ଗୋଡ଼ ଏପରି ଲମ୍ବାଈ ଶୋଇବା
ଏପରି ଗୋଡ଼ ଲମ୍ବାଈ ସୋଉଥିବା ଯୁବତୀମାନେ ସର୍ବଦା ଅବହେଳିତ ହେଇଥାନ୍ତି ଏବଂ କୌଣସି କାର୍ଯ୍ୟ କୁ କେବେ ହେଲେ ଡରନ୍ତି ନାହିଁ I ଏପରି ଯୁବତୀ ଏକ ଭଲ ବନ୍ଧୁ ମଧ୍ୟ ହେଇଥାନ୍ତି I ଏବଂ ହସକୁରା ସ୍ଵଭାଵ ର ମଧ୍ୟ ହେଇଥାନ୍ତି I