ଜୀବନ ସାଥି ସିରିଏଲର Dibya ଙ୍କ ଅସଲ ଯିବନି ଓ ପରିବାର… ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ବନ୍ଧୁଗଣ ଆପଣମାନେ ପ୍ରତ୍ୟେକଦିନ ଜୀବନସାଥୀ ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ନେଗେଟିଭ କ୍ୟାରେକ୍ଟରରେ ଅଭିନୟ କରୁଥିବା ବିଦ୍ୟାଙ୍କୁ ତ ଆପଣମାନେ ଭଲଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବେ ଦେଖିଥିବେ ଓ ତାଙ୍କର ଅଭିନୟକୁ ଓଡିଶା ର ଦର୍ଶକମାନେ ବହୁତ ଭଲପାଇବା ମଧ୍ୟ ଦେଇଥାନ୍ତି ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା |


ବନ୍ଧୁଗଣ ବିଦ୍ୟାଙ୍କ ପ୍ରକୃତ ଘର ହେଉଛି ବଡକଡି ଓ ବର୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଓ ବିଦ୍ୟାଙ୍କର ବର୍ତମାନ ସମୟରେ 20 ବର୍ଷ ବୟସ ହୋଇଛି ଓ ବିଦ୍ୟାଙ୍କ ପରିବାରରେ ତାଙ୍କର ବାପା ମା ଓ ତାଙ୍କର ଭାଇ ରୁହନ୍ତି ତ ଫ୍ରେଣ୍ଡ୍ସ ବିଦ୍ୟା ହେଉଛନ୍ତି ତାଙ୍କ ଘରର ବଡ଼ଝିଅ |


ସେ ଗ୍ରାଜୁଏସନ କମ୍ପ୍ଲିଟ କଲାପରେ ପ୍ରଥମଥର ପାଇଁ ସେ ଜୀବନସାଥୀ ସିରିଏଲ ରେ ଅଭିନୟ କରୁଛନ୍ତି ତେବେ ସେ ପ୍ରଥମେ ହିରୋଇନ ହବାପାଇଁ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଆସିଥିଲେ କିନ୍ତୁ ତାଙ୍କୁ ନେଗେଟିଭ କ୍ୟାରେକ୍ଟର ରେ ଅଭିନୟ ମିଳିଥିଲା |


ବିଦ୍ୟାଙ୍କର ଜଣେ ଫ୍ୟାମିଲି ମେମ୍ବର ରେକୁମେଂଡସନ ଦ୍ୱାରା ବିଦ୍ୟାକୁ ଅଭିନୟ କରିବାରେ ସୁଯୋଗ ମିଳିଥିଲା ଓ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବର୍ତମାନ ସମୟରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ତେବେ ଫ୍ରେଣ୍ଡ୍ସ ଜୀବନସାଥୀର ଗୋଟେ ଏପିସଡ କରିବାପାଇଁ | ସେ 5 ହଜାର ଟଙ୍କା ନେଇଥାନ୍ତି ବିଦ୍ୟାଙ୍କର ପ୍ରକୃତ ନାମ ହେଉଛି ପାୟଲ ଓ ସେ ବର୍ତମାନ ପାଠ ପଢିବା ସହିତ ଜୀବନସାଥୀରେ ଅଭିନୟ କରିବାର ନଜର ଆସିଛନ୍ତି |