ଜୀବନରେ ପ୍ରଥମ ଥର ବର୍ଷା ହେଲେ ଏତେ ଖୁସି, ଖୁସିର କାରଣ ଜାଣିଲେ ଆପଣ ବି କିହବେ ହଁ ଇଏ ତ ବଢିଆ କଥା, Anubhav ବି…

ନମସ୍କାର ବନ୍ଧୁଗଣ ଅନୁଭବ ମହାନ୍ତିଙ୍କ ଘର ଛାଡ଼ିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ଖୁସିର ସୀମା ନାହିଁ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କ ଘର ଛାଡ଼ିବାକୁ ରାଜି ହେଉନଥିଲେ ନିଜର ସୁରକ୍ଷା ପାଇଁ ସେ ଅନୁଭବ ମହାନ୍ତିଙ୍କ ଘରେ ରହିବାକୁ ଜିଦ୍ ଧରିଥିଲେ ହେଲେ କୋର୍ଟଙ୍କ ଅର୍ଡର ଆସିବା ପରେ ବର୍ଷା ପ୍ରିୟଦର୍ଶିନୀ କହିଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଶାଶୁ ଶଶୁର ଉଦ୍ଧାର ହୁଅନ୍ତୁ|

ଏହାପରେ ବର୍ଷା ପ୍ରିୟଦର୍ଶିନୀ ଶାଶୁଘର ଛାଡି ଚାଲି ଯାଇଥିଲେ ତାଙ୍କ ମାଆଙ୍କ ଘରକୁ ହେଲେ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ଏତେ ଖୁସି ଅଛନ୍ତି ଯେ ତାଙ୍କ ଖୁସୀ ଦେଖିଲେ ଆପଣ ବି ଖୁସୀ ହୋଇଯିବେ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ଚାଲି ଯାଇଥିବା ଆପଣମାନେ ସମସ୍ତେ ଜାଣିଛନ୍ତି |

ଯଦିଓ ପ୍ରଥମରୁ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଶଂସକମାନେ ଜାଣିବାକୁ ଚାହୁଁଥିଲେ କି ବର୍ଷା ପ୍ରିୟଦର୍ଶିନୀ କେଉଁଠି ଅଛନ୍ତି ଓ ପରେ ଜାଣିବାକୁ ପାଇଥିଲେ କି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆଙ୍କ ଘରେ ଅଛନ୍ତି ଏହାପରେ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଖୁସୀ ଥିବା ନଜର ଆସିଛନ୍ତି|

ଆଉ ବର୍ଷା ପ୍ରିୟଦର୍ଶିନୀଙ୍କୁ ଖୁସୀ କରାଇଛନ୍ତି ତାଙ୍କ ମାଆ ପାରିବାରିକ ବିବାଦ ଭିତରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି କୋର୍ଟକୁ ଆସୁଥିବା ବେଳେ ଘଟଣାର କୌଣସି ନିଷ୍କର୍ଷ ବାହାରି ପାରୁନାହିଁ ତେବେ ଏହାରି ଭିତରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ମାଆ ଗେଲ କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ମୁଣ୍ଡ କୁଣ୍ଡେଇ ଦେଉଛନ୍ତି ଓ ସେହି ସମୟରେ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଖୁସୀ ଥିବା ଦେଖିଆଙ୍କୁ ମିଳିଛି।