ଜିମ କପଡାରେ ସବୁଠୁ ଅଧିକ ସୁନ୍ଦର ଦେଖା ଯାଆନ୍ତି ଏହି ୪ଜଣ ଅଭିନେତ୍ରୀ ମାନେ, ଚତୁର୍ଥ ନମ୍ବର ଦେଖା ଯାଆନ୍ତି ପୁରା ଫିଟ ..

ବଲିଉଡ ରେ ସୁନ୍ଦର ଅଭିନେତ୍ରୀ ଙ୍କ ର କୌଣସି ଅଭାବ ରହି ନ ଥାଏ I ତେବେ କିଛି କିଛି କାରଣ ରୁ ଏହି ଅଭିନେତ୍ରୀ ମାନେ ଅନେକ ସମୟ ରେ ବେଶ ଚର୍ଚା ରେ ବି ରହିଥାନ୍ତି I ଦାମୀ ଡ୍ରେସ ରେ ତ ସବୁ ଅଭିନେତ୍ରୀ ସୁନ୍ଦର ଲାଗିଥାନ୍ତି କିନ୍ତୁ ଜିମ ଡ୍ରେସ ରେ ବି ଏପରି କିଛି ଅଭିନେତ୍ରୀ ଅଧିକ ସୁନ୍ଦର ଲାଗିଥାନ୍ତି I

ଆଲୋଚନା କରିବା ସେହି 4 ଅଭିନେତ୍ରୀ ଙ୍କ ବିଷୟ ରେ

ବଲିଉଡ ର ଏହି 4 ଅଭିନେତ୍ରୀ ଫିଟ୍ନେସ ମାମଲା ରେ କିଛି କମ ନୁହନ୍ତି ଏବଂ ଜିମ ପୋଷାକ ରେ ବି ଖୁବ ସୁନ୍ଦର ଦେଖାଯାଇଥାନ୍ତି I

1.ଜାହ୍ନବୀ କପୁର

ବଲିଉଡ ରେ ନ୍ୟୂକମର ଅଭିନେତ୍ରୀ ଜାହ୍ନବୀ କପୁର ବଲିଉଡ ରେ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I ବିଗତ ଦିନ ରେ ଫିଲ୍ମ ଧଡକନ ରୁ ସେ ନିଜ ର କ୍ୟାରିୟର ଆରମ୍ଭ କରିଛନ୍ତି I ତାଙ୍କ ର ଫିଲ୍ମ ବି ସମସ୍ତଙ୍କୁ ପସନ୍ଦ ଆସିଛି I ସେ ନିଜ ର ଫିଟ୍ନେସ ର ବି ଅଧିକ ଧ୍ୟାନ ଦେଇଥାନ୍ତି ଏବଂ ନିୟମିତ ଜିମ ବି ଯାଇଥାନ୍ତି I ତେବେ ସେ ଜିମ ପୋଷାକ ରେ ବି ଅଧିକ ସୁନ୍ଦର ଲାଗିଥାନ୍ତି I

2.ଶ୍ରଦ୍ଧା କପୁର

ବଲିଉଡ ର ସୁନ୍ଦର ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କୁ କିଏ ବା ନ ଜାଣିଚି I ସେ ଅଭିନେତା ଶକ୍ତି କପୁର ଙ୍କ ର ଝିଅ ଅଟନ୍ତି I ସେ 2013 ରେ ଫିଲ୍ମ ଆସିକି 2 ରେ ନିଜ ର କ୍ୟାରିୟର ର ଆରମ୍ଭ କରିଥିଲେ I ଏହା ପରେ ସେ ଅନେକ ସୁପର ହିଟ ଫିଲ୍ମ ରେ ବି କାମ କରିଛନ୍ତି I ତେବେ ଶ୍ରଦ୍ଧା ବି ଫିଟ୍ନେସ ମାମଲା ରେ କିଛି କମ ନୁହନ୍ତି ଓ ସେ ଜିମ ପୋଷାକ ରେ ବି ଅଧିକ ହଟ ଲାଗିଥାନ୍ତି I

3.ଆଲିୟ ଭାଟ

ଆଲିୟ ଭାଟ ଆଜିକା ସମୟ ରେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି I ଏବଂ ଫିଟ୍ନେସ ମାମଲା ରେ କିଛି କମ ନୁହନ୍ତି I ଆଜି ବି ସେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି ଏବଂ ନିଜ ର ଫିଟ୍ନେସ ମାମଲା ରେ ନିଜ ର ଅଧିକ ଧ୍ୟାନ ରଖିଥାନ୍ତି I ତେବେ ଜିମ ପୋଷାକ ରେ ସେ ବି କିଛି କମ ସୁନ୍ଦର ଦେଖାଯାଇ ନ ଥାନ୍ତି I

4.ବିପାଶା ବସୁ

ବଲିଉଡ ର ବୋଲଡ ଅଭିନେତ୍ରୀ ବିପାଶା ବସୁ ଫିଟ୍ନେସ ମାମଲା ରେ କିଛି କମ ନୁହନ୍ତି I ସେ ବି ନିଜ ର ଫିଟ୍ନେସ ମାମଲା ରେ ନିଜ କୁ ସର୍ବଦା ଫିଟ ରଖିବାକୁ ଚାହିଁଥାନ୍ତି ଓ ଜିମ ପୋଷାକ ରେ ଖୁବ ଅଧିକ ସୁନ୍ଦର ଦେଖାଯାଇଥାନ୍ତି I