କିଏ ଏହି Sindurara Adhikara ସିରିଏଲର ନୂଆ ହିରୋଇନ, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ, ଇତିଙ୍କ ଜାଗାରେ କରିବେ ଅଭିନୟ…

ନମସ୍କାର ବନ୍ଧୁ ଗଣ ଆପଣମାନେ ତ ସିନ୍ଦୂରର ଅଧିକାର ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏଥିରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଓ ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକମାନଙ୍କ ମନରେ ସେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ତେବେ ଗତ କିଛିଦିନ ହେବ ଆପଣମାନେ ଦେଖିବାକୁ ପାଉଥିବେ |


ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବା ଇତି ଅର୍ଥାତ୍ ନିଳାଖି ପାତ୍ର ଏବେ ବଦଳି ଯାଇଛନ୍ତି ତେବେ ନୂଆ ଇତି ଭୂମିକାରେ କିଏ ଅଭିନୟ କରୁଛନ୍ତି ଆଉ ସେ ହିରୋଇନ୍ ଙ୍କର ପ୍ରକୃତ ନାମ କଣ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ସିନ୍ଦୂରର ଅଧିକାର ଧାରାବାହିକରେ ଇତିଙ୍କ ଭୂମିକାରେ ନଜର ଆସୁଛନ୍ତି ଏବେ ଆଉ ଜଣେ ନୂଆ ଅଭିନେତ୍ରୀ ତେବେ ତାଙ୍କର ପ୍ରକୃତ ନାମ ହେଉଛି ସିମ୍ରନ୍ ଦାସ୍।


ତେବେ ସୁନ୍ଦରୀ ଅଭିନେତ୍ରୀ ସିମ୍ରନ୍ ଏବେ ନଜର ଆସିବେ ଇତି ଭୂମିକାରେ ସିନ୍ଦୂରର ଅଧିକାର ଧାରାବାହିକରେ। ତେବେ ଦର୍ଶକ ବନ୍ଧୁ ସିମ୍ରନ୍ ଆଗରୁ ବୋହୁତ ସାରା ମିଉଜିକ୍ ଆଲବମ୍ ରେ ନଜର ଆସି ସାରିଛନ୍ତି ତେବେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତ୍ରୀ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ସିନ୍ଦୂରର ଅଧିକାର ଧାରାବାହିକରେ।

ତେବେ ଦର୍ଶକ ବନ୍ଧୁ ଦେଖିବାର ଅଛି ଯେ ନିଳାଖି ପାତ୍ରଙ୍କ ଭଳି କଣ ସିମ୍ରନ୍ ଇତି ଚରିତ୍ରକୁ ନିଖୁଣ ଭାବରେ ନିଭାଇ ପାରିବେ। ତେବେ ଦର୍ଶକ ବନ୍ଧୁ ଯଦି ଆପଣଙ୍କୁ ଇତି ଭୂମିକାରେ ଅଭିନୟ କରିଥିବା ନୂଆ ହିରୋଇନ୍ ସିମ୍ରନ୍ ଭଲ ଲାଗୁଛନ୍ତି ତବେ ଆମକୁ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।