କଣ ଆପଣ କେବେ ଭାବିଛନ୍ତି କେଉଁ କାରଣ ପାଇଁ କ୍ୟାନ୍ସର ରୋଗୀ ଙ୍କର ବାଳ କଟି ଦିଆଯାଇଥାଏ, ଜାଣନ୍ତୁ ଏହି ରହସ୍ୟ

ସର୍ବଦା ଆପଣ ଶୁଣିଥିବେ କ୍ୟାନ୍ସର ଏକ ଭୟାନକ ରୋଗ ଅଟେ I ତେବେ ସବୁ କ୍ୟାନ୍ସର ରୋଗୀ ଙ୍କୁ ଆପଣ ଦେଖଥିବେ ତାଙ୍କ ର ବାଳ କଟାଯାଇଥାଏ I ବିଗତ ଦିନ ରେ ବଲିଉଡ ର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଙ୍କ ର ବି ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର ହେଇଥିଲେ ଯେଉଁଠାରେ ତାଙ୍କ ର ମୁଣ୍ଡ ବାଳ ନ ଥିଲା I ତେବେ ଆପଣ ଙ୍କ ମନ ରେ ଏହି ପ୍ରଶ୍ନ ଆସିଥାଏ କି କଣ ପାଁଇ କ୍ୟାନ୍ସର ରୋଗୀ ଙ୍କ ର ମୁଣ୍ଡ ରେ ବାଳ ନ ଥାଏ I

ଔଷଧ ର ପ୍ରଭାବ – କ୍ୟାନ୍ସର ରୋଗୀ ଙ୍କୁ ଅନେକ ଔଷଧ ସେବନ କରିବାକୁ ପଡିଥାଏ I ଏବଂ ଯନ୍ତ୍ର ରୁ ଉପଶମ ପାଇବାକୁ ଅନେକ ଇଞ୍ଜେକ୍ସନ ବି ଦିଆ ଯାଇଥାଏ I ଏହି ଔଷଧ ର ସେବନ ଦ୍ୱାରା ରୋଗୀ ଙ୍କ ର ଶରୀର ଉପରେ ଅନେକ ସାଇଡଇଫେକ୍ଟ ବି ପଡିଥାଏ I

କେମୋଥେରାପି – କ୍ୟାନ୍ସର ରୋଗୀ ଙ୍କୁ ଭଲ କରିବାକୁ ଡାକ୍ତର ତାଙ୍କୁ କେମୋଥେରାପି ଦେଇଥାନ୍ତି ଯାହା ଦ୍ୱାରା କ୍ୟାନ୍ସର ସେଲସ ଗୁଡିକ ନଷ୍ଟ ହେଇଥାଏ I ଏବଂ ରାସାୟନିକ ପ୍ରଭାବ ରୁ ରକ୍ଷ୍ୟା କରିବାକୁ ଏହି ବାଳ କୁ କାଟିବାକୁ ପଡିଥାଏ I

ସ୍କେଲପ କୁଲିଙ୍ଗ – ବାଳ ଝାଡ଼ିବା ର ସମସ୍ୟା କମାଇବାକୁ କିଛି ସ୍କେଲପ କୁଲିଙ୍ଗ ର ପ୍ରୟୋଗ ବି କରାଯାଇଥାଏ I ଯେଉଥିବେ ସମ୍ପୂର୍ଣ ରୂପେ ବାଳ କଟାଯାଇଥାଏ I