ମୁମ୍ବାଇ ଯିବା ପରେ ଏହି ହିରୋଙ୍କୁ ବାହା ହେଲେ ପ୍ରକୃତି ମିଶ୍ର, ସାମ୍ନାକୁ ଆସିଲା ଏମିତି କିଛି କଥା, Sata ଜାଣିଲେ ଆପଣ ବି ଚମକି ପଡିବେ, ଏବେ ସେ ପୁଣି…

ନମସ୍କାର ବନ୍ଧୁଗଣ ମୁମ୍ବାଇରେ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ପ୍ରକୃତି ମିଶ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଏକ ଖବର ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ତେବେ ଦର୍ଶକ ବନ୍ଧୁ ପ୍ରକୃତି ମିଶ୍ର କାହାକୁ ବିବାହ କରିଛନ୍ତି କେବେ ବିବାହ କରିଛନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଗତ ଦିନମାନଙ୍କରେ ବାବୁସାନ୍ ମହାନ୍ତିଙ୍କ ସହିତ ଧରା ପଡ଼ି ପ୍ରକୃତି ମିଶ୍ର ରାସ୍ତା ମଝିରେ ତୃପ୍ତିଙ୍କ ଠାରୁ ମାଡ଼ ଖାଇଥିଲେ ଆଉ ଏହାପରଠାରୁ ପ୍ରକୃତି ମିଶ୍ର ମୁମ୍ବାଇକୁ ଚାଲି ଯାଇଥିଲେ ତାହେଲେ ମୁମ୍ବାଇରେ ନିଜ କାମରେ ବ୍ୟସ୍ତ ରହିଛନ୍ତି ପ୍ରକୃତି ମିଶ୍ର ଆଉ ଏହାରି ମଧ୍ୟରେ ପ୍ରକୃତି ମିଶ୍ରଙ୍କର ଏକ ବାହାଘର ଫଟୋ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି |

ହେଲେ ଦର୍ଶକ ବନ୍ଧୁ ପ୍ରକୃତି ମିଶ୍ର ଏହି ବାହାଘରଟି ନିଜ ରିଲ୍ ଲାଇଫରେ କରିଛନ୍ତି ନିଜ ଫିଲ୍ମର ସୁଟିଂ ସେଟ୍ ରେ ସେ ବାହା ହୋଇଛନ୍ତି ଆଉ ଏହିଭଳି ଏକ ବୋହୂ ବେଶରେ ସଜେଇ ହୋଇଥିବାର ନଜର ଆସିଛନ୍ତି ହେଲେ ନିଜ ରିୟଲ୍ ଲାଇଫରେ ପ୍ରକୃତି ମିଶ୍ର ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି |

ତାହେଲେ ପ୍ରକୃତି ମିଶ୍ରଙ୍କୁ ବର୍ତ୍ତମାନ ୨୭ ବର୍ଷ ବୟସ ହୋଇ ଗଲାଣି ନିଜର ବାହାଘର ପାଇଁ ଉପଯୁକ୍ତ ବୟସ ହୋଇଥିଲେ ସୁଧା ପ୍ରକୃତି ମିଶ୍ର ଏପର୍ଯ୍ୟନ୍ତ ବାହା ହୋଇ ନାହାଁନ୍ତି ତାହେଲେ ଗତ ଦିନମାନଙ୍କରେ ତାଙ୍କର ବାବୁସାନ୍ ମହାନ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଧରା ପଡ଼ିଥିଲା ଆଉ ଏହାପରଠାରୁ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ଏହା ଉପରେ ପୂର୍ଣ୍ଣଚ୍ଛେଦ ଲଗାଇଥିଲେ ତେବେ ବର୍ତ୍ତମାନ ପ୍ରକୃତି ମିଶ୍ର ମୁମ୍ବାଇରେ ରହୁଛନ୍ତି ଆଉ ନିଜର କାମରେ ବ୍ୟସ୍ତ ରହିଛନ୍ତି |

ହେଲେ ପ୍ରକୃତି ମିଶ୍ରଙ୍କ ପାଇଁ ଭାଙ୍ଗି ଯାଇଛି ବାବୁସାନ୍ ମହାନ୍ତିଙ୍କ ଘର ସଂସାର ତୃପ୍ତି ଏବେ ବାବୁସାନ୍ ମହାନ୍ତିଙ୍କ ଉପରେ ରାଗି ନିଜ ବାପ ଘରକୁ ଚାଲି ଯାଇଛନ୍ତି ଆଉ ସେ ବାବୁସାନ୍ ଙ୍କ ପାଖକୁ ଆସୁ ନାହାଁନ୍ତି ତ ଏଥିପାଇଁ ବାବୁସାନ୍ ଗତ ଦିନମାନଙ୍କରେ ସୋସିଆଲ ମିଡିଆରେ ଭୁଲ୍ ମାଗିଛନ୍ତି ଓ ନିଜ ସ୍ତ୍ରୀକୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି।