ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଏ ଦୁନିଆରେ ଆଉ ନାହାନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର କିଛି ବାଟ ଚାଲି ପୁଣି ସେ ଫେରି ଯାଇଛନ୍ତି ଅଫେରା ଦୁନିଆକୁ ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାର ହେଉଛି କି ତପୁ ଙ୍କ ଥିଲା ସେଇଆ ଥିଲା କିନ୍ତୁ ଆପଣମାନେ ତାଙ୍କର ପ୍ରକୃତରେ ଶେଷ ଇଛା କଣ ଜୀବନର ସବୁଠାରୁ ବଡ ଦୁଃଖ କଣ ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ପ୍ରକୃତରେ ତପୁ ମିଶ୍ର ଙ୍କର ଶେଷ ଇଛା କଣ ଥିଲା |
ଦର୍ଶକବନ୍ଧୁ ପପୁଲାର ମ୍ୟୁଜିକ ଟିଭି ଚାନେଲ ତରଙ୍ଗ ମ୍ୟୁଜିକ ର ଏକ ସ୍ପେସିଆଲ ଇଣ୍ଟରଭ୍ୟୁ ସୋ ସିକ୍ରେଟ ଷ୍ଟୋରି ଅଫ ସେଲିବ୍ରେଟି ରେ ତପୁ ମିଶ୍ରଙ୍କୁ ଇନଭାଇଟି କରାଯାଇଥିଲା ଯାହାର ୟାଙ୍କର ଥିଲେ ଅଶ୍ୱିନ ତେବେ ଦର୍ଶକବନ୍ଧୁ ଅଶ୍ୱିନ ତପୁ ମିଶ୍ରଙ୍କୁ ପ୍ରଥମେ ପଚାରିଥିଲେ ଆରମ୍ଭରେ ତପୁ ବର୍ଷ କୁ ଅନେକ ଫିଲ୍ମ ରେ ଗୀତ ଗାଉଥିଲେ କିନ୍ତୁ ଏବେ ସେ କାହିଁକି କୌଣସି ଗୀତ ରେ ନଜର ଆସୁନାହାନ୍ତି ଏହାର ଉତ୍ତର ରେ ତପୁ କହିଥିଲେ କି ତାଙ୍କର ସଂଗୀତ କଳା ତଥା ତାଙ୍କର ସ୍ୱାଭିମାନ ସନମାନ କୁ ବହୁତ ଭଲପାଆନ୍ତି |
ଆଗରୁ 90 ଦଶକରେ ଗୋଟେ ଗୀତ ଗାଇବା ପାଇଁ ଯେତିକି ପାରିଶ୍ରମିକ ମିଳୁଥିଲା ବର୍ତମାନ ମଧ୍ୟ ସେତିକି ମିଳୁଛି ଆଉ ମୁ ସେ ତାଙ୍କ 4000 ରେ ମୁ ମୋ ସଂଗୀତ କୁ ବିକ୍ରି କରିବାକୁ ଚାହୁଁନି ମୋର ପଛେ ସ୍ୱାଭିମାନ ତଳେ ପଡୁ କିନ୍ତୁ ମୋ ସଂଗୀତ ତଳେ ନ ପଡୁ ମୁ ସେଇ ସିଙ୍ଗର ମାନଙ୍କୁ ଅନୁରୋଧ କରିବି ଯେଉଁମାନେ ଟଙ୍କା 2000 ରେ ଯାଇ କାମ କରୁଛନ୍ତି ସେମାନେ ଏସବୁ ବନ୍ଦ କରନ୍ତୁ କାରଣ ବୋଲିଉଡ଼ ଯାଇ କେଉଁଠି ପହଁଚିଲାଣି ହେଲେ ଆମେ ଆଗେଇ ପାରୁନି |
ଏହାପରେ ଅଶ୍ୱିନ ପଚାରିଥିଲେ ତପୁ ଙ୍କର ସବୁଠୁ ବଡ ଉଇସ କଣ ଜୀବନର ଏହାର ଉତ୍ତର ରେ ତପୁ କହିଥିଲେ ମୁ ନିରୀହ ଗରିବ ପିଲାଙ୍କ ପାଇଁ ଗୋଟେ ମାଗଣା ସଂଗୀତ ସ୍କୁଲ ଖୋଲିବାକୁ ଚାହୁଁଚି ଯେଉଁଥିରେ ଗରିବ ପିଲାମାନେ ଉପକୃତ ହେବେ ତେବେ ତପୁଙ୍କ ଏଇ ଇଛା ତ ଇଛା ହୋଇ ରହିଗଲା ତେବେ ତପୁ ଙ୍କ ନା ରେ ଏଇଭଳି ସ୍କୁଲ ଟେ ଖୋଲିବାକୁ ଆପଣମାନେ କେତେ ଏକ୍ସାଇଟେଡ ଆମକୁ ନିଶ୍ଚେ କମେଣ୍ଟ କରନ୍ତୁ |