କେଉଁ କାରଣ ପାଇଁ ଝିଅ ଙ୍କର ଜିନ୍ସରେ ରହିଥାଏ ଚେଁନ? 99% ପ୍ରତିଶତ ଲୋକ ଜାଣିନଥିବେ ଜାଣନ୍ତୁ

ଆଜିକା ସମୟ ରେ ପ୍ରତୋକ ଲୋକେ ଫ୍ୟାସନ ରେ ରହିବାକୁ ଚାହିଁଥାନ୍ତି I ଏବଂ ଆଜିକା ଯୁବପିଢ଼ି ସର୍ବଦା ନିଜ ର ଫ୍ୟାସନ କୁ ମେଣ୍ଟନ କରିବାକୁ ଚାହିଁଥାନ୍ତି I ତେବେ ଯୁବପିଢ଼ି ର ଫ୍ୟାସନ ପାଁଇ ନୂଆ ନୂଆ କିସମ ର କପଡା ବେଶ ଗୁରୁତ୍ୱପୂର୍ଣ ରହିଥାଏ I ତେବେ ଝିଅ ଙ୍କ ର ବି ଅନେକ ଭେରାଇଟି ର କପଡା ରହିଥାଏ I ଏବଂ ଝିଅ ଙ୍କ ତୁଳନା ରେ ପୁଅ ଙ୍କ ର ସେପରି ଅଧିକ ଭେରାଇଟି ର କପଡା ନ ଥାଏ I ଝିଅ ଙ୍କ ର ଡ୍ରେସ ମଧ୍ୟ ରେ ସଲ୍ୱାର , ଲେହେଗା , ସ୍କାର୍ଟ , ଶାଢ଼ୀ ଓ ଆହୁରି ଅନେକ କିଛି ରହିଛି ଏହା ଛଡା ଝିଅ ମାନେ ବର୍ତମାନ ସମୟ ରେ ଜିନ୍ସ ଓ ସାର୍ଟ ପିନ୍ଧିବା ବି ଆରମ୍ଭ କରିଦେଲେଣି I

ଆଜିକା ମଡ଼ନ ଦୁନିଆ ରେ ପ୍ରତୋକ ଯୁବତୀ ଙ୍କ ର ଘରେ ଆଲମାରୀ ରେ କିଛି ନା କିଛି ଜିନ୍ସ ନିଶ୍ଚୟ ମିଳିଯିବ I ପୁଅ ଙ୍କ ପରି ଝିଅ ଙ୍କ ର ବି ଅଲଗା ଭେରାଇଟି ର ଜିନ୍ସ ବ୍ୟବହାର କରିଥାନ୍ତି I ଆଜିକା ସମୟ ରେ ଜିନ୍ସ ଏକ କମନ ଜିନିଷ ହେଇଗଲାଣି I ଆଜିକା ଯୁବପିଢ଼ି ର ଲୋକେ ଜିନ୍ସ ପିନ୍ଧିବା ଏକ ସଉକିନ ହେଇଗଲାଣି I

ଜିନ୍ସ କଥା ଦେଖିବା ଯଦି ଆଜିକାଲି ଅନେକ ଭେରାଇଟି ର ଜିନ୍ସ ବଜାର ରେ ଉପଲବ୍ଧ ଅଟେ I ଜିନ୍ସ ର ଇତିହାସ ଦେଖିବା ଯଦି ବହୁତ ପୁରୁଣା ଅଟେ I ବାବା ଆଦମ ଙ୍କ ସମୟ ରୁ ଲୋକେ ଜିନ୍ସ ପିନ୍ଧିଆସୁଛନ୍ତି I ଏବଂ ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଏଥିରେ ଅନେକ ପରିବର୍ତନ ବି ପରିଲକ୍ଷିତ ହେଇଚି I ଜିନ୍ସ କଥା ଦେଖିବା ଯଦି ସବୁ ଜିନ୍ସ ରେ ଗୋଟେ କମନ ଜିନିଷ ହେଉଛି ଜିନ୍ସ ର ସାମ୍ନା ପଟ ରେ ଥିବା ଚେଁନ I ତେବେ ପୁଅ ଙ୍କ ର ଜିନ୍ସ କଥା ଦେଖିବା ଯଦି ସାମ୍ନା ପଟ ରେ ଚେନ ରହିବା ଜରୁରୀ ଅଟେ I ଏହା ଦ୍ୱାରା ପୁଅ ମାନେ ସହଜ ରେ ପରିସ୍ରା କରିଥାନ୍ତି I କିନ୍ତୁ ଆପଣ କେବେ ଚିନ୍ତା କରୁଛନ୍ତି କି ଝିଅ ଙ୍କ ର ପ୍ୟାଣ୍ଟ ରେ କଣ ପାଁଇ ଚେଁନ ରହିଥାଏ I

ଝିଅ ଙ୍କ ର ଜିନ୍ସ ପ୍ୟାଣ୍ଟ କଥା ଦେଖିବା ଯଦି ସେଥିରେ ବି ଚେନ ରହିଥାଏ , ତେବେ ଆପଣ ଙ୍କ ମନ ରେ ଏହି ପ୍ରଶ୍ନ ଆସୁଥିବ କି ଝିଅ ଙ୍କ ର ପ୍ୟାଣ୍ଟ ରେ ଚେଁନ ର କଣ ଆବଶ୍ୟକତା ରହିଛି I ତେବେ ଚାଲନ୍ତୁ ଆଜି ଏହି ସଂକ୍ରାନ୍ତ ରେ ଆଲୋଚନା କରିବା I

ଏହି କାରଣ ରୁ ଥାଏ ଝିଅ ଙ୍କ ର ପ୍ୟାଣ୍ଟ ରେ ଚେନ
ତେବେ ଦେଖିବାକୁ ଗଲେ ଡେନିମି ଅରିଜିନାଲ ଜିନ୍ସ କପଡା ରେ ହିଁ ନିର୍ମିତ ହେଇଥାଏ ଏବଂ ଏହା ତ ଆପଣ ଜାଣିଛନ୍ତି କି ପୁରୁଷ ଙ୍କ ତୁଳନା ରେ ମହିଳା ଙ୍କ ର ଅଣ୍ଟା ଅଧିକ ଚୌଡା ହେଇଥାଏ I ଏହି କାରଣ ରୁ ଜିନ୍ସ ର ସାମ୍ନା ଭାଗ ରେ ଚେନ ଥିବା ଦ୍ୱାରା ଏହା କୁ ପିନ୍ଧିବା ରେ ଝିଅ ଙ୍କୁ ସୁବିଧା ହେଇଥାଏ I କିନ୍ତୁ ଯଦି ଜିନ୍ସ ରେ ଚେନ ନ ଥାନ୍ତା ତେବେ ଏହା କୁ ପିନ୍ଧିବା ରେ ନାନା ସମସ୍ୟା ହେଇଥାନ୍ତା I

ତେବେ ବର୍ତମାନ ତ ଆପଣ ଜାଣିସାରିଥିବେ କି ଝିଅ ଙ୍କ ର ଜିନ୍ସ ରେ ବି କାହିଁକି ଚେନ ରହିଥାଏ I