କାଶ୍ମୀର ଝିଅ ମାନେ ଏହି କାରଣରୁ ଅନ୍ୟ ରାଜ୍ୟର ଯୁବକ ସହ ବିବାହ କରନ୍ତି ନାହିଁ… ଏହା ହେଉଛି ମୁଖ୍ୟ କାରଣ .. ଜାଣିଲେ ମୁଣ୍ଡରେ ଦେବେ ହାତ ..

ସର୍ବଦା ଆପଣ ଦେଖିଥିବେ ଜାମୁ କାଶ୍ମୀର କୁ ନେଇ ଭାରତ ପାକିସ୍ତାନ ମଧ୍ୟ ରେ ବିବାଦ ଲାଗି ରହିଛି I ଯାହା କୁ ନେଇ ପାକିସ୍ତାନ ସର୍ବଦା କୌଣସି ନା କୌଣସି ହରକତ କରିଥାଏ I କିଛି ଏପରି ହେଇଚି ଗତ 14 ଫ୍ରେବୁଆରି ରେ ପୁଲବାମା ଆତଙ୍କୀ ଆକ୍ରମଣ ରେ I ଏଠାରେ ଅନେକ ଭାରତୀୟ ଯବାନ ସହିଦ ହେଇଛନ୍ତି I ବର୍ତମାନ ଜାମୁ କାଶ୍ମୀର ରେ ଲାଗୁ ହେଇଥିବା ଧାରା 370 ର ଉଛେଦ ପାଁଇ ଲୋକେ ଦାବି କରିଛନ୍ତି I ତେବେ ଆପଣ ମଧ୍ୟ ଏହି କଥା ଭାବୁଥିବେ କଣ ଏହି ଧାରା 370…

ପ୍ରଥମ – ଜାମୁ କାଶ୍ମୀର ରେ ବିଧାନସଭା କାର୍ଯ୍ୟକାଳ 6 ବର୍ଷ ହେଇଥାଏ , ଭାରତ ର ଅନ୍ୟ ରାଜ୍ୟ ରେ ଏହି କାର୍ଯ୍ୟକାଳ 5 ବର୍ଷ ର ହେଇଥାଏ I

ଦ୍ୱିତୀୟ – ଜାମୁ କାଶ୍ମୀର କୌଣସି ମହିଳା ଯଦି ପାକିସ୍ତାନ ର କୌଣସି ବ୍ୟକ୍ତି ଙ୍କୁ ବିବାହ କରନ୍ତି ତେବେ ସେହି ବ୍ୟକ୍ତି ଙ୍କୁ ଭାରତୀୟ ନାଗରିକତା ପ୍ରାପ୍ତି ହେବ I

ତୃତୀୟ – ଭାରତ ରେ ଲାଗୁ ହେଇଥିବା ଆଇନି ଜାମୁ କାଶ୍ମୀର ରେ ଲାଗୁ ହେବ ନାହିଁ I ଯାହା କୁ ନେଇ ଭାରତ ର ଆଇନି ବ୍ୟବସ୍ତା ରେ ସର୍ବଦା ପ୍ରଶ୍ନବାଚୀ ଲାଗି ରହୁଥିଲା I

ଚତୁର୍ଥ – ଜାମୁ କାଶ୍ମୀର ରେ ରହୁଥିବା ଲୋକ ଙ୍କୁ ଦୁଇ ଦୁଇଟି ନାଗରିକତା ମିଳିଛି କିନ୍ତୁ ଭାରତ ର ଅନ୍ୟ ରାଜ୍ୟ ରେ ରହୁଥିବା ଲୋକଙ୍କୁ କେବଳ ଗୋଟେ ନାଗରିକତା ମିଳିଛି I

ପଞ୍ଚମ – ଜାମୁ କାଶ୍ମୀର ର ମହିଳା ଙ୍କ ଉପରେ ଶ୍ରୀୟତ ଆଇନି ଲାଗୁ ହେଇଥାଏ ଯାହା କି ଅନ୍ୟ ରାଜ୍ୟ ରେ ନାହିଁ I

ଷଷ୍ଠ – ଜାମୁ କାଶ୍ମୀର ରେ ଭାରତ ର ପତାକା ଲଗାଯାଇ ନ ଥାଏ I ଏହି ରାଜ୍ୟ ରେ ଏକ ଅଲଗା ପତାକା ଲଗାଯାଇଥାଏ I

ସପ୍ତମ – ଜାମୁ କାଶ୍ମୀର ରେ ଭାରତୀୟ ପତାକା ର ଅପମାନ ହେଇକି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଇ ନ ଥାଏ I

ଅଷ୍ଟମ – ଜାମୁ କାଶ୍ମୀର ର କୌଣସି ମହିଳା ଯଦି ଭାରତ ର ଅନ୍ୟ ରାଜ୍ୟ ର କୌଣସି ବ୍ୟକ୍ତି ଙ୍କୁ ବିବାହ କରିଥାନ୍ତି ତେବେ ତାଙ୍କ ନାଗରିକତା ସମାପ୍ତ ହେଇଥାଏ I ଏହା ପରେ ସେହି ମହିଳା ନିଜ କୁ କାଶ୍ମିରୀ କହିପାରିବେ ନାହିଁ I