କଳା ଯାଇ ଶରୀରର ଏହି ଜାଗାରେ ଥିଲେ ଭାଗ୍ୟବାନ ହୋଇଥାନ୍ତି, Samudrika Sastraରେ ରହିଛି ସବୁ ରହସ୍ୟ… ଜାଣନ୍ତୁ

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆମ ଶରୀରରେ ବିଭିନ୍ନ ଜାଗାରେ କଳାଯାଇ ଦେଖା ଯାଇଥାଏ | ତେବେ ଏହି କଳାଯାଇର ଅର୍ଥ କଣ ? କଣ ଆପଣ ଜାଣିଛନ୍ତି | ଯଦି ଜାଣି ନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ଆମର ଏହି ପୋଷ୍ଟରେ ଆପଣ ଏହାର ମାନେ ସବୁ ଜାଣି ଯିବେ| ତେବେ ଆସନ୍ତୁ ଆରମ୍ଭ କରିବା |

ନାକ ଉପରେ କଳାଯାଇ ହେବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁଭି ବ୍ୟକ୍ତି ର ନାକ ଉପରେ କଳାଯାଇ ଥାଏ ଏପରି ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି ସେ ସର୍ବଦା ନିଜର ଦୃଢ଼ ଇଛା ଶକ୍ତି ଦ୍ୱାରା ଆଗକୁ ବଢି଼ଥାନ୍ତି ନାକ ଉପରେ କଳାଯାଇ ରହିବ ହେତୁ ଏମାନଙ୍କ ସ୍ଵଭାଵ ଟିକେ ନଖରା ଦେଖେଇଲାଭଳି ହୋଇଥାନ୍ତି କିନ୍ତୁ ଏମାନଙ୍କ ମନ ବିଲକୁଲ ସଫା ହୋଇଥାଏ | ମହିଳା ହେଇଥାନ୍ତୁ କିମ୍ବା ପୁରୁଷ ଏମାନେ ଜୀବନରେ ପ୍ରଗତି ର ମାର୍ଗରେ ଆଗକୁ ବଢି଼ଥାନ୍ତି ଏବଂ ଯାହା ପ୍ରତିଜ୍ଞା କରିଦିଅନ୍ତି ତାହା ଅବଶ୍ୟ ସଫଳ କରିକି ଦେଖେଇଥାନ୍ତି |

ହାତ ପାପୁଲି ମଝିରେ କଳାଯାଇ ରହିବା

ଏମିତି ବ୍ୟକ୍ତିକୁ ଅଧିକ ଶୁଭ ମାନାଯାଇଥାଏ ଶାସ୍ତ୍ର ଅନୁସାରେ ଏମାନଙ୍କ କୌଣସିଭି କାର୍ଯ୍ୟ କେବେବି ରୋକି ନଥାଏ କିନ୍ତୁ ଏମାନଙ୍କ ଭାଗ୍ୟ ଉଦୟ ବିବାହପରେ ହିଁ ହୋଇପାରିଥାଏ ଯଦି ଧନ ର କଥା ହୁଏ ତ ଏମାନଙ୍କ ପାଖରେ କେବେବି ଧନ ର କମି ରହିନଥାଏ ଏମିତି ବ୍ୟକ୍ତି ସ୍ୱଭାବରେ ମନ ମୋହିନେଲାଭଳି ହୋଇଥାନ୍ତି |

ଗୋଡ଼ର ପାଦର ଆଙ୍ଗୁଠିରେ କଳାଯାଇ ରହିବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତିଙ୍କୁ ଭାଗ୍ୟ ଏବଂ ଧନ ର ଲାଭ ଅବଶ୍ୟ ମିଳିଥାଏ କିନ୍ତୁ ଏମିତି ବ୍ୟକ୍ତି ବୁଲାବୁଲି କରିବା ଓ ମଉଜମସ୍ତି କରିବାରେ ଇଛା ରଖିଥାନ୍ତି ଏଇ କାରଣରୁ ଏମାନଙ୍କ ପାଖରେ ଧନ କେବେବି ରହିନଥାଏ କିନ୍ତୁ ଏମେନେ ଜୀବନକୁ ଖୁବ ଉପଭୋଗ କରିଥାନ୍ତି ଏମିତି ବ୍ୟକ୍ତି ମନରୁ ଚଞ୍ଚଳ ସ୍ଵଭାଵ ର ହୋଇଥାନ୍ତି ଏବଂ ଜୀବନକୁ ମଜାମସ୍ତି ରେ କାଟିଥାନ୍ତି |

ହାତର ମଝି ଆଙ୍ଗୁଠିରେ କଳାଯାଇ ରହିବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି କଳାଯାଇ ବହୁତ କମ ଲୋକଙ୍କ ଆଙ୍ଗୁଠିରେ ଦେଖାଯାଇଥାଏ ଏବଂ ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଠିରେ ଏପରି କଳାଯାଇ ରହିଥାଏ ଏପରି ବ୍ୟକ୍ତି କର୍ମ ଓ ଭାଗ୍ୟ ଦୁଇଟିର ଧନୀ ହୋଇଥାନ୍ତି ଏପରି ବ୍ୟକ୍ତି ନିଜର ଭାଗ୍ୟ ନିଜେ ଲେଖିଦେଇଥାନ୍ତି ସେମାନଙ୍କ ଜନ୍ମ କୌଣସି ସାଧାରଣ ଘରେ ହୋଇଥାଉ ନା କାହିଁକି ସେମାନଙ୍କୁ ଆଗକୁ ବଢ଼ିବାରେ ଏବଂ ସଫଳତା ହାସଲ କରିବାରେ କେହିବି ରୋକିପାରି ନଥାନ୍ତି ଏମାନଙ୍କ ବ୍ୟକ୍ତିତ୍ୱ କଠିନ ରୁ କଠିନ ତମ ବ୍ୟକ୍ତିକୁ ସହଜ ବନାଇ ଦେଇଥାଏ ଏପରି ବ୍ୟକ୍ତି ଜୀବନରେ କେବେବି ପଛକୁ ମୋଡ଼ି ଦେଖନ୍ତି ନାହିଁ ସର୍ବଦା ନିଜ ସହିତ ଅନ୍ୟକୁଭି ଆଗକୁ ବଢାଇଥାନ୍ତି |

ଗଳାରେ କଳାଯାଇ ରହିବା

ଏମିତି ବ୍ୟକ୍ତି ଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବୁଦ୍ଧିମାନ ମାନାଯାଇଥାଏ ଏପରି ବ୍ୟକ୍ତି ଜୀବନରେ ନିଜର ବୁଦ୍ଧି ଦ୍ୱାରା ଧନ ଅର୍ଜନ କରିଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି ଯେଉଁ ମହିଳାଙ୍କ ଗଳାରେ କଳାଯାଇ ରହିଥାଏ ଏପରି ମହିଳା ସ୍ୱେନ୍ଦର୍ୟ ର ଧନୀ ହୋଇଥାନ୍ତି ଏହା ଛଡା ଚତୁର ମଧ୍ୟ ହୋଇଥାନ୍ତି ସ୍ୱେନ୍ଦର୍ୟ ଏବଂ ବୁଦ୍ଧି ଦ୍ୱାରା ପରିପୁର୍ଣ୍ଣ ଏପରି ମହିଳା ଜୀବନରେ ସଫଳତା ହାସଲ କରିଥାନ୍ତି |

କାନରେ କଳାଯାଇ ରହିବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କାନରେ କଳାଯାଇ ଥାଏ ଏମିତି ବ୍ୟକ୍ତି ବିଚାର ଶିଳ ହୋଇଥାନ୍ତି ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି ଏମାନଙ୍କ ଖାସ ଗୁଣ ଏହାଯେ ଏମାନେ ସର୍ବଦା ସମସ୍ତଙ୍କ କଥା ଶୁଣିଥାନ୍ତି କିନ୍ତୁ ନିଜର ବିଚାର ଅନୁସାରେ କାର୍ଯ୍ୟ କରିଥାନ୍ତି ଏହି କାରଣରୁ ଏମାନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି କେବେବି ଭୁଲ ସାବ୍ୟସ୍ତ ହୋଇନଥାଏ |

ଓଠରେ କଳାଯାଇ ରହିବା

ଏହା ଏକ ଏପରି ସ୍ଥାନ ଅଟେ ଯେଉଁଠାରେ କଳାଯାଇ ଦେଖାଦେବା ବହୁତ କମ କିନ୍ତୁ ଯେଉଁଭି ବ୍ୟକ୍ତି ଙ୍କୁ ଏପରି ସ୍ଵଭାଵ ପ୍ରାପ୍ତ ହୋଇଥାଏ ସେମାନଙ୍କର ଜୀବନରେ ସର୍ବଦା ଖୁସିର ମହଲ ଦେଖାଯାଇଥାଏ ଏପରି ବ୍ୟକ୍ତି ସମସ୍ତଙ୍କ ଭିତରେ ନିଜର ଏକ ଅଲଗା ପରିଚୟ ବନାଇଥାନ୍ତି ଏପରି ବ୍ୟକ୍ତିଙ୍କର ବାଣୀ ଏମାନଙ୍କର ଅସ୍ତ୍ର ହୋଇଥାଏ ଏମାନେ କଠିନ ରୁ କଠିନ କାମକୁ ନିଜର ମଧୁର ବାଣୀ ଦ୍ୱାରା ସହଜ ବନାଇଥାନ୍ତି ଯାହାଦ୍ୱାରା ସେମାନେ ଜୀବନରେ ସର୍ବଦା ସଫଳତା ପାଇଥାନ୍ତି |