ବଲିଉଡ ରେ ପ୍ରେମ ସମ୍ପର୍କ ଯୋଡି ହେବା ଓ ଭାଙ୍ଗିଯିବା ଏକ ସାଧାରଣ କଥା ଅଟେ I ସର୍ବଦା ଏକାଠି କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥାଏ I ଆଜି ଆମେ ଆପଣ ଙ୍କୁ ବଲିଉଡ ର ସିଂଘମ ଅର୍ଥାତ ଅଜୟ ଦେଵଗନ ଙ୍କ ବିଷୟ ରେ କହିବା କୁ ଯାଉଛେ I ବିଗତ ଦିନ ରେ ଅଜୟ ଦେଵଗନ ଓ ଅଭିନେତ୍ରୀ ରବିନା ଟଣ୍ଡନ ଙ୍କ ର ଅନେକ ଫିଲ୍ମ ସୁପରହିଟ ହେଇଥିଲା I ତେବେ ଅନେକ ସମୟ ରେ ଦୁହିଁଙ୍କୁ ଏକାଠି ମଧ୍ୟ ଦେଖିବା କୁ ମିଳିଛି I
ମିଡ଼ିଆ ରିପୋର୍ଟ ଅନୁସାରେ ଦୁହେଁ ସେ ସମୟ ରେ ପରସ୍ପର କୁ ପ୍ରେମ କରୁଥିଲେ I ଅଜୟ ଦେଵଗନ ଙ୍କ ର ଫିଲ୍ମ କ୍ୟାରିୟର ଙ୍କ ର ଫିଲ୍ମ କ୍ୟାରିୟର ରେ ମଧ୍ୟ ଭଲ ଓ ଖରାପ ସମୟ ଉଭୟ ଆସିଥିଲା I ତେଣୁ ଅଜୟ ଦେଵଗନ ଙ୍କ ର ଜୀବନ ରେ ଅନେକ ଅଭିନେତ୍ରୀ ଙ୍କ ର ଆଗମନ ହେଇଥିଲା I ତେବେ ଖୁବ କମ ଲୋକେ ଏହା ଜାଣିଛନ୍ତି କି ଅଜୟ ଦେବଗନ ଙ୍କ ର ସହ ରବିନା ଙ୍କ ସମ୍ପର୍କ ଖରାପ ହେବା ପରେ ରବିନା ଙ୍କ କ୍ୟାରିୟର ଉପରେ ମଧ୍ୟ ଏହା ର ପ୍ରଭାବ ଦେଖାଯାଇଥିଲା I
ଫିଲ୍ମ “ଦିଲୱାଲେ” ରୁ ହିଁ ଅଜୟ ଓ ରବିନା ଙ୍କ ସମ୍ପର୍କ ରେ ତିକ୍ତତା ଦେଖାଯାଇଥିଲା I ଏପରି ଶୁଣିବା କୁ ମଧ୍ୟ ମିଳିଥିଲା କି ଅଜୟ ଦେଵଗନ ସେହି ସମୟ ରେ କରିସ୍ମା କପୁର ଙ୍କ ସହ ପ୍ରେମ ସମ୍ପର୍କ ରେ ରହିଥିଲେ I ଯାହା କି ରବିନା ଙ୍କୁ ପସନ୍ଦ ନ ଥିଲା I ଏହିପରି ରବିନା ରାଗିଯାଇ ଅଜୟ ଙ୍କ ସହ କରିସ୍ମା ଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ I ଏବଂ ତାଙ୍କ ଉପରେ ଅନେକ ଆରୋପ ମଧ୍ୟ ଆଣିଥିଲେ I
ଏପରି ଘଟଣା କୁ ନେଇ କରିସ୍ମା କପୁର ମଧ୍ୟ ରବିନା ଙ୍କ ଉପରେ ରାଗିଯାଇଥିଲେ I ଦୁହିଁଙ୍କ ମଧ୍ୟ ରେ ବିବାଦ ଆରମ୍ଭ ହେଇଥିଲା I ଅଜୟ ଦେଵଗନ ଏହା ପରେ ରବିନା ଙ୍କ ଠାରୁ ଅନେକ ଦୂରେଇଯାଇଥିଲେ ମଧ୍ୟ ଆଜି ଅଜୟ ଦେଵଗନ ଜଣେ ଲୋକପ୍ରିୟ ଅଭିନେତା ରୂପେ ପରିଚିତ ଅଟନ୍ତି I
ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିବା ରେ ଅଜୟ ଦେଵଗନ ଙ୍କୁ ଦୀର୍ଘ 26 ବର୍ଷ ବିତିଯାଇଛି I ବର୍ତମାନ ସମୟ ରେ ଅଜୟ ଦେଵଗନ ଙ୍କ ର ପ୍ରତିଟି ଫିଲ୍ମ ରୁ ବେଶ ଭଲ ରୋଜଗାର ମଧ୍ୟ ହେଇଥାଏ I ଫିଲ୍ମ ଦିବ୍ୟଶକ୍ତି , ଏକ ହିଁ ରାସ୍ତା , କାୟମତ , ଏଲ ଓ ସି ପରି ଫିଲ୍ମ ରେ ଅଜୟ ଦେଵଗନ ଓ ରବିନା ଏକାଠି କାମ କରିଥିଲେ I କିନ୍ତୁ ଅଜୟ ଙ୍କ ଠାରୁ ଅଲଗା ହେବା ପରେ ରବିନା ଙ୍କ କ୍ୟାରିୟର ଶେଷ ହେଇଯାଇଥିଲା I
ଏହା ପରେ ରବିନା ଅଜୟ ଙ୍କ ସହ ଝଗଡା ଶେଷ କରିଥିଲେ ଓ ବନ୍ଧୁତା ର ହାତ ବଢାଇଥିଲେ I କିନ୍ତୁ ଅଜୟ ଏହା କୁ ଅଣଦେଖା କରିଥିଲେ I ଆଜି ମଧ୍ୟ ଦୁହିଁଙ୍କ ମଧ୍ୟ ରେ ସେହିପରି ଦୂରତା ରହିଛି I
କାଜଲ ନୁହଁ ବରଂ ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ ଅଜୟ ଦେବଗନ, କିନ୍ତୁ ଏହି କାରଣ ଯୋଗୁ ସବୁଦିନ ପାଇଁ ଅଲଗା ହେଇଯାଇଥିଲେ ଦୁହେଁ …
