କଣ ଆପଣବି କରିଛନ୍ତି କି ଏପରି କର୍ମ, ତ ଜାଣନ୍ତୁ ଶାସ୍ତ୍ର ଅନୁସାରେ ନର୍କରେ କିପରି ଦଣ୍ଡ ପାଇବେ

ହିନ୍ଦୁ ଧର୍ମ ରେ ଶାସ୍ତ୍ର ରେ ଅଲଗା ଅଲଗା କର୍ମ ର ଅଲଗା ଅଲଗା ଦଣ୍ଡ ବିଧାନ ରହିଛି I ତେବେ ଏହା ବି ପୃଥିବୀ ରେ ଯିଏ ଜନ୍ମ ହେଇଚି ମୃତ୍ୟୁ ବି ସୁନିଶ୍ଚିତ ଅଟେ I ଏବଂ ଲୋକେ ନିଜ ର ଜୀବନ ରେ କରିଥିବା କର୍ମ ଅନୁସାରେ ହିଁ ମାରିବା ପରେ ନର୍କ ରେ ସେହିପରି ଦଣ୍ଡ ପାଇଥାନ୍ତି I ପ୍ରତୋକ କର୍ମ ର ଅଲଗା ଅଲଗା ଦଣ୍ଡ ବିଧାନ ରହିଥାଏ I ବ୍ୟକ୍ତି ଙ୍କ କର୍ମ ଅନୁସାରେ ମୃତ୍ୟୁ ପରେ ଯମରାଜ ତାଙ୍କ ଆତ୍ମା କୁ ଦଣ୍ଡ ଦେଇଥାନ୍ତି I ଏବଂ ଏହି ଦଣ୍ଡ ପାଁଇ ସେ ନର୍କ ଯାଇଥାନ୍ତି I

ଏହି ସମସ୍ୟା କଥା ସମ୍ପର୍କ ରେ ଆମେ ଆମ ର ଧାର୍ମିକ ବହି ରେ ଦେଖିବାକୁ ପାଇଥାଉ I ଏବଂ ସେଥିରେ ମୃତ୍ୟୁ ର ଫଳ ସମ୍ପର୍କ ରେ ବିଶେଷ ଉଲେଖ ରହିଛି I ତେବେ ମନୁଷ୍ୟ ର କର୍ମ ଅନୁସାରେ ମୃତ୍ୟୁ ପରେ ଦଣ୍ଡ ବିଧାନ ସମ୍ପର୍କ ରେ ଗରୁଡ଼ ପୁରାଣ ରେ ଉଲେଖ ରହିଛି I

ତାମିଶ୍ରମ ନର୍କ

ଯେଉଁ ବ୍ୟକ୍ତି ଛଳ କରି ସମ୍ପତି ହଡପ କରିଥାନ୍ତି ସେପରି ବ୍ୟକ୍ତି ଙ୍କୁ ଏଠାରେ ଦଣ୍ଡ ଦିଆ ଯାଇଥାଏ I ଏବଂ ସେଠାରେ ତାଙ୍କୁ ମାଡ଼ ମାରି ମାରି ବେହଶ କରାଯାଇଥାଏ I ହୋସ କୁ ଆସିବା ପରେ ପୁଣି ମାଡ଼ ମରାଯାଇଥାଏ I

ଅନ୍ଧମତ୍କ ନର୍କ

ଯେଉଁ ବ୍ୟକ୍ତି ବିବାହ ର ପବିତ୍ର ସମ୍ପର୍କ କୁ ସଂମାନ ଦିଅନ୍ତି ନାହଁ ସେପରି ବ୍ୟକ୍ତି ଙ୍କୁ ଏଠାରେ ଦଣ୍ଡ ଦିଆ ଯାଇଥାଏ ଏବଂ ତାଙ୍କ ର ଆଖି ବାହାର କରାଯାଇଥାଏ I

ରାଉରବମ ନର୍କ

ଏହି ନର୍କ ରେ ସେହି ବ୍ୟକ୍ତି ଯାଇଥାନ୍ତି ଯେଉଁ ବ୍ୟକ୍ତି ପର ର ସମ୍ପତି ରେ ସାରା ଜୀବନ ବସି ଖାଇଥାନ୍ତି I ଏବଂ ମନ ରେ ଇର୍ସା , ଦ୍ୱେଷ ଆଦି ଭାବନା ରଖିଥାନ୍ତି I

କୁମ୍ଭୀପାକମ ନର୍କ

ଏହା ଏକ ଭୟାନକ ନର୍କ ଅଟେ ଏବଂ ଯେଉଁ ବ୍ୟକ୍ତି ମାନେ ନିଜ ସ୍ୱାର୍ଥ ପାଁଇ ଅନ୍ୟ ର ହତ୍ୟା କରିଥାନ୍ତି ସେପରି ବ୍ୟକ୍ତି ଙ୍କୁ ଏଠାରେ ଦଣ୍ଡ ମିଳିଥାଏ I

କଳାସୂତ୍ରାମ ନର୍କ

ଯେଉଁ ବ୍ୟକ୍ତି ମାନେ ସର୍ବଦା ଅନ୍ୟ ର ଅପମାନ କରିଥାନ୍ତି ସେପରି ବ୍ୟକ୍ତି ଙ୍କୁ ଏଠାରେ ଦଣ୍ଡ ମିଳିଥାଏ I ଏଠାରେ ଭୀଷଣ ଗରମ ହେଇଥାଏ ଏବଂ ଏହା ଅସହ୍ୟ କଷ୍ଟ ହେଇଥାଏ I

ଅସିଂଟପଟରମ ନର୍କ

ଏହି ନର୍କ ରେ ଲୋକେ ଦଣ୍ଡ ପାଇଥାନ୍ତି ଯେଉଁ ଲୋକେ ନିଜ ର କର୍ମ କୁ ସଠିକ ଭାବରେ ସମ୍ପାଦନ କରି ନ ଥାନ୍ତି I ଏବଂ ଏହି ନର୍କ ରେ ସେହି ବ୍ୟକ୍ତି ଙ୍କ ର ଆତ୍ମା କୁ ଛୁରୀ ରେ ପ୍ରହାର କରାଯାଇଥାଏ I

ସୁକ୍ରମୁଖଂ ନର୍କ

ସର୍ବଦା ଅନ୍ୟ ଉପରେ ଅତ୍ୟାଚାର କରିବା , ଦୟା ଭାବ ନ ରହିବା ଆଦି ବ୍ୟକ୍ତି ଏହି ନର୍କ ରେ ଦଣ୍ଡ ପାଇଥାନ୍ତି I

ତତ୍ପମୂର୍ତି ନର୍କ

ଯେଉଁ ଲୋକେ ଲୋଭି ହେଇଥାନ୍ତି , ଏବଂ ହୀରା , ସୁନା , ଛନ୍ଦି ଆଦି ଚୋରି କରିଥାନ୍ତି ସେପରି ବ୍ୟକ୍ତି ଙ୍କୁ ଏହି ନର୍କ ରେ ଦଣ୍ଡ ମିଳିଥାଏ I

ପୁୱାଡ଼କାମ ନର୍କ

ଯେଉଁ ମନୁଷ୍ୟ ସ୍ତ୍ରୀ ର ଅପମାନ କରିଥାଏ ଏବଂ ବିବାହ କରିଥାଏ କେବଳ ଶାରୀରିକ ସୁଖ ପ୍ରାପ୍ତି କରିବାକୁ ସେପରି ବ୍ୟକ୍ତି ଏହି ନର୍କ ରେ ଦଣ୍ଡ ପାଇଥାନ୍ତି I ଏଠାରେ ଅନେକ ଅପରିଷ୍କାର ରହିଥାଏ I

ଲାଲାଭକ୍ଷୟଂ ନର୍କ

ଯେଉଁ ବ୍ୟକ୍ତି ପତ୍ନୀ ଙ୍କ ଉପରେ ଅତ୍ୟାଚାର କରିଥାନ୍ତି ସେପରି ବ୍ୟକ୍ତି ଯେଉଁମାନେ ପତ୍ନୀ ଙ୍କୁ କେବଳ ଶାରୀରିକ ସୁଖ ର ମାଧ୍ୟମ ଭାବିଥାନ୍ତି ଏହି ବ୍ୟକ୍ତି ମାନେ ମୃତ୍ୟୁ ପରେ ଏହି ନର୍ମ ରେ ଦଣ୍ଡ ପାଇଥାନ୍ତି

ଅବିସି ନର୍କ

ଯେଉଁ ବ୍ୟକ୍ତି ସର୍ବଦା ମିଛ ର ସାହାରା ନେଇଥାନ୍ତି ଏବଂ ଅନ୍ୟ ର କ୍ଷତି ପହଂଚିବାକୁ ଚେଷ୍ଟା କରିଥାନ୍ତି ସେପରି ବ୍ୟକ୍ତି ଏହି ନର୍କ ରେ ଦଣ୍ଡ ପାଇଥାନ୍ତି I