Jyanklin ଙ୍କ ପତଳା ହେବା କଥାକୁ ନେଇ ମୁଁହ ଖୋଲିଲେ ସ୍ୱାମୀ Arbind, ସମସ୍ତଙ୍କ ସାମ୍ନାରେ କହିଦେଲେ ଏମିତି କଥା

ନମସ୍କାର ବନ୍ଧୁଗଣ ଜାଙ୍କ୍ଲିନ୍ ଙ୍କର ପତଳା ହେବା କଥାକୁ ନେଇ ସୋସିଆଲ ମିଡିଆରେ କିଛି ଏମିତି କଥା କହିଛନ୍ତି ଅରବିନ୍ଦ ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଏହା ଉପରେ ସଂପୂର୍ଣ୍ଣ ବିବରଣୀ ଜାଣିବା। ଆପଣମାନେ ଜାଣିଥିବେ କି ଅରବିନ୍ଦ ଆଉ ଜାଙ୍କ୍ଲିନ୍ ପରସ୍ପରକୁ ସୁଟିଂ ସେଟ୍ ରୁ ହିଁ ଭଲପାଇ ଗତ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତାହେଲେ ବାହାଘରର ୧ ମାସ ପରେ ଜାଙ୍କ୍ଲିନ୍ ତାଙ୍କ ଶାଶୁଘରେ ବୋହୁତ ଖୁସିରେ ଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଜାଙ୍କ୍ଲିନ୍ ଙ୍କୁ ଆପଣମାନେ ହେ ପ୍ରଭୁ ଧାରାବାହିକର ସୁଟିଂ ସେଟ୍ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବାହାଘର ପରେ ସେ ପୁଣିଥରେ ଅଭିନୟ କରୁଥିବାର ଆପଣମାନେ ଦେଖୁଥିବେ।

ଗତ କିଛିଦିନ ପୂର୍ବେ ଅରବିନ୍ଦ ଆଉ ଜାଙ୍କ୍ଲିନ୍ ସୋସିଆଲ ମିଡିଆରେ ନିଜର ଫ୍ୟାନ ମାନଙ୍କ ସହିତ କଥା ହେଉଥିଲେ। ଏହି ସମୟରେ ତାଙ୍କର ଗୋଟେ ଫ୍ୟାନ ତାଙ୍କୁ ପ୍ରଶ୍ନ ପଚାରି ଥିଲେ ଅରବିନ୍ଦଙ୍କୁ କି ଜାଙ୍କ୍ଲିନ୍ ଏତେ ପତଳା କଣ ପାଇଁ ଅଛନ୍ତି ଆଉ ତାଙ୍କୁ ଆପଣମାନେ ଖାଇବା ପାଇଁ ଦେଉଛନ୍ତି ନା ଦେଇ ନାହାଁନ୍ତି।

ଏହି କଥାର ଜବାବ ଦେଇଥିଲେ ଅରବିନ୍ଦ ଆଉ କହିଥିଲେ ଶରୀରର ଗଠନ ଏହା ନ୍ୟାଚୁରାଲ୍ ଅଟେ କିଏ ପତଳା ତ କିଏ ମୋଟା ଅଛନ୍ତି। ତ ସିଏ ବି ନିଜେ ବୋହୁତ ପତଳା ଥିଲେ ଓ ବର୍ତ୍ତମାନ ସମୟରେ ସେ ନିଜର ଶରୀର ସୁଧାରି ପାରିଛନ୍ତି ଆଉ ମୋଟା ବି ଅଛନ୍ତି କିନ୍ତୁ ଜାଙ୍କ୍ଲିନ୍ ବୋହୁତ ପତଳା ଥିଲେ ବି ମଧ୍ୟ ସେ ବୋହୁତ ଭଲ ଆଉ ସୁନ୍ଦର ଦେଖା ଯାଉଛନ୍ତି।

ଭଗଵାନ କରିବେ ଯଦି ସେ ଆଗାମୀ ଦିନମାନଙ୍କରେ ମୋଟା ହୋଇ ପାରିବେ। ତାଙ୍କ ବଡ୍ଡି ଶ୍ରକ୍ଚର୍ କୁ ନେଇ ମୁଁ ତାଙ୍କୁ କେବେବି ହେଲେ ଦେଖେ ନାହିଁ ମୁଁ ସବୁବେଳେ ତାଙ୍କ ମନକୁ ଦେଖୁଥାଏ ଆଉ ତାଙ୍କ ମନ ବୋହୁତ ଭଲ ଅଟେ।