ଝୁଲରେ ନବୀନ ଝୁଲ : ନବୀନ ବାବୁଙ୍କୁ ଏମିତି କହିଲେ Sura ଭାଇ, ତମ ପାଣି କେବେବି ସୁଖିବାନି କି ତମେ କେବେ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଡ଼ିଶା ତଥା ସାରା ଭାରତରେ ବର୍ତ୍ତମାନ ଲଘୁଚାପ କାରଣରୁ ବୋହୁତ ବର୍ଷା ହେଉଛି ଆଉ ଯାହା ଫଳରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସମୟରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି ଲୋକମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଘରେ ସାପ ବେଙ୍ଗ କୁମ୍ଭୀର ମଧ୍ୟ ପଶି ଯାଉଛନ୍ତି କିନ୍ତୁ ସରକାର ଏହାକୁ ନେଇ ଚୁପ୍ ବସିଛି ଆଉ ଜଳ ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନେଇଥିବାର ଜଣା ପଡ଼ିନାହିଁ |

ତେବେ ଏହାକୁ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ରାଜନେତା ସୁର ରାଉତରାୟ ଆଉ ସେ କିଛି ଏମିତି କଥା କହିଛନ୍ତି ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ନିଜର ରୋକ୍ ଠୋକ୍ କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାଜନେତା ସୁର ରାଉତରାୟ ତେବେ ବର୍ତ୍ତମାନ ସମୟରେ ଓଡିଶାରେ ବନ୍ୟା ଜଳ ନିଜର ଆତଙ୍କ ବିସ୍ତାର କରି ରଖିଛି ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି |

ଲୋକମାନେ ଉଚ୍ଚ ଉଚ୍ଚ ସ୍ଥାନରେ ବସି ରହିଛନ୍ତି ଅନେକ ଘର ଦ୍ବାରା ଭାଙ୍ଗି ଯାଉଛି ରାତିରେ ଲୋକମାନେ ନିଜ ଘରେ ଶୋଇ ପାରୁ ନାହାଁନ୍ତି ଘରେ ବନ୍ୟା ଜଳ ପଶି ଯାଇଥିବାରୁ ଅନେକ ପୋକ ଜୋକ ପଶି ଯାଇଛନ୍ତି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଅନେକ ବଡ଼ ବଡ଼ ବିଷଧର ସାପ ଘରେ ପଶି ଯାଉଛନ୍ତି ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି|

ସାପ ଆଉ କୁମ୍ଭୀର ଡରରେ ଲୋକମାନେ ଖାଦ୍ୟ ରାନ୍ଧି ପାରୁ ନାହାଁନ୍ତି ଆଉ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଓଡିଶା ସରକାର ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ବଡ ପଦକ୍ଷେପ ଗ୍ରହଣ କରିଥିବାର ନଜର ଆସିନାହିଁ ସେଥିପାଇଁ ସୁର ରାଉତରାୟ କହିଛନ୍ତି କି ନବୀନ ବାବୁଙ୍କ ଘରକୁ ବନ୍ୟା ଜଳ ପଶି ପାରିବ ନାହିଁ ସେଥିପାଇଁ ସେ ଭାବୁଛନ୍ତି ଓଡ଼ିଶାରେ ବନ୍ୟା ହୋଇନାହିଁ |

ଆଉ ଆମେ ପାଣ୍ଡିଆନ ଆଉ ନବୀନ ବାବୁଙ୍କୁ ଦୋଳିରେ ବସାଇ ଝୁଲରେ ନବୀନ ଝୁଲ ଆଉ ଝୁଲୁରେ ପାଣ୍ଡିଆନ ଝୁଲୁ ଗୀତ ଗାଇବା ତେବେ ସେ କହିଛନ୍ତି ସରକାର ଲୋକମାନଙ୍କୁ ଖାଦ୍ୟ ପେୟ ଯୋଗାଅ ଔଷଧ ଯୋଗାଅ ଲୋକମାନେ ବୋହୁତ ହଇରାଣ ହେଉଛନ୍ତି ଜାଗ୍ରତ ହୋଇ ଲୋକମାନଙ୍କୁ ସାହାଯ୍ୟ କର।