କଣ ଆପଣ ଦେଇ ପାରିବେ ସଠିକ ଉତ୍ତର.. ତେବେ କୁହନ୍ତୁ ଝିଅଟିର ନାଁ କଣ Odia Quiz

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ କିଛି ମଜାଦାର ପହଲିର ଉତ୍ତର ଜାଣିବା।

୧. ମଧୁପୁର ଗାଁରେ ରମବାବୁ ନାମରେ ଜଣେ ଛୋଟ କିରାଣୀ ଥିଲେ। ସେ ତାଙ୍କ ଦୋକାନରେ ମିଟୁ ବୋଲି ଜଣେ ଲୋକକୁ ରଖିଥିଲେ। ଦିନେ ରମବାବୁ କିଛି କାମରେ ମିଟୁକୁ ଦୋକାନରେ ଛାଡି ଚାଲିଗଲେ। ମିଟୁ ଟିକେ ଚୋର ପ୍ରକୃତିର ହୋଇଥିବାରୁ ଦୋକାନରୁ ୧୦୦ ଟଙ୍କା ଚୋରି କରିଦେଲା। କିଛି ସମୟ ପରେ ଯେତେବେଳେ ରାମବାବୁ ଫେରିଲେ ସେହି ସମୟରେ ମିଟୁ ରମବାବୁଙ୍କୁ ୧୦୦ ଟଙ୍କା ଦେଇ ୫୦ ଟଙ୍କାର ଜିନିଷ କିଣିଲା। ରାମବାବୁ ମିଟୁକୁ ଜିନିଷ ସହ ବଳକା ୫୦ ଟଙ୍କା ଫେରାଇଲେ। ଏବେ ଆପଣ କହିପାରିବେ କି ରାମବାବୁଙ୍କର ମୋଟ୍ କେତେ ଟଙ୍କା କ୍ଷତି ହେଲା?

ତେବେ ଏହାର ସଠିକ ଉତ୍ତରହେଲା – ୧୦୦ ଟଙ୍କା କ୍ଷତି ହେଲା।

୨. ଝିଅର ନାମ କଣ ହେବ?

କା+ ଜଳ=?

ସଠିକ ଉତ୍ତର- କାଜଲ

୩. ସେ କେଉଁ ପରିବା ଅଟେ ଯେଉଁଥିରେ ଜିଲ୍ଲା, ଭାଷା ଓ ଦେଶ ଏହି ୩ ଟିର ନାମ ରହିଛି?

ଉତ୍ତର – ଭିଣ୍ଡି (bhindi)

୪. ମିଷ୍ଟର୍ ମେହେରା ବାବୁଙ୍କର ମଡର୍ ହୋଇଯାଇଛି। ଛାନ୍ ବିନ୍ କରିବାପାଇଁ ପୋଲିସ ବାବୁ ଆସୁଛନ୍ତି। ପ୍ରଥମେ ପୋଲିସ ବାବୁ ଘରେ ଥିବା ତିନିଜଣ ଲୋକଙ୍କୁ ପଚରାଉଚୁରା କରୁଛନ୍ତି। ମିଷ୍ଟର୍ ମେହେରା ବାବୁଙ୍କ ସ୍ତ୍ରୀ କହୁଛନ୍ତି ମୁଁ ରୁମ୍ ରେ ବୁକ୍ ପଢ଼ୁଥିଲି। ମତେ କିଛିବି ଜଣାନାହିଁ ତାଙ୍କର ମୃତ୍ୟୁ କେମିତି ହେଲା। ତାଙ୍କ ପୁଅ କହୁଚି ମୋର ହାତ ଭାଙ୍ଗି ଯାଇଛି ମୁଁ ଦିନସାରା ଶୋଇଥିଲି ଆଉ ମୁଁ ମୋ ରୁମରେ ହିଁ ଥିଲି। କୁକ୍ କହୁଛି ମୁଁ ଖାଇବା ବନାଉଥିଲି। ତିନି ଜଣଙ୍କ କଥା ଶୁଣିବା ପରେ ଓ ଘରକୁ ଦେଖିବା ପରେ ପୋଲିସ ବାବୁଙ୍କୁ କିଛି ବି ପ୍ରମାଣ ମିଳିଲା ନାହିଁ ସେ ଚାଲିଗଲେ। ପୁଣି ପର ଦିନ ଆସିଲେ ଆଉ ଥରେ କିଛି ପଚାରିବା ପାଇଁ, ସେ ତିନି ଜଣଙ୍କୁ ଦେଖି ଜାଣିପାରୁଛନ୍ତି ମିଷ୍ଟର୍ ମେହେରା ବାବୁଙ୍କୁ କିଏ ମାରିଛି। ପ୍ରଥମ ଦିନ ଓ ଦିତ୍ୱିୟ ଦିନରେ ଏମିତି କଣ ହେଲା ଯେ ପୋଲିସ ବାବୁ ହତ୍ୟାରାକୁ ଜାଣିପାରିଲେ। ଆପଣ କହିପାରିବେ କି?

ଉତ୍ତର- ମିଷ୍ଟର୍ ମେହେରା ବାବୁଙ୍କ ପୁଅ ହିଁ ତାଙ୍କୁ ମାରିଛି। ଯେତେବେଳେ ପ୍ରଥମ ଦିନ ପୋଲିସ ବାବୁ ଆସିଥିଲେ ତାଙ୍କର ବାମ ହାତ ଭାଙ୍ଗି ଥିଲା ଏବଂ ଦିତ୍ଵିୟ ଦିନରେ ଯେତେବେଳେ ପୋଲିସ ବାବୁ ଆସିଲେ ତାଙ୍କର ଡାହାଣ ହାତ ଭାଙ୍ଗା ଅଛି ସେଥିପାଇଁ ପୋଲିସ ବାବୁ ଜାଣିପାରିଲେ।

୫. ଝିଅଟିର ନାମ କଣ ହେବ?

Ring+ key=

ଉତ୍ତର- ରିଙ୍କି

୬. ଦୁଇଟି ଟ୍ରେନ ପରସ୍ପର ପ୍ରତି ଆଗକୁ ଆସୁଥିଲେ ସମାନ ଟ୍ରାକରେ ସମାନ ତାରିଖରେ ଠିକ୍ ୭ ଟା ସମୟରେ ହେଲେ ବି ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା ହେଉ ନଥିଲା, ଏହା କେମିତି ସମ୍ଭବ ଅଟେ।

ଉତ୍ତର- ଗୋଟିଏ ଟ୍ରେନ ସକାଳ ୭ ଟାରେ ଆସୁଥିଲା ଅନ୍ୟ ଟ୍ରେନ ଟି ରାତି ୭ ଟାରେ ଆସୁଥିଲା ସେଥିପାଇଁ ପରସ୍ପର ମଧ୍ୟରେ ଦୁର୍ଘଟଣା ହେଉନଥିଲା।