କେନ୍ଦ୍ରାପଡାରେ ଯେତେବେଳେ ରାଗରେ ଏହି Naguni ପୁରା ଗାଁକୁ କରିଦେଲା ନିଜ ବସରେ, ତାପରେ ଯାହା ଘଟିଲା ଆଜି ଯାଏଁ ମାନେ ରଖିଛନ୍ତି ସମସ୍ତେ…

ନମସ୍କାର ବନ୍ଧୁଗଣ କୁହାଯାଏ ଇଚ୍ଛାଧାରୀ ନାଗ ନାଗୁଣୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହନ୍ତି ତାଙ୍କର ସ୍ଵାଭାବିକ ମୃତ୍ୟୁ ହୋଇ ନଥାଏ ଯଦି ତାଙ୍କୁ କେହି ମାରିଦିଏ ତାହେଲେ ଯାଇ ତାଙ୍କର ମୃତ୍ୟୁ ହୋଇଥାଏ ମନୁଷ୍ୟଙ୍କ ରୂପ ଧାରଣ କରି ସେ ଆମ ଆଖପାଖରେ ହିଁ ବୁଲିଥାନ୍ତି ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଏହା ସତ୍ୟ ଘଟଣା ବିଷୟରେ ଜାଣିବା ଯେଉଁଠାରେ ଏକ ରାଜା ଆଉ ରାନୀ ନିଜର ଏକ ଖାସ୍ ଇଚ୍ଛାକୁ ମନରେ ରଖି ମରିଗଲେ ଆଉ ତାପରେ କଣ ହେଲା ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ କେନ୍ଦ୍ରାପଡାରେ ସ୍ଥିତ ଏକ ମହଲରେ ଆଜିବି ଏକ ଇଚ୍ଛାଧାରୀ ନାଗ ନାଗୁଣୀ ରହୁଛନ୍ତି କୁହାଯାଏ କି କେନ୍ଦ୍ରାପଡା ପାଖରେ ଥିବା ଗୁଲୁପୁର ଗାଁରେ ରହୁଥିବା ଅଙ୍କିତ ପାଲ୍ ଗାଁରେ ବୁଲୁ ବୁଲୁ ଏହି ମନ୍ଦିର ପାଖଦେଇ ଯାଉଥିଲେ ସେହି ସମୟରେ ତାଙ୍କୁ ମହଲରୁ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳିଲା ଏହି ଶବ୍ଦ ଏକ ସ୍ତ୍ରୀ ଲୋକର କାନ୍ଦିବାର ଶବ୍ଦ ଥିଲା ଯେତେବେଳେ ସେ ସେହି ମହଲ ଭିତରକୁ ଗଲେ ସେଠାରେ ଏକ ସୁନ୍ଦର କନ୍ୟାକୁ କାନ୍ଦୁଥିବାର ଦେଖିଲେ |

ଯେବେ ଅଙ୍କିତ କଣ ପାଇଁ କାନ୍ଦୁଛ ବୋଲି ସେହି ମହିଳାକୁ ପଚାରିଲା ସେ କହିଲା ସେ ତାର ପୁଅ ସହିତ ନିଜର ଶାଶୁଘର ଯାଉଥିଲା ଆଉ ଯେତେବେଳେ ସେ ଏହି ମହଲ ପାଖରେ ପହଞ୍ଚିଲି ତାଙ୍କ ପୁଅ ଏହି ମହଲ ଭିତରକୁ ଚାଲିଗଲା କିନ୍ତୁ ଏବେ ମୋ ପୁଅ ମତେ ମିଳୁନାହିଁ ଏହାପରେ ଅଙ୍କିତ କହିଲେ ଚିନ୍ତା କର ନାହିଁ ତୁମର ପୁଅ ଏହିଠାରେ କେଉଁଠି ବୁଲୁଥିବ ମିଳିଯିବ ମୁଁ ତାକୁ ଏବେ ଖୋଜିକୁ ଆସୁଛି ଆଉ ଏହାପରେ ଅଙ୍କିତ ସେହି ମହଲ ଭିତରକୁ ଚାଲିଗଲା ସେ କିଛି ବାଟ ଯାଇଥିଲେ ତାଙ୍କୁ ସାପର ଗର୍ଜନ ଶୁଭିଲା ଆଉ ଯେତେବେଳେ ସେ ପଛକୁ ଚାହିଁଲା ତାର ହୋସ୍ ଉଡ଼ିଗଲା ଏହି ମହିଳାଙ୍କର ଉପର ଶରୀର ମନୁଷ୍ୟ ପରି ଥିଲା କିନ୍ତୁ କମର ତଳକୁ ସାପ ଭଳି ହୋଇ ଯାଇଥିଲା ଆଉ ସେହି ନାଗୁଣୀ ଅଙ୍କିତକୁ ମାରିଦେଲା କିନ୍ତୁ ସେହି ନାଗୁଣୀ ଏପରି କାହିଁକି କରିଲା ଏବଂ ସେହି ନାଗୁଣୀ ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ କାହିଁକି ମାରିଲା ଏହା ପଛର କାରଣ କଣ ଥିଲା।

ପ୍ରକୃତରେ ଦର୍ଶକ ବନ୍ଧୁ ୫୩୫ ବର୍ଷ ପୂର୍ବେ ସେହି ନାଗୁଣୀ ଏକ ସୁନ୍ଦର ରାଜକୁମାରୀ ଥିଲା ତାର ନାମ ଥିଲା ମଣିକିଶୋରୀ ଆଉ ତାର ବିବାହ ରାଜପୁରର ରାଜା ମଧୁରାମ ଦେବଙ୍କ ସହିତ ହୋଇଥିଲା ମଧୁରାମ ଦେବଙ୍କ ପାଖରେ ଅପାର ଧନ ସଂପତ୍ତି ଥିଲା ଏଥିପାଇଁ କେବଳ ବାହାରେ ନୁହେଁ ବରଂ ତାଙ୍କ ପରିବାରରେ ମଧ୍ୟ ତାଙ୍କର ବୋହୁତ ଶତ୍ରୁ ଥିଲେ ମଧୁରାମ ଦେବ ତାଙ୍କର ସ୍ତ୍ରୀ ମଣିକିଶୋରୀଙ୍କ ସହିତ ବୋହୁତ ଖୁସିରେ ଥିଲେ ତାଙ୍କ ବିବାହକୁ ୬ ରୁ ୭ ବର୍ଷ ବିତି ଯାଇଥିଲା କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ତାନ ନଥିଲା ସେଥିପାଇଁ ରାଜା ଓ ରାଣୀ ବୋହୁତ ଦୁଃଖରେ ରହୁଥିଲେ |

କିନ୍ତୁ ରାଣୀ ଏହି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ ଏକ ତକିଆକୁ ନିଜର ପୁଅ ବୋଲି ଭାବୁଥିଲେ ଆଉ ଯେତେବେଳେ ରାଜା ଏହାକୁ ଦେଖିଲେ ସେ ଆହୁରି ଭାଙ୍ଗିପଡିଲେ କିଛିଦିନ ପରେ ରାଜ୍ୟରୁ ଜଣେ ଯୋଗୀ ଆସିଲେ ଆଉ ସେ ରାଜାଙ୍କୁ ପୁତ୍ରିଷ୍ଟି ଯଜ୍ଞ କରିବାକୁ କହିଲେ ରାଜା ରାଜି ହୋଇଗଲେ ଏବଂ ଯଜ୍ଞ କରାଇଲେ କିଛି ଦିନ ପରେ ରାଣୀ ମଧ୍ୟ ଗର୍ଭବତୀ ହୋଇଗଲେ ଯାହା ଫଳରେ ରାଜା ରାଣୀ ବୋହୁତ ଖୁସୀ ଥିଲେ ପରନ୍ତୁ ତାଙ୍କ ଭାଗ୍ୟରେ ଏକ ଅଲଗା ବିଡମ୍ବନା ଲେଖା ଥିଲା ରାଜାଙ୍କର ସେନାପତି ଏହି ମୌକା ଖୋଜୁଥିଲେ ଆଉ ତାଙ୍କ ସହିତ ରାଜାଙ୍କର କିଛି ନିଜର ଲୋକ ମଧ୍ୟ ମିଶିଥିଲେ।

ଥରେ ସୁଯୋଗ ପାଇ ସେନାପତି ରାଜାଙ୍କର କିଛି ଶତ୍ରୁଙ୍କ ସହିତ କଥା ହେଲେ ଆଉ ଯେତେବେଳେ ରାଜା ଶୋଇଥିଲେ ସେ ତାଙ୍କର ହତ୍ୟା କରିଦେଲେ ଏବଂ ତାପରେ ରାଣୀ ଏବଂ ତାଙ୍କ ପେଟରେ ବଢୁଥିବା ପିଲାକୁ ମାରିବା ପାଇଁ ପହଞ୍ଚିଲେ ଏହା ଦେଖି ରାଣୀ ଦୌଡ଼ିବାକୁ ପ୍ରୟାସ କରିଲେ କିନ୍ତୁ ତାଙ୍କୁ ଜଣେ ସିପାହୀ ଧରିନେଲେ ରାଣୀ ସମସ୍ତଙ୍କୁ ହାତ ଯୋଡ଼ି କହିଲେ ମତେ ଆଉ ମୋ ପିଲାକୁ ଛାଡିଦିଅ ଏହା ବଦଳରେ ତମେ ଏହି ମହଲ ସିଂହାସନ ଆଉ ଧନ ଦୌଲତ ସବୁ ନେଇଯାଅ କିନ୍ତୁ କେହିବି ରାଣୀଙ୍କ କଥା ଶୁଣିଲେ ନାହିଁ ତାଙ୍କ ମଧ୍ୟରୁ ଜଣେ ସିପାହୀ ରାଣୀଙ୍କ ପେଟକୁ ଗୋଇଠା ମାରିଲା ଯାହା ଫଳରେ ରାଣୀଙ୍କ ପେଟରେ ଥିବା ଶିଶୁ ମରିଗଲା |

ଏହାପରେ ରାଣୀ ସମସ୍ତଙ୍କୁ କହିଲେ ମହଲର ଟଙ୍କା ତ ଦୂରର କଥା ଯଦି କେହି ଏହି ମହଲ ପାଖକୁ ବି ଆସେ ତାହେଲେ ତାର ମୃତ୍ୟୁ ସୁନିଶ୍ଚିତ ଏବଂ ଏହା କହି ରାଣୀ ନିଜର ପ୍ରାଣ ତ୍ୟାଗ କରିଦେଲେ କୁହାଯାଏ ରାଣୀ ମରିଯିବା ପରେ ସେହି ମହଲରେ ଯେଉଁମାନେ ସବୁ ଥିଲେ ସମସ୍ତେ ମରିଗଲେ ଆଉ ଏହି ମହଲ ଏକ ଖଣ୍ଡହର ପାଲଟିଗଲା ରାଣୀ ଏକ ନାଗୁଣୀ ହୋଇ ଜନ୍ମ ନେଲେ ଆଉ ଆଜିବି ରାଣୀ ସେହି ଖଣ୍ଡହର ନାଗୁଣୀ ହୋଇ ବୁଲୁଛନ୍ତି ଆଉ ଯଦି ବି କେହି ଏହି ମହଲର ପାଖ ଦେଇ ଯାଉଛି ତାର ମୃତ୍ୟୁ ଘଟୁଛି ଆଉ ସେଥିପାଇଁ ଏହି ମହଲ ପାଖକୁ ଯିବା ପାଇଁ ସମସ୍ତେ ଡରନ୍ତି।