କାହାକୁ ବାହା ହେଲେ ଓଡ଼ିଆ ହିରୋଇନ Lipsa mishra, ଜାଣିଲେ ମୁଣ୍ଡରେ ହାତ ଦେବେ…

ନମସ୍କାର ବନ୍ଧୁଗଣ ବିବାହ କଲେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର ତେବେ ଦର୍ଶକ ବନ୍ଧୁ ଆପଣମାନେ ଲିପ୍ସା ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ଲିପ୍ସା ମିଶ୍ର ତାହେଲେ ଲିପ୍ସା ମିଶ୍ର ଓଲିଉଡରେ ସିନେମାରେ ଅଭିନୟ କରିବା ସହିତ ଧାରାବାହିକ ୱେବ୍ ସିରିଜ୍ ଓ ବୋହୁତ ସାରା ଆଲବମ୍ ରେ ବି ମଧ୍ୟ ଅଭିନୟ କରିଥିବାର ଦେଖା ଦେଇଛନ୍ତି |

ତାହେଲେ ଏବେ ଲିପ୍ସା ମିଶ୍ରଙ୍କର ବାହାଘର ହୋଇ ଯାଇଛି ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡର ବୋହୁତ ସାରା କଳାକାରମାନେ ଯୋଗ ଦେଇଥିବାର ନଜର ଆସିଥିଲେ। ତେବେ ଲିପ୍ସା ମିଶ୍ରଙ୍କର ବାହାଘର ହୋଇ ଯାଇଛି ଆଉ ୩୬ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର ତେବେ ଲିପ୍ସା ମିଶ୍ର ଓଲିଉଡର ସମସ୍ତ କଳାକାରମାନଙ୍କୁ ବୋହୁତ ଅଧିକ ଭଲପାଆନ୍ତି |

ତାଙ୍କ ବାହାଘରରେ ମଧ୍ୟ ସମସ୍ତ କଳାକାରମାନେ ଉପସ୍ଥିତ ଥିବାର ଦେଖା ଦେଇଥିଲେ ଖାସ୍ କରି ଓଲିଉଡର ଆଗ ଧାଡ଼ିର କଳାକାରମାନେ ମଧ୍ୟ ତାଙ୍କ ବାହାଘରରେ ଉପସ୍ଥିତ ଥିଲେ ତେବେ ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡର ସମସ୍ତ କଳାକାରମାନେ ଉପସ୍ଥିତ ଥିବାର ନଜର ଆସିଥିଲେ ଲିପ୍ସା ମିଶ୍ରଙ୍କର ସ୍ଵାମୀ ହେଇଛନ୍ତି ଜଣେ ବୋହୁତ ବଡ଼ ବିଜନେସ ମ୍ୟାନ ସେ ଇଞ୍ଜିନିୟରିଂ ମଧ୍ୟ କରିଛନ୍ତି।

ତାହେଲେ ଲିପ୍ସା ମିଶ୍ରଙ୍କର ବାହାଘର ଏବେ ସରିଯାଇଛି ଆଉ ଶାଶୁ ଘରକୁ ଚାଲି ଯାଇଛନ୍ତି ଲିପ୍ସା ତେବେ ଅଭିନୟ କରିବା ସହିତ ଲିପ୍ସା ମିଶ୍ର ବୋହୁତ ସାରା ସାମାଜିକ କାମ ମଧ୍ୟ କରୁଥିବାର ନଜର ଆସିଥାନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।