ବନ୍ଧୁଗଣ ଯଦି ଓ ଆମେମାନେ ଏକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ର ଦୁନିଆରେ ବଞ୍ଚିଛୁ ତଥାବି ଆମେ ଆମ ପୂର୍ବପୁରୁଷ ମାନଙ୍କର କଥା ତଥା ଭବିଷ୍ୟବାଣୀ କୁ କେବେ ହେଲେ ଅବହେଳା କରିପାରିବା ନାହିଁ ତେବେ ବନ୍ଧୁଗଣ ଯଦି ଆମେ ପୁରୁଣା ଶାସ୍ତ୍ର ଓ ଜ୍ଞାନୀ ଲୋକ ଙ୍କ ଭବିଷ୍ୟ ବାଣୀ କୁ ଦେଖିବେ ତେବେ ନିଶ୍ଚିତ ଭାବରେ ଜାଣିପାରୁଥିବେ ସେମାନେ ତାଙ୍କ ଜ୍ଞାନ ଓ ପର୍ଯ୍ୟବିକ୍ଷଣ ମାଧ୍ୟମରେ ଯାହାବି ଭବିଷ୍ୟ ବାଣୀ ଦେଇଥିଲେ ତାହା ଧୀରେ ଧୀରେ ସମୟ ଚକ୍ର ରେ ସତ ହେବାକୁ ଯାଉଛି |
ତେବେ ଏଇ ପୂର୍ବ ପୁରୁଷର ବାଣୀ ମଧ୍ୟରୁ ଅଚ୍ୟୁତା ନନ୍ଦ ଙ୍କର ମାଳିକା ବଚନ ଅନ୍ୟତମ ଵର୍ତମାନ ଦେଖା ଯାଉଛି କି ଅଚ୍ୟୁତ ନନ୍ଦ ତାଙ୍କ ମାଳିକାରେ ଯାହା କିଛି ଭି ଭବିଷ୍ୟ ବାଣୀ କରିଥିଲେ ତାହା ସତରେ ପ୍ରକାଶିତ ହେବାକୁ ଯାଉଛି ତେବେ ଅଚ୍ୟୁତାନନ୍ଦ ତାଙ୍କର ଲିଖିତ ମାଳିକା ବଚନରେ ଏହା କିଛି ଭି ଲେଖାଯାଇଥିଲା ତଥା ସମଗ୍ର ବିଶ୍ୱ ଉପରେ ଭବିଷ୍ୟବାଣୀ କରାଯାଇଥିଲା ତାହା ସତରେ ପ୍ରମାଣିତ ହାଇଛି |
ତେବେ ଅଚ୍ୟୁତା ନନ୍ଦ ଙ୍କର ଦ୍ୱାରା କରାଯାଇଥିବା ଭବିଷ୍ୟ ବାଣୀ କରୋନା ମରାହାତ୍ମକ ରୋଗ ର ସୂଚନା ସେ ଦେଇଥିଲେ ଏବଂ ବର୍ତମାନ ଆପଣମାନେ ଦେଖୁଥିବେ ଯେ ତାହା ସତରେ ହେଉଛି ଏବଂ ଯାହା ଆରମ୍ଭ ହୋଇଥିଲା 2020 ର ପ୍ରାରମ୍ଭ ରୁ ତାହା ଏପର୍ଯ୍ୟନ୍ତ ଶେଷ ହବାରେ ନାମ ନେଉନାହିଁ ତେବେ ଏହି ପରିସ୍ଥିତି ରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ କଣ ଅଚ୍ୟୁତା ନନ୍ଦ ଭବିଷ୍ୟବାଣୀ ରେ କରୋନା ର ପ୍ରକୋପ କଥା କୁହାଯାଇଛି ତେବେ କେଉଁଠାରେ କଣ ଲେଖାଯାଇନାହିଁ କି କେଉଁଠାରେ ଓ କେବେ କିପରି ଭାବେ ଏ ମରାହାତ୍ମକ କରୋନା ଭୁତାଣୁ ର ବିନାଶ ହେବ ତେବେ ଏହି ପ୍ରଶ୍ନ ର ଉତ୍ତରରେ ଜଣା ପଡିଛି ଯେ ମହା ପୁରୁଷମାନେ ଲକ୍ଷ ଲକ୍ଷ ଗ୍ରନ୍ଥ ଲେଖିଛନ୍ତି ତେବେ ଏହି ଲକ୍ଷ ଲକ୍ଷ ଗ୍ରନ୍ଥ ମାନଙ୍କ ମଧ୍ୟରୁ ଏକ ଗ୍ରନ୍ଥରେ ଏହି କରୋନା ମହାମାରୀ ର ଅନ୍ତ ବହୁତ ଶୀଘ୍ର ହୋଇଯିବ ବୋଲି କୁହାଯାଇଛି |
ତେବେ ଅଚ୍ୟୁତାନନ୍ଦ ଙ୍କର ଏକ ଗ୍ରନ୍ଥରେ ଭବିଷ୍ୟବାଣୀ କରାଯାଇଛି କି ଏହି କରୋନା ର ଆକ୍ରାନ୍ତ ସମସ୍ତ ଦେଶରେ ଭିନ୍ନ ଭିନ୍ନ ପରିମାଣରେ ଦେଖାଯିବ କେଉଁଠାରେ ଅଧିକ ତ କେଉଁଠାରେ କମ ପରିମାଣରେ ଦେଖାଯିବ | ବର୍ତମାନ ଏହା ପ୍ରାୟ ବହୁତ ଦୂତ ଗତିରେ ଆଗକୁ ବଢୁଛି ଯାହାକି ଆଉ କିଛିଦିନ ଭିତରେ ଥମିବାକୁ ଲାଗିବ ଅଚ୍ୟୁତା ନନ୍ଦ ଲେଖିଛନ୍ତି ଯେ ଏହି ମହାମାରୀ ର ପ୍ରଭାବ ରେ ସବୁ ରାଜ୍ୟ ପ୍ରଭାବିତ ହେବ କିନ୍ତୁ ଜଗନ୍ନାଥ ଙ୍କର କ୍ଷେତ୍ର ବହୁତ କମ ପ୍ରଭାବିତ ହେବ |
କରୋନାର ଖେଳ ଶେଷ… ମାଳିକା ଦେଲା ପ୍ରମାଣ… ଦେଖନ୍ତୁ ପ୍ରମାଣ… Malika ବଚନ…
