ଖୋର୍ଦ୍ଧାରେ ଯେତେବେଳେ ଗୋଟେ Truck ବାଲା ନାଗ ଉପରେ ଚଢ଼େଇଦେଲା ଗାଡି, ତାପରେ ତା ନାଗୁଣୀ ଯାହା କରିଲା, ଠାକୁରଙ୍କୁ ଡାକିବାକୁ ଲାଗିଲେ ସମସ୍ତେ…

ନମସ୍କାର ବନ୍ଧୁଗଣ କୁହାଯାଏ କି ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ପାଖରେ ଅନେକ ଅଲୌକିକ ଶକ୍ତି ରହିଥାଏ ଯାହାର ପ୍ରୟୋଗ କରି ସେମାନେ ଯେକୌଣସି ସମୟରେ କହାରବି ରୂପ ଧାରଣ କରି ପାରନ୍ତି କେବଳ ଏତିକି ନୁହେଁ ଇଚ୍ଛାଧାରୀ ନାଗ ନାଗୁଣୀ ନିଜ ଶକ୍ତି ବଳରେ ଆମ ସମସ୍ତଙ୍କ ମଝିରେ ସାମାନ୍ୟ ମଣିଷ ଭଳି ରହି ପାରନ୍ତି ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ପାଖରେ ଏକ ଏପରି ରତ୍ନ ରହିଥାଏ ଯାହା କୌଣସି ହୀରା ଠାରୁ ଅଧିକ ମୂଲ୍ୟବାନ ହୋଇଥାଏ କାହାକୁ ଆମେ ନାଗମଣି ଭାବରେ ଜାଣିଛନ୍ତି |

ଯେଉଁ ନାଗ ନାଗୁଣୀ ପାଖରେ ନାଗମଣି ରହିଥାଏ ତାଙ୍କୁ ବୋହୁତ ଶକ୍ତିଶାଳୀ ମାନା ଯାଇଥାଏ ଆଉ ସେମାନେ ଜୀବନ ସାରା ସେହି ନାଗମଣିର ରକ୍ଷା ମଧ୍ୟ କରିଥାନ୍ତି ତେବେ ଦର୍ଶକ ବନ୍ଧୁ ଆଜି ଆମେ ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ବିଷୟରେ ଏକ ଏପରି ସତ୍ୟ ଘଟଣା ଜାଣିବା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଦର୍ଶକ ବନ୍ଧୁ ଥରେ ଖୋର୍ଦ୍ଧାର ଏକ ଗାଁରେ ଏକ ନାଗ ନାଗୁଣୀ ଯୋଡି ସୋମବାର ଦିନ ଶିବଙ୍କ ମନ୍ଦିରକୁ ଯାଉଥିଲେ ନାଗ ରାସ୍ତା ପାର କରୁଥିଲା ଆଉ ସେହି ସମୟରେ ଏକ ଟ୍ରକ୍ ସ୍ପିଡ୍ ରେ ଆସିଲା ଆଉ ସେ ନାଗ ଉପରେ ଚଢ଼ି ଚାଲିଗଲା ଆଉ ଏହା ସବୁ ନାଗୁଣୀ ନିଜ ଆଖିରେ ଦେଖିଥିଲେ ଯେମିତି ନାଗ ମରିଲା ନାଗୁଣୀ ଦୌଡ଼ି ଆସି ନାଗ ମୃତ ଶରୀର ପାଖରେ ଆସି ବସିଗଲା ଆଉ ନିଜର ଫଣା ରାସ୍ତାରେ ହିଁ ବଡେଇବାକୁ ଲାଗିଲା |

ଏମିତି ଲାଗୁଥିଲା ଯେମିତି ନାଗୁଣୀ କାନ୍ଦୁଛି ଦର୍ଶକ ବନ୍ଧୁ ଏହା ଗ୍ରୀଷ୍ମ ଋତୁ ଥିଲା ସେହିଦିନ ଭୀଷଣ ଗରମ ପଡ଼ିଥିଲା ଆଉ ଏହି ଗରମ କାରଣରୁ ନାଗୁଣୀ ରାସ୍ତାରେ ବଡେଇ ବାଡେଇ ବେହୋସ୍ ହୋଇଗଲା ଏହାଦେଖି ସେଠାରେ ଉପସ୍ଥିତ ଥିଲା ଲୋକମାନେ ତାର ଉପରେ ପାଣି ଢ଼ାଳିଲେ ସେ ପୁଣି ଉଠିଲା ଆଉ ସେ ତାର ନାଗକୁ ଦେଖି ପୁଣି ରାଗିଗଲା ଆଉ କ୍ରୋଧରେ ଗର୍ଜନ କରିବାକୁ ଲାଗିଲା।

ଦର୍ଶକ ବନ୍ଧୁ ୨ ଘଣ୍ଟା ପର୍ଯ୍ୟନ୍ତ ସେହି ନାଗୁଣୀ ନିଜ ଫଣା ଟେକି ଲୋକମାନଙ୍କୁ ଦେଖୁଥିଲା କିନ୍ତୁ ନିଜ ନାଗର ମୃତ ଶରୀର ପାଖରୁ ଦୂରକୁ ଗଲା ନାହିଁ ଆଉ ଏହାଦେଖି ସେଠାରେ ଥିବା ଲୋକମାନେ ମୃତ ନାଗକୁ ଉଠାଇ ଦୂରରେ ଫୋପଡ଼ିବେ ବୋଲି ନିଷ୍ପତି ନେଲେ କିନ୍ତୁ ନାଗୁଣୀ କାହାକୁ ବି ନାଗର ପାଖକୁ ଯିବାକୁ ଦେଉନଥିଲା |

ନାଗର ମୃତ୍ୟୁ ଯୋଗୁଁ ସଦକରେ ବୋହୁତ ଜାମ୍ ହୋଇଗଲା ଏବଂ ରାତ୍ରି ସମୟରେ ନାଗୁଣୀ ମଧ୍ୟ ନିଜ ନାଗ ଶରୀରରେ ଗୁଡେଇ ହୋଇ ନିଜର ପ୍ରାଣ ତ୍ୟାଗ କରିଦେଲା ଆଉ ଏହାପରେ ସେଠାରେ ଥିବା ଲୋକମାନେ ଏହି ନାଗ ନାଗୁଣୀ ଯୋଡିକୁ ଏକ ଜଙ୍ଗଲରେ ପୋତିଦେଲେ ଆଉ ଆଜି ପର୍ଯ୍ୟନ୍ତ ନାଗ ନାଗୁଣୀର ଏହି ପ୍ରେମକୁ କେହି ଭୁଲି ପାରି ନାହାଁନ୍ତି।