ସଲ୍ମାନ ଙ୍କ ର ଆଜିକା ସମୟ ରେ କୌଣସି ବି ପରିଚୟ ର ଆବଶ୍ୟକତା ନାହିଁ I ସଲ୍ମାନ ଙ୍କ ର ଫିଲ୍ମ ସବୁଠାରୁ ଭଲ ବ୍ୟବସାୟ ବି କରିଥାଏ ଏବଂ ଭାରତ ରେ ଅଧିକାଂଶ ଲୋକେ ସଲ୍ମାନ ଙ୍କ ର ଫିଲ୍ମ ହିଁ ଦେଖିବାକୁ ପସନ୍ଦ କରିଥାନ୍ତି I ସଲ୍ମାନ ଆଜିକା ସମୟ ରେ ଜଣେ ସୁପରଷ୍ଟାର ଅଟନ୍ତି I ଏହା ସହ ସେ ଜଣେ ଭଲ ମଣିଷ ବି ଅଟନ୍ତି I
ଏପରି ଖବର ମୁତାବିକ ଶୁଣିବାକୁ ମିଳିଛି କି ସଲ୍ମାନ କାତ୍ରିନା ଙ୍କୁ ଖୁବ ପସନ୍ଦ କରିଥାନ୍ତି I ଏବଂ ଆଗାମୀ ସମୟ ରେ ପରସ୍ପର କୁ ବିବାହ ବି କରିପାରନ୍ତି ବୋଲି ସୂଚନା ମିଳିଛି I ସେ ସର୍ବଦା ପ୍ରତୋକ ସମୟ ରେ କାତ୍ରିନା ଙ୍କ ର ସହାୟତା କରି ଆସୁଛନ୍ତି I କାତ୍ରିନା ଙ୍କ ର କ୍ୟାରିୟର ବଲିଉଡ ରେ ଯଦି ସଫଳ ହେଇଚି କେବଳ ସଲ୍ମାନ ଙ୍କ କାରଣ ରୁ ହିଁ ସଫଳ ହେଇଚି I ଫିଲ୍ମ ଭାରତ ରେ କାତ୍ରିନା ଙ୍କୁ କାମ କରିବା ର ସୁଯୋଗ କେବଳ ସଲ୍ମାନ ହିଁ ଦେଇଛନ୍ତି I
ଏହି ଫିଲ୍ମ ରେ ସଲ୍ମାନ ପଇସା ଲଗାଉଛନ୍ତି , ଏପରି ବି ଶୁଣିବାକୁ ମିଳିଛି ଫିଲ୍ମ ଟି ବହୁତ ବଡ଼ ଅଟେ I ଏବଂ ଏହି ଫିଲ୍ମ ର ବଜେଟ ବି ବଡ଼ ଅଟେ , ଫିଲ୍ମ ଟି ଆଗାମୀ 2019 ରେ ରିଲିଜ ହେବ I ଫିଲ୍ମ ର ବଜେଟ ପ୍ରାୟ 150 କୋଟି ଅଟେ I ଏହା ସଲ୍ମାନ ଓ କାତ୍ରିନା ଙ୍କ ର ବର୍ତମାନ ପର୍ଯ୍ୟନ୍ତ ର ସବୁଠାରୁ ବଡ଼ ଫିଲ୍ମ ଅଟେ I