ଖୁସି ଖବର Maa ହେଲେ ଅଭିନେତ୍ରୀ ଶୁଭସ୍ମିତା…

ମା ହେଲେ ଓଡ଼ିଆ ଅଭିନେତ୍ରୀ ସୁଭସ୍ମିତା ଦର୍ଶକବନ୍ଧୁ ଆପଣମାନେ ସୁଭସ୍ମିତା ଙ୍କୁ ବେଶ ଭଲଭାବରେ ଜାଣିଥିବେ ଦୀର୍ଘ ଦିନ ଧରି ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରିଛନ୍ତି ଦୀର୍ଘ 15 ବର୍ଷ ଧରି ସେ ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିବାର ନଜର ଆସିଛନ୍ତି ସେ ପ୍ରଥମେ ଓଡ଼ିଆ ଫିଲ୍ମ ରେ ହିରୋଇନ ହବାକୁ ଆସିଥିଲେ |

କିନ୍ତୁ ତାଙ୍କୁ ଫିଲ୍ମ ରେ ସୁଯୋଗ ନ ମିଳିବାରୁ ସେ ସିରିଏଲ ରେ ଅଭିନୟ କରିବା ଆରମ୍ଭ କରିଦେଇଥିଲେ ଆଉ ଏହା ପରେ ତାଙ୍କର ସୁନ୍ଦର ଅଭିନୟ କାରଣରୁ ଓଡ଼ିଶାର ଦର୍ଶକମାନେ ତାଙ୍କୁ ବହୁତ ସାରା ଭଲପାଇବା ଦେଇଛନ୍ତି ସେ ପ୍ରାୟ 10 ରୁ ଅଧିକ ଓଡ଼ିଆ ସିରିଏଲ ରେ ଅଭିନୟ କରିଛନ୍ତି |

ତାଙ୍କର ସୁନ୍ଦରତା ଅଭିନୟ କାରଣରୁ ତାଙ୍କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିସାରିଛି ତେବେ ବର୍ତ୍ତମାନ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ବାହାଘର ପରେ ସେ ପୁରା ଓଲିଉଡ଼ ଇଣ୍ଡଷ୍ଟ୍ରି ଦୁରେଇ ଯାଇଛନ୍ତି ଆଉ ଏବେ ତାଙ୍କ ଘରକୁ ଗୋଟେ ବହୁତ ବଡ଼ ଖୁସିର ଖବର ଆସି ଯାଇଛି ତେବେ ମା ହୋଇଛନ୍ତି ଓଡ଼ିଆ ସିରିଏଲ ଅଭିନେତ୍ରୀ ସୁଭସ୍ମିତା |

ତେବେ ସୁଭସ୍ମିତା ଙ୍କର ଗୋଟେ କନ୍ୟା ସନ୍ତାନ ଟିଏ ଜନ୍ମ ନେଇଛନ୍ତି ଏବଂ ଭୁବନେଶ୍ୱର ର ଗୋଟେ ଘରୋଇ ହସ୍ପିଟାଲ ରେ ତାଙ୍କର ଡେଲିଭେରି ହୋଇଛି ଆଉ ସେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ସମୟରେ ମା ଏବଂ ଝିଅ ସୁସ୍ଥ ଅଛନ୍ତି ଏବଂ ସେ ଏବେ ଭୁବନେଶ୍ୱର ରେ ତାଙ୍କ ସ୍ୱାମୀଙ୍କ ସହ ରହୁଥିବାର ନଜର ଆସିଛନ୍ତି |