କେବେ ମହାଭାରତ ରେ କରିଥିଲେ ଅର୍ଜୁନ ଭୂମିକା ରେ ଅଭିନୟ, ଆଜି ଏପରି ଜୀବନ ଅତିବାହିତ କରିବାକୁ ହେଇଛନ୍ତି ବାଧ୍ୟ

ଆଜି କା ସମୟ ରେ ସିରିଏଲ ପ୍ରେମୀ ଙ୍କ ସଂଖ୍ୟା କମିବା ରେ ଲାଗିଛି | ଦୂରଦର୍ଶନ ସମୟ ରେ ଏକ ସିରିଏଲ ପ୍ରତୋକ ଘରେ ଘରେ ଦେଖିବାକୁ ମିଳୁଥିଲା ତାହା ହେଲା ମହାଭାରତ | ପ୍ରତୋକ ଘରେ ଏହି ସିରିଏଲ ର ପ୍ରତୋକ ଭାଗ କୁ ଦେଖିବାକୁ ଲୋକେ ପଛାଇ ନ ଥାନ୍ତି | 90 ଦଶକ ର ଖୁବ ଲୋକପ୍ରିୟ ସିରିଏଲ |

ଟିଭି ସିରିଏଲ କଳାକାର ଙ୍କ ର ଏହି ସିରିଏଲ ଖୁବ ପସନ୍ଦିତା ସିରିଏଲ ଥିଲା | ଏବଂ ଲୋକେ ବି ଏହି କଳାକାର ଙ୍କ ର ଅସଲ ନାମ ବଦଳ ରେ ସିରିଏଲ ରେ ଥିବା ନାମ ରେ ସେହି କଳାକାର ଙ୍କୁ ଡାକିଥାନ୍ତି | ଏହି ସିରିଏଲ ରେ ଯେଉଁ କଳାକାର ଅର୍ଜୁନ ଭୂମିକା ରେ ଅଭିନୟ କରିଥିଲେ ଆଜି ତାଙ୍କୁ ଚିହିଁବା ଖୁବ କଷ୍ଟକର ହେଇଯାଉଛି |

ଏହି ଅର୍ଜୁନ ଭୂମିକା ରେ ଅଭିନୟ କରୁଥିଲେ ସନ୍ଦୀପ , ଏହି ଅର୍ଜୁନ ଭୂମିକା ଟିଭି ଜଗତ ରେ 1993 ରୁ 1996 ମସିହା ପର୍ଯ୍ୟନ୍ତ ବେଶ ଚର୍ଚା ରେ ରହିଥିଲା | ଲୋକେ ଏହି କଳାକାର ଙ୍କୁ ବେଶ ପସନ୍ଦ ବି କରୁଥିଲେ | ସେହି ସମୟ ରେ ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସବୁ ଲୋକେ ତାଙ୍କ ର ଆକ୍ଟିଙ୍ଗ କୁ ବେଶ ପସନ୍ଦ କରୁଥିଲେ |

ଅର୍ଜୁନ ଭୂମିକା ରେ ଅଭିନୟ କରୁଥିବା ସନ୍ଦୀପ ମୋହନ ଏପରି ଅନେକ ସିରିଏଲ ରେ କାମ କରିସାରିଛନ୍ତି | ସେ ସିରିଏଲ ସିୟା ରାମ କେ ରେ ବି କାମ କରିସାରିଛନ୍ତି ସେ 25 ବର୍ଷ ପୂର୍ବ ରୁ ଯେପରି ଥିଲେ ଆଜି ଅନେକ ପରିବର୍ତନ ହେଇଯାଇଛନ୍ତି |

ତାଙ୍କ କ୍ୟାରିୟର ର ଆରମ୍ଭ ସେପରି କିଛି ଭଲ ନ ଥିଲା | ସେ କ୍ୟାରିୟର ଆରମ୍ଭ ରୁ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ | ସେ ସମୟ ରେ ବିବାହ ବି କରିଦେଇଥିଲେ | ସନ୍ଦୀପ ଅଭିନୟ ଜଗତ ରେ ବେଶ ପରିଚିତ ଅଟନ୍ତି | କିନ୍ତୁ ଏତେ ଦିନ ପରେ ତାଙ୍କୁ କେହି ବି ଚିହିଁ ପାରୁ ନାହାନ୍ତି |

ସନ୍ଦୀପ ଙ୍କ ପାଖ ରେ ଏକ ବହୁତ ଭଲ ପତ୍ନୀ ଅଛନ୍ତି ଓ ଏକ ସନ୍ତାନ ବି ଅଛି | ସେ ଆଉ ଅଭିନୟ ଜଗତ ରେ ନାହାନ୍ତି କିନ୍ତୁ ଏକ ଛୋଟ ପରିବାର ନେଇ ବେଶ ଖୁସି ରେ ଅଛନ୍ତି | ଲୋକେ ଆଜି ତାଙ୍କୁ ଆଉ ଚିହିଁ ପାରୁ ନାହାନ୍ତି |