ତେବେ ଆମ ସମାଜ ରେ ସ୍ତ୍ରୀ ଓ ପୁରୁଷ ଙ୍କ ଛଡ଼ା ଅନ୍ୟ ଏକ ସମାଜ ବି ରହିଛି ଯାହା ହେଉଛି କିନ୍ନର ଙ୍କ ର ସମାଜ | ତେବେ ଲୋକେ କିନ୍ନର ଙ୍କୁ ସେହି ସ୍ଥାନ ଦେଇପାରନ୍ତି ନାହିଁ ଯାହା କି ସାଧାରଣ ଲୋକେ ପାଇଥାନ୍ତି | ତେବେ ଭାରତୀୟ ଶାସ୍ତ୍ର ରେ କିନ୍ନର ଙ୍କ ର ସମାଜ କୁ ଟିକେ ଅଧିକ ବିଶେଷ୍ୟତ୍ୱ ଦିଆ ଯାଇଛି | କିନ୍ନର ଙ୍କ ର ଅଭିଶାପ ଓ ଅଶରିବାଦ ଉଭୟ ପ୍ରତିଫଳିତ ହେଇଥାଏ |
ତେବେ କିନ୍ନର ଙ୍କ ର ଦୁନିଆ ସାଧାରଣ ଲୋକଙ୍କ ଅପେକ୍ଷା ସମ୍ପୂର୍ଣ ଭିର୍ଣ୍ଣ ଅଟେ | ତେବେ କିନ୍ନର ଙ୍କ ସମ୍ପର୍କ ରେ ସାଧାରଣ ଲୋକେ ଖୁବ କମ କଥା ହିଁ ଜାଣିଥାନ୍ତି | ତାଙ୍କ ର ରୀତି ନୀତି ପରମ୍ପରା ବି ସମ୍ପୂର୍ଣ ଭିର୍ନ ଅଟେ |
ତେବେ ଆଜିକା ସମୟ ରେ ଧନ କୁ କୌଣସି ଦୃଷ୍ଟି ରେ ବି ଅଣଦେଖା କରିହେବ ନାହିଁ | ତେବେ ଯଦି ଆପଣଙ୍କ ପାଖରେ ଧନ ର ଅଭାବ ନାହିଁ ତ ଆପଣ ଏହାର ଭରପୁର ଆନନ୍ଦ ଉଠାଇପାରିବେ | ଏହି ଧନ ପ୍ରାପ୍ତି ପାଁଇ ସେମାନେ ଖୁବ ପରିଶ୍ରମ ବି କରିଥାନ୍ତି |
ତେବେ ଅନେକ ଲୋକେ ଅନେକ ପରିଶ୍ରମ କରିବା ପରେ ବି ସଫଳତା ପାଇନଥାନ୍ତି | କିନ୍ତୁ ଅନ୍ୟ କିଛି ଲୋକେ ଅଛନ୍ତି ଅଳ୍ପ ପରିଶ୍ରମ ରେ ବି ଧନୀ ହେଇଥାନ୍ତି |
ତେବେ ଆଜି ଏପରି କିଛି କାମକୁ ଧ୍ୟାନରେ ରଖନ୍ତୁ
1.ଶାସ୍ତ୍ରରେ ଏପରି ମାନ୍ୟତା ରହିଛି କି କିନ୍ନର ଙ୍କୁ ଦାନ ଦେବା ଦ୍ୱାରା ଦରିଦ୍ରତା ଦୂର ହେଇଥାଏ | କାରଣ କିନ୍ନର ଙ୍କ ର ଅଶରିବାଦ ରେ ଲୋକଙ୍କ ର ମଙ୍ଗଳ ହେଇଥାଏ |
2.ଯଦି ବ୍ୟକ୍ତି ଙ୍କ ର କୁଣ୍ଡଳୀ ରେ ବୁଧ ଦୋଷ ରହିଥାଏ ତ କିନ୍ନର ଙ୍କୁ ଦାନ କରିବା ଉଚିତ | ଜତିଷଶାସ୍ତ୍ର ଅନୁସାରେ କିନ୍ନର ଙ୍କୁ ବୁଧ ଗ୍ରହ ଙ୍କ ର ପ୍ରତୀକ ବୋଲି ମାନିଥାନ୍ତି |
3.ତେଣୁ କୁଣ୍ଡଳୀରେ ବୁଧ ଦୋଷ କୁ ଦୂର କରିବାକୁ ହେଲେ କିନ୍ନର ଙ୍କୁ ଦାନ କରିବା ଉଚିତ |
4.କିନ୍ନର ଙ୍କ ର ଆଶରିବାଦ ବହୁତ ପ୍ରଭାବିତ ହେଇଥାଏ | ସେହିପରି ଅଭିଶାପ ବି ଶୀଘ୍ର ପ୍ରତିଫଳିତ ହେଇଥାଏ |
5.ତେବେ ଯଦି ଆପଣ ସର୍ବଦା ଏପରି ଆର୍ଥିକ ସମସ୍ୟା ରେ ବୁଡି ରହୁଛନ୍ତି ତେବେ ଆପଣ କିନ୍ନର ଙ୍କୁ ଦାନ କରିବା ସମୟ ରେ ଏକ ଟଙ୍କା ମାଗି ଆଣନ୍ତୁ | ଏବଂ ଏହା କୁ ନିଜ ଘର ର ଆଲମାରୀ ରେ ରଖନ୍ତୁ |