କେବଳ ଭାରତ ନୁହଁ ପୁରା ବିଶ୍ୱାର ସବୁଠାରୁ ଧନୀ ଅଭିନେତ୍ରୀ ହେଉଛନ୍ତି ଇଏ, ସମ୍ପତି ଏତେ କି ଖର୍ଚ୍ଚ ସାରା ଜୀବନ ଖର୍ଚ୍ଚ କରିଲେ ସରିବନି

ସାରା ବଲିଉଡ ର ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି ଘଟଣା କୁ ନେଇ କିମ୍ଭା ନିଜ ର ଅଭିନୟ କାରଣ ରୁ ବେଶ ଚର୍ଚା ରେ ରହିଥାନ୍ତି I ଏପରି କିଛି ଅଭିନେତ୍ରୀ ଯେଉଁମାନେ ଅଧିକ ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ ଆଜି ଆମେ ଏପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ସାରା ଭାରତ ର ଧନୀ ଅଭିନେତ୍ରୀ ଅଟନ୍ତି I

ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହେଉଛନ୍ତି ଐଶ୍ୱର୍ଯ୍ୟ ରାୟ ବଚ୍ଛନ I ଅନ୍ୟ ଅଭିନେତ୍ରୀ ଙ୍କ ତୁଳନା ରେ ଐଶ୍ୱର୍ଯ୍ୟ ଙ୍କ ପାଖ ରେ ପ୍ରଚୁର ଟଙ୍କା ରହିଛି I ସୁନ୍ଦରତା ମାମଲା ରେ ମଧ୍ୟ ଐଶ୍ୱର୍ଯ୍ୟ କିଛି କମ ନୁହନ୍ତି I ତାଙ୍କ ର ଫ୍ୟାନ୍ସ ଙ୍କ ସାକ୍ଷ୍ୟ ମଧ୍ୟ ଖୁବ ଅଧିକ ଅଟେ I ତାଙ୍କ ସୁନ୍ଦରତା କୁ ନେଇ କେବଳ ଭାରତ ରେ ନୁହେଁ ବିଦେଶ ର ମଧ୍ୟ ଚର୍ଚ୍ଚା ଦେଖିବାକୁ ମିଳିଥାଏ I

ଐଶ୍ୱର୍ଯ୍ୟ ସର୍ବଦା ସାଧାରଣ ଜୀବନ ଅତିବାହିତ କରିଥାନ୍ତି ଏବଂ 1 ନଭେମ୍ବର 1973 ରେ କର୍ଣ୍ଣାଟକ ରେ ତାଙ୍କ ର ଜନ୍ମ I 90 ଦଶକ ରେ ସେ ଫିଲ୍ମ ଜଗତ ରେ ଅନେକ ଲୋକପ୍ରିୟତା ହାସିଲ କରିଛନ୍ତି କିନ୍ତୁ ବର୍ତମାନ ସମୟ ରେ ସେ ବଲିଉଡ ଜଗତ ରୁ ଦୁରେଇ ଯାଇଛନ୍ତି ଏବଂ ନିଜ ର ବୈବାହିକ ଜୀବନ ରେ ନିଜ କୁ ବ୍ୟସ୍ତ ରଖିଛନ୍ତି I

ଦେଖିବାକୁ ଗଲେ କେବଳ ଐଶ୍ୱର୍ଯ୍ୟ ରାୟ ବଚ୍ଛନ ଙ୍କ ପାଖ ରେ ହିଁ 500 କୋଟି ଟଙ୍କା ର ସମ୍ପତି ରହିଛି I ଏବଂ ଏହି ମାମଲା ରେ ଅନ୍ୟ ଅଭିନେତ୍ରୀ ଙ୍କ ଠାରୁ ସେ ଅଧିକ ଆଗୁଆ ଅଛନ୍ତି I ଏବଂ ସୁନ୍ଦରତା ମାମଲା ରେ ମଧ୍ୟ ସେ କିଛି କମ ନୁହନ୍ତି I

ସୂଚନା ମୁତାବିକ ଐଶ୍ୱର୍ଯ୍ୟ ରାୟ ବଚ୍ଛନ ମିସ ୱାର୍ଲଡ ମଧ୍ୟ ଥିଲେ ଏବଂ ମିସ ଇଣ୍ଡିଆ ମଧ୍ୟ ଥିଲେ I ଏବଂ ଏହା ପରେ ସେ ଅମିତାଭ ଙ୍କ ର ପୁଅ ଅଭିଷେକ ଙ୍କ ସହ ବିବାହ କରିଥିଲେ I ବିବାହ ପରେ ସେ ଫିଲ୍ମ ଜଗତ ରୁ ଦୁରେଇ ଯାଇଛନ୍ତି I