କାହିଁକି ତାରା ତାରିଣୀ ସିରିଏଲ ଛାଡିଲେ ମୋହନା (Chandita), ଜାଣିଲେ ଝଟକା ଲାଗିବ… ଆଉ କରିବେନି ସିରିଏଲ

ସାମ୍ନା କୁ ଆସିଲା ଏକ ବଡ ଖବର ଯେ ଆଉ ଧାରାବାହିକରେ ନଜର ଆସିବେନି ମୋହନା | ଆପଣ ତ ତାରାତାରିଣୀ ଧାରାବାହିକ ର ମୋହନା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଏ ଧାରାବାହିକ ଟି ସମସ୍ତ ଲୋକମାନଙ୍କ ମନକୁ ବେଶ ଛୁଇଁଛି ଏବଂ ଏହି ଧାରାବାହିକରେ ମୋହନା ଙ୍କ ରୋଲ ମଧ୍ୟ ଶେଷ ହୋଇସାରିଛି ଏବଂ ମୋହନା ଏବେ ଜେଲ ରେ ଥିବାର ଶୁଣିବାକୁ ମିଳୁଛି ଓ ମୋହନା ଆଉ ଏଇ ଏପିସଡ଼ ଗୁଡ଼ାକରେ ନଜର ଆସୁନାହାନ୍ତି |

ଆଗରୁ ମୋହନା ଯେମିତି ଦେଖାଯାଉଥିଲେ ଆଉ ସେ ଦେଖାଯାଉନାହାନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଏବେ ମୋହନା କେଉଁଠି ଅଛନ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର | ତେବେ ମୋହନ ଏବେ ଦିଲ୍ଲୀ ଏୟାରପୋର୍ଟ ଓ ଭୁବନେଶ୍ୱର ଏୟାରପୋର୍ଟ ରେ ନଜର ଆସିଛନ୍ତି ଏବଂ ସେ ଭଲ ଭଲ ଜାଗାରେ ଫୋଟୋ ଉଠାଇ ଛାଡ଼ୁଛନ୍ତି ଯାହାକି ଜଣାପଡୁଛି ମୋହନା ଏବେ ଓଡ଼ିଶାରେ ଆଉ ନାହାନ୍ତି ଏବଂ ବରଫ ଅଞ୍ଚଳରେ ମଧ୍ୟ ମୋହନା ଙ୍କୁ ଦେଖିବାକୁ ମିଳିଛି |


ଭଲ ଭଲ ଫୋଟୋ ସହିତ ତେବେ ମୋହନା ଧାରାବାହିକ ଛାଡ଼ିବାପରେ କିଛିଦିନ ପାଇଁ ବିରତି ନେଇ ବାହାରକୁ ଚାଲିଯାଇଛନ୍ତି ଓ ତାରାତାରିଣୀ ସିରିଏଲ ରେ ମୋହନା ଙ୍କୁ ଦେଖିବାକୁ ପାଇବେ ନାହିଁ ତେବେ ଏ ଧାରାବାହିକରେ ମୋହନା ଙ୍କ ଜାଗାରେ ଆଉ କିଏ ଆସିବ ନା ମୋହନା ନିଜେ ରିଟର୍ନ କରିବେ ତାହା ତ ବୁଲା ବୁଲି ସରିବାପରେ ହିଁ ଜଣ ପଡିବ | କାହିଁକି ନା ମୋହନା ଏବେ ଦିଲ୍ଲୀ ରୁ କୁଆଡେ ଯାଇକି ବୁଲୁଛନ୍ତି ତାହା ଫୋଟୋ ରେ ହିଁ ଜଣା ପଡୁଛି କାହିଁକି ନା ଫୋଟୋ ରେ ଜଣ ପଡୁଛି ମୋହନା ବହୁତ ମଜାମସ୍ତି କରିବାର ଓ ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଓ ସେ କେତେବେଳେ ହୋଟେଲ ଭିତରୁ ତାଙ୍କ ହଟ ଫୋଟୋ ର ପୋଜଦେଉଛନ୍ତି ତ କେତେବେଳେ ହୋଟେଲ ବାହାରୁ ସେ ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଓ ତାଙ୍କର ଫୋଟୋ ଗୁଡିକ ଏବେ ବହୁତ ଭାଇରଲ ହେଉଛି |


ତାଙ୍କୁ ବହୁତ ଚର୍ଚାର ଘେରାଓକୁ ମଧ୍ୟ ଟାଣି ଆଣିଛି ତେବେ ଶୁଣିବାକୁ ମିଳୁଛି କି ମୋହନା ବହୁତ ଶୀଘ୍ର ଓଡିଶାକୁ ଫେରିବାକୁ ଯାଉଛନ୍ତି ଏବଂ ପୁଣିଥରେ ଧାରାବାହିକ କରିବାକୁ ଯାଉଛନ୍ତି ତେବେ ତାରାତାରିଣୀ ଧାରାବାହିକରେ ଆଉ ନଜର ଆସିବେ କି ନାହିଁ ଏହା ସ୍ପଷ୍ଟ ନ ହୋଇଥିଲେ ମଧ୍ୟ ଶୁଣିବାକୁ ମିଳୁଛି ସେ ଧାରବାହିକରେ ଆଉ ମୋହନା ନଜର ଆସିବେନି ତେବେ ଆପଣଙ୍କୁ ତାରାତାରିଣୀ ଧାରାବାହିକରେ ମୋହନା ଙ୍କ ଅଭିନୟ କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |