ଜୀବନରେ ଯେତେବେଳେ ବି ଲାଗିବ ଆପଣ ସମସ୍ୟା ରେ ଅଛନ୍ତି ତେବେ ମହାଦେବ କହିଥିବା ଏହି କଥାକୁ ପଢ଼ିଦେବେ ସବୁ ସମସ୍ୟାରୁ ମିଳିବ ମୁକ୍ତି …

କେବେ କେବେ ଜୀବନ ରେ କିଛି ଏପରି ସମସ୍ୟା ଆସିଥାଏ ଯେତେବେଳେ ଆମ କୁ ଲାଗିଥାଏ କି ଆମେ ଫସିଯାଇଚୁ I କୌଣସି ଅନ୍ୟ ଉଦ୍ଧାର ପାଇବା ର ବିକଳ ନାହିଁ I ସେ ସମୟ ରେ ଆମ କୁ ଏକ ମାର୍ଗଦର୍ଶକ ଆବଶ୍ୟକ ଅଟେ I ଏପରି ସମୟ ରେ ଆପଣ ମହାଦେବ ଙ୍କ ର ସ୍ମରଣ କରିବେ I

ଯଦି ଜଣେ ବ୍ୟକ୍ତି ଙ୍କ ର ଜୀବନ ରେ ଦୁଃଖ ଆସିଥାଏ ତେବେ ସେ ସମ୍ପୂର୍ଣ ଭାଙ୍ଗିପଡିଥାନ୍ତି I ଜଣେ ବ୍ୟକ୍ତି ଙ୍କ ର କଷ୍ଟ ପାଁଇ ସେ ନିଜେ ହିଁ ଦାଇ ଅଟନ୍ତି I ଏବଂ ତାଙ୍କ କରିଥିବା କର୍ମ ଅନୁସାରେ ସେ ଫଳ ପାଇଥାନ୍ତି I ଆପଣ ନିଜ କୁ ପରିବର୍ତନ କରନ୍ତୁ ଦୁନିଆ ବଦଳିଯିବ I

ପ୍ରତୋକ ଆତ୍ମା ଙ୍କ ର ଲକ୍ଷ୍ୟ କେବଳ ସୁଖ ପ୍ରାପ୍ତି କରିବା ହେଇଥାଏ ଏବଂ ସୁଖ ହେଉଛି ପରମଆନନ୍ଦ I କିନ୍ତୁ ଯେଉଁ ବ୍ୟକ୍ତି ସୁଖ ନୁହେ ସୁଖ ପ୍ରଦାନ କରୁଥିବା ବସ୍ତୁ ଙ୍କୁ ଏକତ୍ରିତ କରିଥାନ୍ତି ସେ ନିଜ ଜୀବନ ର ଉଦେଶ୍ୟ କୁ ଜାଣିପାରିଥାନ୍ତି I ସାରା ସଂସାର ହେଉଛି ମାୟା ର ସଂସାର I ସବୁ କିଛି ହେଉଛି ନଶ୍ୱର I ବସ୍ତୁ ଆଦି କୁ ଆମେ ସୁଖ ର ସ୍ରୋତ ଭାବି ଏକତ୍ରିତ କରିଥାଉ କିନ୍ତୁ ଆମ ଜୀବନ ର ବାସ୍ତବତା କୁ ଭୁଲିଯାଇଥାଉ I ମନୁଷ୍ୟ ର ଗର୍ବ ଅହଂକାର ହିଁ ତାର ର ସବୁଠାରୁ ବଡ଼ ଶତ୍ରୁ ଅଟେ I

କେଉଁ ବ୍ୟକ୍ତି ଙ୍କ ର ଦୁଃଖ ରହିଥାଏ ତାଙ୍କ ପାଖ ରେ କିଛି ନ ଥିବା ର ତ ଆଉ କିଛି ବ୍ୟକ୍ତି ଙ୍କ ର ଦୁଃଖ ରହିଥାଏ ସବୁ ଥାଇ ମଧ୍ୟ ଆଉ କିଛି ପାଇବା ର I ସୁଖ କୁ ଆମେ ନିଜେ ଆମ ଦୃଷ୍ଟି କୋଣ ରୁ ପରିଭାଷିତ କରିଥାଉ I ବିଜୟ ପରେ ସ୍ୱୟଂ ଉପରେ ବିଜୟ ପାଇବା ମଧ୍ୟ ଆବଶ୍ୟକ ଅଟେ I ଯେଉଁ ବ୍ୟକ୍ତି ଆସକ୍ତି ଆଡ଼ କୁ ଆକର୍ଷିତ ହେଇଥାଏ ସେହି ବ୍ୟକ୍ତି ହିଁ ନିର୍ବଳ ଅଟେ I

ଲୋଭ ଓ ମାହାତ୍ୱ୍ୱକାଂକ୍ଷୀ ର ପ୍ରତି ପାଁଇ ତିନି ଲୋକ ର ଧନ ମଧ୍ୟ କମ ହେଇଥାଏ I ଲୋଭ ଛାଡି ଯଦି ଆପଣ ଧନ ସଂଚୟ କରିବେ ତେବେ ଆପଣ ଅଳ୍ପ ରେ ମଧ୍ୟ ସନ୍ତୁଷ୍ଟ ହେଇଥାନ୍ତି I ସନ୍ତୋଷ ଆପଣ ଯେତେ ବାହାରେ ଖୋଜିବେ ସେତେ ଅସନ୍ତୋଷ ବଢିବ I କାରଣ ବାହ୍ୟ ଜଗତ ରେ ଆପଣ ଯାହା ମଧ୍ୟ ଦେଖୁଛନ୍ତି ତାହା ନଶ୍ୱର ଅଟେ I ସନ୍ତୋଷ କେବଳ ଆପଣ ନିଜ ଭିତରେ ହିଁ ପାଇପାରିବେ I ଏବଂ ଯୋଗ ଏକମାତ୍ର ମାର୍ଗ ଯାହା ଦ୍ୱାରା ଆପଣ ନିଜ କୁ ଶାନ୍ତି ପ୍ରଦାନ କରିପାରିବେ I