କିଏ ଆସଲି କିଏ ନକଲି ଜଣା ପଡୁନାହାନ୍ତି, ଏହି ଭିଡ଼ିଓ ଦେଖିଲେ ଲାଗିବ କଦର ଖାନ୍ ଏବେ ବି ଜୀବିତ ଅଛନ୍ତି !!

ଏହି ଭିଡ଼ିଓ ଦେଖିଲେ ଲାଗିବ କି କାଦର ଖାନ ଏବେବି ଜିବିତ ରହିଛନ୍ତି । ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ସୋସିଆଲ ମିଡିଆ ରେ ଲୋକପ୍ରିୟ ତାରକା ମାନଙ୍କ ନକଲ ଲୋକ ଧାରୀ ମଧ୍ୟ ଅନେକ ନାମ ଅର୍ଜନ କରୁଛନ୍ତି । ମାର୍କେଟ ରେ ସାରୁଖାନ ଙ୍କ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟ , ଅମିତାବ ଙ୍କ ଭଳି ନକଲୀ ଲୁକ୍ ସହିତ ସୋସିଆଲ ମିଡିଆ ରେ ବହୁତ ସମୟ ରେ ଦେଖିବା ପାଇଁ ମିଳନ୍ତି ।

ଏମିତି ରେ ଆପଣ ମାନେ ଏହି ପରି ଅନେକ ଦେଖିଥିବେ । ସେମାନଙ୍କ ନକଲୀ ଲୁକ୍ ବାଲା ଲୋକ ମାନେ କମ୍ ପ୍ରସିଦ୍ଧ ନୁହଁନ୍ତି । ତେବେ ନିକଟ ରେ ବଲିଉଡ ର ଭେଟରାନ ଅଭିନେତା ସ୍ୱର୍ଗତ କାଦର ଖାନ ଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି । ଜାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଜୁନିୟର କାଦର ଖାନ ଙ୍କ ଏହି ପ୍ରଫାଇଲ ରୁ ଏହି ଭିଡ଼ିଓ ଟି ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ଭିଡ଼ିଓ ରେ ଅଭିିନୟ ସହିତ ଡାଇଲୋଗ କହୁଥିବା କାରଦ ଖାନ ଙ୍କ ଚେହେରା ତାଙ୍କ ପରି ଅନେକ ପରିମାଣ ରେ ଦେଖା ଯାଉଛି । ତେବେ ନକଲୀ କାଦର ଖାନ ଜଣଙ୍କ ଅସଲୀ ଙ୍କ ପରି ଏକ୍ସପ୍ରେସନ ଦେଉଥିବାର ନଜର ଆସିଛନ୍ତି ।

ତାଙ୍କର ଚେହେରା କାଦର ଖାନ ଙ୍କ ସହିତ ଏତେ ମେଳ ଖାଉଛି ଯେ ପ୍ରଥମ ଦେଖାରେ ଲୋକେ ଦ୍ୱନ୍ଦ ରେ ଗଡୁଛନ୍ତି ଯେ କାଦର ଖାନ କଣ ପ୍ରକୃତ ରେ ରହିଛନ୍ତି କି । ତେବେ ସୋସିଆଲ ମିଡିଆ ରେ ଏହି ନକଲୀ କାଦର ଖାନ ଙ୍କ ଅସଲୀ ନାମ ହେଉଛି ବିକି ଚଡ୍ଡା । ତେବେ ଆପଣ ମାନଙ୍କୁ ଏହି ନକଲୀ କାଦର ଖାନ କେମିତି ଲାଗୁଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।