କୋଣାର୍କ ମନ୍ଦିର ଉପରେ ଦେଖାଦେଲେ ମା ଲଷ୍ମୀ, ତାପରେ ଯାହା ଘଟିଲା, କେହିବି Bhabi ନଥିଲେ, ଏମିତି ଚମତ୍କାର ହେ ପ୍ରଭୁ

ନମସ୍କାର ବନ୍ଧୁଗଣ ଗତ ଦିନମାନଙ୍କରେ ପାଳିତ ହୋଇଥିଲା ଅଗଷ୍ଟ ୧୫ ତଥା ସ୍ଵାଧିନତା ଦିବସ ଏହିଦିନ ଆମ ଦେଶ ସ୍ବାଧୀନ ହୋଇଥିଲା ତେଣୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ ତାରିଖରେ ଆମେ ପତାକା ଉଡ଼ାଇ ଥାଉ ହେଲେ ଏହି ପତାକାକୁ ନେଇ ସ୍ଵାଧୀନତା ଦିବସ ଦିନ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯାହାକୁ ବିଶ୍ୱାସ କରିବା ସମ୍ଭବ ନୁହେଁ।

ଅଜିତ ଭାଇ କହିଥାନ୍ତି ଯେ କାଲି ଅଗଷ୍ଟ ୧୫ ଥିବାରୁ ଆମେ କିଛି ସାଙ୍ଗ ମିଶି କୋଣାର୍କ ମନ୍ଦିର କିଛି ସାଙ୍ଗ ଯାଇଥିଲୁ ସେଠାରେ ବୁଲୁଥିବା ବେଳେ ହଠାତ୍ ମନ୍ଦିରର ଅଗ୍ରଭାଗ ପାଖରେ ଏକ ଦୃଶ୍ୟ ଦେଖାଗଲା ଆମେ ଦେଖିଲୁ ଏକ ଦେବୀ କୋଣାର୍କ ମନ୍ଦିର ଉପରେ ପତାକା ଉଡ଼ାଉ ଥିବାର ସେହି ଦେବୀଙ୍କୁ ଦେଖି ଏମିତି ଲାଗୁଥିଲା ସେ ହେଇଛନ୍ତି ମା ଲକ୍ଷ୍ମୀ ଭଳି ଓ ଆଉ କିଛି ଲୋକମାନେ କହୁଥିଲେ |

ସେ ହେଉଛନ୍ତି ଭାରତ ମା ଯିଏକି ପତାକା ଉଡ଼ାଉଛନ୍ତି ଏହି ଦୃଶ୍ୟକୁ ଦେଖି ସବୁ ଲୋକମାନେ ନିଜ ନିଜ ମୋବାଇଲରେ ଭିଡିଓ ରେକର୍ଡ କରିଲେ ହେଲେ ପତାକା ଉଡ଼ାଇ ଥିବା ଦେବୀ ରେକର୍ଡ ହେଲେ ନାହିଁ ଏବଂ ସେହି ଦେବୀ ଜଣଙ୍କ କିଛି ସମୟ ପତାକା ଉଡ଼ାଇ ସେଠାରୁ ଅଦୃଶ୍ୟ ହୋଇଗଲେ।

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ତ ଏଭଳି ଅନେକ ଚମତ୍କାର ଘଟଣାମାନ ପ୍ରତ୍ୟେକ ଦିନ ଭାଇରାଲ ହୋଇଥାଏ ଯାହାକୁ ଦେଖି ସେ ଘଟଣା ଉପରେ ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ ତେବେ ଦର୍ଶକ ବନ୍ଧୁ ଏହି ଘଟଣା ଉପରେ ଆପଣ ବିଶ୍ୱାସ କରୁଛନ୍ତି କି ନାହିଁ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।