ଆଜି ଆମେ ବଲିଉଡ ର ଏପରି ଜଣେ ଅଭିନେତା ଙ୍କ ସମ୍ପର୍କ ରେ ଆଲୋଚନା କରିବା ଯିଏ କି ବଲିଉଡ ରେ ଜଣେ ସୁପର ହିଟ ହିରୋ ଭାବ ରେ ପରିଚିତ ଅଟନ୍ତି I ହଁ ସେ ହେଲେ ଅକ୍ଷୟ କୁମାର , ଆଜିକା ସମୟ ରେ ଅକ୍ଷୟ କୁମାର ଏକମାତ୍ର ଅଭିନେତା ଯିଏ କି ତିନି ଖାଁ ଙ୍କୁ ବରାବରୀ କରିଥାନ୍ତି I ଅକ୍ଷୟ କୁମାର ନିଜ ଜୀବନ ର ସବୁ ନିଷ୍ପତି ଖୁବ ଭାବିଚିନ୍ତି କି ହିଁ ନେଇଥାନ୍ତି I କିଛି ବି ଭୁଲ ହେବାକୁ ଦିଅନ୍ତି ନାହିଁ I କିନ୍ତୁ ଆଜି ଆମେ ଅକ୍ଷୟ କୁମାର ଙ୍କ ର ଭଉଣୀ ଙ୍କ ସମ୍ପର୍କ ରେ ଆଲୋଚନା କରିବା I
ଦେଖିବାକୁ ଗଲେ ଅକ୍ଷୟ କୁମାରଙ୍କ ର ପତ୍ନୀ ଟ୍ୱିଙ୍କିଲ ବି ଜଣେ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ଦେଖିବାକୁ ଗଲେ ଟ୍ୱିଙ୍କିଲ ଅକ୍ଷୟ କୁମାର ଙ୍କ ଠାରୁ 7 ବର୍ଷ ସାନ ତଂଟି I କିନ୍ତୁ ଅକ୍ଷୟ କୁମାର ତାଙ୍କ ଭଉଣୀ ଙ୍କୁ ତାଙ୍କ ଠାରୁ 15 ବର୍ଷ ବଡ଼ ଜଣେ ବ୍ୟକ୍ତି ଙ୍କ ସହ ବିବାହ କରାଇ ବର୍ତମାନ ହେସ ଚର୍ଚା ରେ ଅଛନ୍ତି I
ଅକ୍ଷୟ କୁମାର କପିଳ ଶର୍ମା ସୋ ରେ ନିଜ ଭଉଣୀ ଙ୍କୁ ପରିଚୟ କରାଇଥିଲେ I ଅକ୍ଷୟ କୁମାର ଙ୍କ ଭଉଣୀ ବି ସେ ସମୟ ରେ ବେଶ ଚର୍ଚା ରେ ରହିଥିଲେ I ଯେତେବେଳେ ଅକ୍ଷୟ କୁମାର ଙ୍କ ଭଉଣୀ ନିଜ ଠାରୁ ପନ୍ଦର ବର୍ଷ ବଡ଼ ବ୍ୟବସାୟୀ ସୁରେନ୍ଦ୍ର ହିରନନ୍ଦି ଙ୍କୁ ବିବାହ କରିଥିଲେ I ଦେଖିବାକୁ ଗଲେ ଅକ୍ଷୟ କୁମାର ଙ୍କ ର ଭଉଣୀ ପ୍ରେମ ବିବାହ କରିଥିଲେ I ଏବଂ ଅକ୍ଷୟ କୁମାର ନିଜ ଭଉଣୀ ଙ୍କ ପସନ୍ଦ ରେ ବି ରାଜି ହେଇ ଏହି ବିବାହ କରାଇଥିଲେ I
ତେବେ ଏହି ନିଷ୍ପତି କୁ ନେଇ ଅକ୍ଷୟ କୁମାର ପୂର୍ବ ରୁ ବେଶ ବିରକ୍ତି ପ୍ରକାଶ କରିଥିଲେ କିନ୍ତୁ ପରେ ନିଜ ଭଉଣୀ ଙ୍କ ର ଜିଦି ଆଗ ରେ ମୁଣ୍ଡ ନୁଆଇଚନ୍ତି I ଏହି ବିବାହ 2013 ରେ ହେଇଥିଲା I ଏବଂ ସେ ସମୟ ରେ ତାଙ୍କ ଭଉଣୀ 40 ବର୍ଷ ବୟସ ହେଇଥିଲା ଏବଂ ସେ ଯାହା ସହ ବିବାହ କରାଇଥିଲେ ତାଙ୍କ ର ବୟସ 55 ବର୍ଷ ଅଟେ I ଦୁହେଁ ବିବାହ ପୂର୍ବ ରୁ ଦୀର୍ଘ 6 ବର୍ଷ ପ୍ରେମ ସମ୍ପର୍କ ରେ ଥିଲେ I
କେଉଁ କାରଣ ପାଇଁ ଅକ୍ଷୟ କୁମାର ନିଜ ସୁନ୍ଦର ଭଉଣୀଙ୍କ ବାହାଘର ଜଣେ ୫୫ ବର୍ଷୀୟ ବୁଢାଙ୍କ ସହ କରାଇବାକୁ ପଡିଥିଲା
