କାହାକୁ ଭଲ ପାଆନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ତାରିଣୀ ବା Lipi, ଆଗରୁ ଜାଣି ନଥିବେ ଦେଖନ୍ତୁ

ତାରାତାରିଣୀ ର ଲିଡ଼ ନାୟିକା ଲିପି ମହାପାତ୍ରଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ମଧ୍ୟ ଆପଣମାନେ ନିଶ୍ଚିତ ଦେଖିଥିବେ | ବର୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟେ ଖବର ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି କି ତାଙ୍କ ବୟଫ୍ରେଣ୍ଡ ଙ୍କ ସହ ଅଧିକ ସମୟ ବିତାଉଛନ୍ତି | ତାଙ୍କ ବୟଫ୍ରେଣ୍ଡ ଙ୍କ ପାଇଁ ଫୁଲ ଆଣି ରାସ୍ତାରେ ଅପେକ୍ଷା କରୁଥିବାର ନଜର ଆସିଛନ୍ତି | ତେବେ ଏପରି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରଲ ହବାର ଲାଗିଛି ତେବେ ଏ ବିଷୟରେ କଣ ରହିଛି ବିବରଣୀ ଆସନ୍ତୁ ଜାଣିବା |


ଓଲିଉଡ଼ ନାୟିକା ତାରିଣୀ ବା ଲିପି ଏ ସିରିଏଲ କୁ ବର୍ତମାନ ସମୟରେ ଛାଡି ସାରିଛନ୍ତି ଓ ଏହାର କାରଣ ରହିଛି କି ଏ ସିରିଏଲ ର 1000 ଏପିସଡ଼ ପୁରଣ ହୋଇଗଲା ପରେ ଲିପିଙ୍କର 3 ବର୍ଷ ପାଇଁ କଣ୍ଟ୍ରାକ୍ଟ ଏ ସିରିଏଲ ସହ ରହିଥିଲା ଓ ତାଙ୍କର କଂଟ୍ରାକ୍ଟ ସରିଗଲାପରେ ଏ ସିରିଏଲ କୁ ଛାଡିଦେଇଛନ୍ତି |


ସେ ଏ ସିରିଏଲ କୁ ଛାଡ଼ିବାପରେ ବର୍ତମାନ ସମୟରେ ମଞ୍ଜରୀ ସିରିଏଲ ଚ୍ୟାନେଲ ରେ ଗୋଟେ ନୂଆ ସିରିଏଲ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି | ଫ୍ରେଣ୍ଡ୍ସ ବିବାହ ର ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ଲିପି ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି | ତେବେ ଲିପିକୁ ବର୍ତମାନ ସମୟରେ 39 ବର୍ଷ ବୟସ ହୋଇଛି ଓ 39 ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |

ତ ଆପଣମାନେ ଜାଣିଥିବେ ସେ ଓଲିଉଡ଼ କୁ ଆଲବମ ଦ୍ୱାରା ଏଣ୍ଟ୍ରି କରିଛନ୍ତି ଓ ତାଙ୍କର ପ୍ରାୟ 300 ରୁ 500 ଆଲବମ ରହିଛି ଓ ଏହି ଆଲବମ ର ଜବରଦସ୍ତ ଅଭିନୟକୁ ଦର୍ଶକମାନେ ଆଜିପର୍ଯ୍ୟନ୍ତ ଭୁଲି ନାହାନ୍ତି ତାହେଲେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଲିପି କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |