ଜୀବନରେ କେବେ ହେଲେ ଏହି 3ଜଣ ଲୋକଙ୍କୁ ଧୋକା ଦିୟନ୍ତୁ ନାହିଁ, ନଚେତ ଜୀବନରେ ହୋଇଯିବେ ବର୍ବାଦ

ଜଣେ ମନୁଷ୍ୟ ମଧ୍ୟ ରେ ଭଲ ଓ ଖରାପ ସ୍ଵଭାଵ ଉଭୟ ରହିଥାଏ I କୌଣସି କାରଣ ବଶତଃ ସେହି ବ୍ୟକ୍ତି କେବେ କେବେ ଭୁଲ ରାସ୍ତା ଆପଣେଇଥାନ୍ତି I ଜୀବନ ରେ ଏପରି କେହି ନ ଥିବେ ଯିଏ କି ଧୋକା ଖାଇ ନ ଥିବେ I ତେବେ ଧୋକା ଦେବା ବହୁତ ଭୁଲ କଥା ଅଟେ I

ବ୍ୟବସାୟ – କାର୍ଯ୍ୟକେଟ୍ର ଆଦି ରେ ଆପଣ ସର୍ବଦା ମିଛ ର ସାହାରା ନେଇଥାନ୍ତି I ମିଛ କହିବା ଉଚିତ ନୁହେ I ଏବଂ ଜୀବନ ରେ କାହାରିକୁ କେବେ ହେଲେ ଧୋକା ଦେବା ଉଚିତ ନୁହେଁ I

1. ମାତାପିତା –

ଜୀବନ ରେ ଯଦି କାହାରି ଆପଣ କ୍ଷତି କରିଥିବେ ତେବେ ଏହା ର ଦଣ୍ଡ ଆପଣ ନିଶ୍ଚୟ ପାଇବେ I ଆପଣ ଦେଇଥିବା ଧୋକା ଦ୍ୱାରା ଯଦି ଆପଣ ଙ୍କ ର ପିତାମାତା ଦୁଖୀ ହେଇଥାନ୍ତି ତେବେ ସାରା ଜୀବନ ଆପଣ କଷ୍ଟ ରେ ଜୀବନ ଅତିବାହିତ କରିବେ I

ଯେଉଁ ପିତାମାତା ଆପଣ ଙ୍କୁ ଜନ୍ମ ଦେଇଛନ୍ତି ତାଙ୍କ ର ଦେଖାଶୁଣା କରିବା ଆପଣ ଙ୍କ ର ପ୍ରଥମ ଦାଇତ୍ୱ I

2. ପତ୍ନୀ ଓ ଜୀବନସାଥୀ –

ମାତାପିତା ଙ୍କ ପରେ ଆପଣ ଯଦି କାହା ସହ ଭଲ ରେ ଚାଲିଥାନ୍ତି ସେ ହେଲେ ଆପଣ ଙ୍କ ର ଜୀବନସାଥୀ I ସବୁ ସୁଖ ଦୁଃଖ ରେ ସେ ଆପଣ ଙ୍କ ର ସାଥ ଦେଇଥାନ୍ତି ତେଣୁ ଜୀବନସାଥୀ ଙ୍କୁ କେବେ ହେଲେ ଧୋକା ଦେବା ଉଚିତ ନୁହେଁ I

ପୁରୁଷ ଙ୍କୁ ଏହି କଥା ର ଧ୍ୟାନ ଦେବା ଉଚିତ କି ଝିଅ ନିଜ ର ପିତାମାତା ଙ୍କୁ ଛାଡି ଆପଣ ଙ୍କ ସହ ସାରା ଜୀବନ ବିତାଇଥାନ୍ତି ତେଣୁ ଆପଣ ଯେତେବେଳେ ତାଙ୍କୁ ଧୋକା ଦେଇଥାନ୍ତି ତାଙ୍କୁ ଏହା କଷ୍ଟ ଦେଇଥାଏ I

3. ନିଜ କୁ

ମନୁଷ୍ୟ ଯଦି ନିଜ କୁ ମିଛ କହିଥାଅ ତେବେ ଅନ୍ୟକାହାରୀଠାରୁ ଆଉ କଣ ଉପେକ୍ଷ୍ୟା କରାଯିବ I ତେଣୁ କେବେ ହେଲେ ନିଜ କୁ ମିଛ ର ଦୁନିଆ ରେ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ I

ଜୀବନ ରେ କେବେ କୌଣସି ଏପରି କାମ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣ ନିଜ ନଜର ରେ ହିଁ ଛୋଟ ହେଇଯିବେ I ଯଦି ଆପଣ ସଚୋଟ ଥିବେ ତେବେ ଅନ୍ୟ ଙ୍କୁ ସୁଧାରିପାରିବେ I